ଆପଣଙ୍କ ମକର ରାଶି କି? ଖୁସି ନେଇ ଆସୁଛି ନୂଆବର୍ଷ, ଚାକିରି-ବ୍ୟବସାୟରେ ମିଳିବ ଲାଭ; ପଢ଼ନ୍ତୁ ବାର୍ଷିକ ରାଶିଫଳ

ଆସୁଛି ନୂଆବର୍ଷ ୨୦୨୫। ଏହା ମକର ରାଶିର ଜାତକଧାରୀଙ୍କ ପାଇଁ ବେଶ ଭଲ ରହିବ। ବୃହସ୍ପତିଙ୍କ ପାଇଁ ଏହି ବର୍ଷ ଏମାନଙ୍କୁ ଖୁବ୍‌ ଲାଭ ମିଳିବ। ଆମଦାନୀ କ୍ଷେତ୍ରରେ ଲାଭାନ୍ବିତ ହେବେ। ବ୍ୟବସାୟ ଏବଂ କ୍ୟାରିୟରରେ ଲାଭ ମିଳିବ। ବିବାହିତ ଯୋଡ଼ିଙ୍କ ପାଇଁ ଏହି ବର୍ଷ ବହୁତ ଭଲ ରହିବ। ସନ୍ତାନ ପ୍ରାପ୍ତି ସ୍ବପ୍ନ ପୂରଣ ହୋଇପାରେ। ହେଲେ ବର୍ଷ ମଝିରେ କୌଣସି ଶର୍ଟକଟ୍‌ ଚୟନ କରନ୍ତୁ ନାହିଁ। କାରଣ ଆପଣଙ୍କର କ୍ଷତି ହୋଇପାରେ। ଜୁଆ, ଅନଲାଇନ ଗେମିଂରୁ ଦୂରରେ ରହିବା ଭଲ ହେବ। ଘର କିଣିବା ନଚେତ ବିକିବା ସ୍ବପ୍ନ ପୂରଣ ହେବ। ପୈତୃକ ସମ୍ପତ୍ତିରୁ ମଧ୍ୟ ଟଙ୍କା ରୋଜଗାର କରିପାରିବେ।

ମକର ରାଶି ଜାତକଧାରୀଙ୍କ କ୍ୟାରିୟର ବିଷୟରେ କହିଲେ, ନୂଆ ବର୍ଷ ୨୦୨୫ ସମସ୍ତଙ୍କ ପାଇଁ ଭଲ ରହିବ। ସମସ୍ତଙ୍କୁ ତାଙ୍କ ପରିଶ୍ରମର ଫଳ ମିଳିବାର ଯୋଗ ସୃଷ୍ଟି ହେଉଛି। ବର୍ଷର ପ୍ରାରମ୍ଭିକ ମାସରେ କ୍ୟାରିୟରରେ ସଫଳତା ମିଳିପାରେ। ଗୋଟିଏରୁ ବଳି ଆରେକ ଅବସର ମିଳିପାରେ। ପ୍ରମୋଶନ ସହ ରୋଜଗାର ବଢ଼ିବାର ରାସ୍ତା ଖୋଲିପାରେ। ମେଡିକାଲ, ଓକିଲାତି, ଶିକ୍ଷା ସହ ଜଡ଼ିତ ଥିଲେ ଲାଭାନ୍ବିତ ହେବେ।

ବ୍ୟବସାୟ ବିଷୟରେ କହିଲେ ନୂଆ ବର୍ଷ ଆପଣଙ୍କ ପାଇଁ ଲକି ରହିବ। ହେଲେ ଅଜଥା କଥାରେ କ୍ରୋଧ କରନ୍ତୁ ନାହିଁ। ପାର୍ଟନରଶିପ୍‌ରେ ବ୍ୟବସାୟ କରୁଥିଲେ ରାଗକୁ କଣ୍ଟ୍ରୋଲରେ ରଖନ୍ତୁ। ରାଗିବା ଯୋଗୁ ଧନ ହାନି ହୋଇପାରେ। ଏଣୁ କୌଣସି ପ୍ରକାର ନିର୍ଣ୍ଣୟ ନେଉଥିଲେ ମୁଣ୍ଡ ଥଣ୍ଡା ରଖନ୍ତୁ।

ସ୍ବାସ୍ଥ୍ୟ ବିଷୟରେ କହିଲେ ନୂଆ ବର୍ଷ ମିଶ୍ରିତ ପରିଣାମ ଆଣିବ। ବର୍ଷ ଆରମ୍ଭରେ ସ୍ବାସ୍ଥ୍ୟ ଠିକ୍‌ ରହିବ। ହେଲେ ଜୀବନଚର୍ଯ୍ୟା ଉପରେ ଧ୍ୟାନ ରଖନ୍ତୁ। ଏଥିସହ କୌଣସି କଥାକୁ ନେଇ ମାନସିକ ଚସିନ୍ତା ହୋଇପାରେ। ଏମିତିରେ ଛୋଟ ରୋଗର ଶିକାର ହୋଇପାରନ୍ତି। ଏଣୁ ଯୋଗ, ଧ୍ୟାନ ଆଦି କରିବା ଆରମ୍ଭ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri