ଫୁଲଟାରେ ବୋମାମାଡ଼ ଘଟଣା, ନିମଖଣ୍ଡି ଥାନା ଘେରାଉ

ବ୍ରହ୍ମପୁର ଅଫିସ,୧୮ା୩ : ଗତ ୧୫ତାରିଖ ବିଳମ୍ବିତ ରାତିରେ ଦଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଗାଁରେ ବୋମାମାଡ଼ ହୋଇଥିଲା। ଏନେଇ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲ। ପୋଲିସ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହେଲେ ଏବେ ବି ଅନେକ ଅପରାଧୀ ଗ୍ରାମରେ ବୁଲୁଛନ୍ତି। ସେମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଶତାଧିକ ମହିଳା ଓ ପୁରୁଷ ଶୁକ୍ରବାର ନିମଖଣ୍ଡି ଥାନା ଘେରାଉ କରିଛନ୍ତି। ପୋଲିସ ଗୋଟିଏ ଗୋଷ୍ଠୀର କେତେକ ଅପରାଧୀଙ୍କୁ ଗିରଫ କରିଛି। ଅନ୍ୟ ଗୋଷ୍ଠୀର ଅପରାଧୀଙ୍କୁ ଗିରଫ ପାଇଁ ସେମାନେ ଥାନାରେ ଅଭିଯୋଗ କରିଛନ୍ତି। ଅପରାଧୀଙ୍କୁ ଗିରଫ କରାଯିବା ସହ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ସେମାନେ ନିବେଦନ କରିଛନ୍ତି। ଘଟଣାର ତଦନ୍ତ ପରେ ମାମଲା ରୁଜୁ ହେବ ଏବଂ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ନୂଆ ୧୫୭ କରୋନା ପଜିଟିଭ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୩୭୨୩ରେ ପହଞ୍ଚିଲା

ଭୁବନେଶ୍ୱର, ୨୦।୧(ବ୍ୟୁରୋ): ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ବୁଧବାର ଦିନ ରାଜ୍ୟରୁ ୧୫୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ...

ଛାତ୍ରବାସରେ ୨ଛାତ୍ର କରୋନା ପଜିଟିଭ୍‌

ଖୁଣ୍ଟା,୧୨।୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ଅଞ୍ଚଳର ଏକ ହାଇସ୍କୁଲରେ ଅଧ୍ୟୟନରତ ୨ଛାତ୍ର କୋରନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଉକ୍ତ ହାଇସ୍କୁଲ ପରିସର ଛାତ୍ରାବାସରେ ରହି ୮ମ...

ମାଲଗୋଦାମରେ ଜିଲା ଯୋଗାଣ ବିଭାଗର ଚଢ଼ାଉ: ପିଆଜ ୭୦, ଆଳୁ ୨୦ଟଙ୍କାରେ ବିକ୍ରି ପାଇଁ ତାଗିଦ

କଟକ ଅଫିସ,୨୮ା୧୨: କଟକ ଜିଲା ଯୋଗାଣ ବିଭାଗ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ କଟକ ମାଲଗୋଦାମ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଜିଲା ଯୋଗାଣ ବିଭାଗ ଅଧିକାରୀ ଅମର...

ଉପକୂଳ ରାଜପଥ ନିର୍ମାଣରେ କେନ୍ଦ୍ର ବାଧକ

ବ୍ରହ୍ମପୁର ଅଫିସ,୧୪ା୧: ଗଞ୍ଜାମ ଜିଲାର ଗୋପାଳପୁର ଓ ପୁରୀ ଜିଲା ବ୍ରହ୍ମଗିରି ମଧ୍ୟରେ ପ୍ରସ୍ତାବିତ ଉପକୂଳ ରାଜପଥ ନିର୍ମାଣରେ ବାଧକ ସାଜିଛି କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ।...

ଲୁଣାଘେରି ବନ୍ଧ ଭାଙ୍ଗି ୩୦ ଫୁଟର ଘାଇ

ମହାକାଳପଡ଼ା,୨୬।୭ (ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ ଉପକୂଳ ଅଞ୍ଚଳ ନାଞ୍ଜୁରା ପଞ୍ଚାୟତର ସ୍ଥାନୀୟ ସାନ୍ତାଳୀପଡ଼ା ପଣିଖିଆ ଗାଁରେ ଶନିବାର ଲୁଣା ଘେରି ବନ୍ଧ ଭାଙ୍ଗିଯାଇଛି।...

ଆବେଦନକୁ ବର୍ଷେ ବିତିଲା, ଚାଷୀଙ୍କୁ ମିଳୁନି କ୍ଷତିପୂରଣ

କୁଜଙ୍ଗ,୨ା୧(ଡି.ଏନ୍‌.ଏ.): କୁଜଙ୍ଗ ବ୍ଲକରେ ରାଜସ୍ବ ଓ କୃଷି ବିଭାଗ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ବହୁ ଚାଷୀ କ୍ଷୟକ୍ଷତି ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ୨୦୨୧ରେ ବାତ୍ୟା...

ବାଲି ପରିବହନକାରୀ-ଗ୍ରାମବାସୀଙ୍କ ସଂଘର୍ଷ

ଜଳେଶ୍ୱର,୧୬।୭(ଡି.ଏନ.ଏ.)- ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଶିଖରପୁର ପଞ୍ଚାୟତ ଅନ୍ତର୍ଗତ କଲୋନୀସାହି ନିକଟସ୍ଥ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଅହୋରାତ୍ର ଶତାଧିକ ଟ୍ରାକ୍ଟର ଓ ଡମ୍ପର ଯୋଗେ...

ଚାକିରି ନିୟମିତ ଦାବି କଲେ ଠିକା ସ୍ବାସ୍ଥ୍ୟ କର୍ମଚାରୀ

ପାରଳାଖେମୁଣ୍ଡି,୧୨ା୧୧(ଡି.ଏନ୍‌.ଏ): ସ୍ବାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ ଗଜପତି ଜିଲା ଶାଖା ପକ୍ଷରୁ ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଜାତୀୟ ସ୍ବାସ୍ଥ୍ୟ ମିଶନ...

Advertisement
Archives

Model This Week