Posted inଜାତୀୟ

ବୁଲଡୋଜର ଉପରେ ଚଢିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଗାନ୍ଧୀନଗର,୨୧।୪: ଦେଶରେ ବୁଲଡୋଜରକୁ ନେଇ ଜୋରଦାର ଚର୍ଚ୍ଚା ଜାରି ରହିଛି। ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଗୁରୁବାର ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ପଞ୍ଚମହଲରେ ଜେସିବି ଫ୍ୟାକ୍ଟ୍ରୀ ପରିଦର୍ଶନ କରିଥିଲେ। ତେବେ ଫ୍ୟାକ୍ଟ୍ରୀ ପରିଦର୍ଶନ ବେଳେ ପ୍ରଧାନମନ୍ତ୍ରୀ ଜନସନ ଏକ ବୁଲଡୋଜର ଉପରେ ଚଢିଥିଲେ। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହା ପୂର୍ବରୁ ଜନସନ ସାବରମତୀ ଆଶ୍ରମରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାନ୍‌-ଆଧାର ଲିଙ୍କ୍‌ ଅବଧି ସେପ୍ଟେମ୍ବର ଯାଏ ବୃଦ୍ଧି

ନୂଆଦିଲ୍ଲୀ,୨୬।୬: କେନ୍ଦ୍ର ସରକାର ପାନ୍‌ ସହ ଆଧାର ଲିଙ୍କ୍‌ କରାଇବା ସମୟକୁ ୩ ମାସ ବଢ଼ାଇଛନ୍ତି। ଫଳରେ ଲୋକମାନେ ଚଳିତ ବର୍ଷ ସେପ୍ଟେମ୍ବର ଶେଷ ଯାଏ...

ହାଥରସ୍‌ ପୀଡ଼ିତାଙ୍କୁ ହତ୍ୟା କରିଛନ୍ତି ତାଙ୍କ ଭାଇ !

ଲକ୍ଷ୍ନୌ, ୭।୧୦: ଉତ୍ତରପ୍ରଦେଶର ହାଥରସ୍‌ ମାମଲାରେ ପ୍ରତି ଦିନ ନୂଆନୂଆ ଖବର ଆସିବାରେ ଲାଗିଛି। ଏବେ ଅଭିଯୁକ୍ତଙ୍କ ଆଇନଜୀବୀ ଏ.ପି.ସିଂଙ୍କ ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ...

ମାନବାଧିକାର ଆଇନ ପ୍ରତି ସଶସ୍ତ୍ର ବଳର ସମ୍ମାନ ଅଛି: ସେନାମୁଖ୍ୟ

ନୂଆଦିଲ୍ଲୀ,୨୮ା୧୨(ପି.ଟି.): ଭାରତୀୟ ସଶସ୍ତ୍ର ବଳ ଅତ୍ୟନ୍ତ ଶୃଙ୍ଖଳିତ ଓ ମାନବାଧିକାର ଆଇନ ପ୍ରତି ଏହାର ଯଥେଷ୍ଟ ସମ୍ମାନ ରହିଥିବା ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ବତ ଶୁକ୍ରବାର...

ଲଗେଜ ଖୋଜିବା ପାଇଁ ଇଣ୍ଡିଗୋ ଓ୍ବେବସାଇଟ୍‌କୁ ହ୍ୟାକ କଲେ ଯାତ୍ରୀ

ମୁମ୍ବାଇ,୩୧।୩: ଜଣେ ଇଣ୍ଡିଗୋ ଯାତ୍ରୀ ହଜି ଯାଇଥିବା ଲଗେଜ ଖୋଜିବା ପାଇଁ ଏୟାରଲାଇନ ସିଷ୍ଟମକୁ ହ୍ୟାକ କରି ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଟୁଇଟର ପ୍ରୋଫାଇଲ...

ବିହାର ମଦ ମୃତ୍ୟୁ ଘଟଣାକୁ ନେଇ ତେଜିଲା ରାଜନୀତି

ପାଟନ,୫ ।୧୧: ବିହାରରେ କେବଳ କାଗଜ ପତ୍ରରେ ମଦ ବିକ୍ରିକୁ ବିରୋଧ କରାଯାଇଛି । ହେଲେ ଏହି ମଦ ଏବେ ପୁଣିଥରେ ମୃତ୍ୟୁର କାରଣ ପାଲଟିଛି...

ରାଜ୍ୟ ସଭାର ୫୫ ଆସନ ପାଇଁ ୨୬ ମାର୍ଚ୍ଚରେ ହେବ ନିର୍ବାଚନ

ନୂଆଦିଲ୍ଲୀ,୨୫।୨: ରାଜ୍ୟ ସଭାର ୫୫ ଆସନ ପାଇଁ ଆସନ୍ତା ମାର୍ଚ୍ଚ ୨୬ରେ ନିର୍ବାଚନ ହେବ ବୋଲି ଜଣାପଡିଛି। ମଙ୍ଗଳବାର ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ଘୋଷଣା...

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ ଫର୍ମୂଲା: ୧,୧୫୨ ଅସନ୍ତୁଷ୍ଟ ଛାତ୍ରୀଛାତ୍ର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ…

ନୂଆଦିଲ୍ଲୀ,୧୯।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ତେବେ ଏହାର ଭାଲ୍ୟୁଏଶନ କିପରି କରାଯିବ ସେ ନେଇ ବିବାଦ ଦେଖାଦେଇଥିଲା।...

ମୁଁ ବନ୍ଦ କୋଠରୀରେ ରାଜନୀତି କରେ ନାହିଁ: ଶାହା

ମୁମ୍ବାଇ,୮ ।୨: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ମହାରାଷ୍ଟ୍ରର ମହା ବିକାଶ ଅଘାଡି ସରକାରକୁ ତିନି ଚକିଆ ଅଟୋରିକ୍ସା ବୋଲି କହିଛନ୍ତି । ଏହାସହ ସବୁକ୍ଷେତ୍ରରେ...

Advertisement
Archives

Model This Week