Viral Video: ଅରିଜିତ ସିଂଙ୍କ ଚାଲିଥିଲା Live Concert; ହଠାତ୍‌ ମଝିରେ ଆସିଲା ବାପାଙ୍କ ଭିଡିଓ କଲ୍‌,ପରେ ଯାହାହେଲା…

ବଲିଉଡ୍‌ର ପପୁଲାର ସିଙ୍ଗର ଅରିଜିତ ସିଂଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଲାଇଭ କନସର୍ଟ ମଝିରେ ତାଙ୍କ ବାପାଙ୍କ ଭିଡିଓ କଲ୍‌ ଆସୁଛି, ଏହା ପରେ ସେ ଯାହା କରୁଛନ୍ତି ତାକୁ ଦେଖିବା ପରେ ପ୍ରଶଂସକମାନେ ତାଙ୍କ ପ୍ରଶଂସା ନକରି ରହିପାରୁ ନାହାନ୍ତି।

ସାଧାରଣତଃ ଯେତେବେଳେ ଗାୟକମାନଙ୍କ କନସର୍ଟ ମଝିରେ ଫୋନ ଆସେ ସେମାନେ ହୁଏତ କଲ୍‌ଟିକୁ କାଟିଦିଅନ୍ତି ନଚେତ୍‌ କିଛି ସମୟ ପାଇଁ କନସଟରୁ ବ୍ରେକ୍‌ ନିଅନ୍ତି। ମାତ୍ର ଅରିଜିତ ସେପରି କିଛି କରି ନ ଥିଲେ।

ବଲିଉଡ୍‌ର ଲୋକପ୍ରିୟ ସିଙ୍ଗରଙ୍କ ଗୀତରେ ଦର୍ଶକ ଝୁମୁଥିବା ବେଳେ ସେପଟେ ବାପାଙ୍କ ଭିଡିଓ କଲ୍‌, ସେପଟେ ଦର୍ଶକ ଏପଟେ ବାପା, ସେ କାହାକୁ ପ୍ରାଧାନ୍ୟ ଦେବେ ତାହା ମଧ୍ୟ ଦର୍ଶକ ଭାବୁଥିଲେ । ମାତ୍ର ଅରିଜିତ କାହାକୁ ମଧ୍ୟ ନିରାଶ ନ କରି ପ୍ରଂଶସା ସାଉଣ୍ଟିଥିଲେ।

ଚଣ୍ଡିଗଡ଼ରେ ଚାଲିଥିବା ଲାଇଭ କନସର୍ଟରେ ଯେତେବେଳେ ବାପାଙ୍କ ଭିଡିଓ କଲ୍‌ ଆସିଲା ସେ କଲ୍‌ ରିସିଭ କରି ଗୀତ ଗାଇବା ଜାରି ରଖିଲେ। ସେ ଫୋନ ସ୍କ୍ରିନକୁ ପ୍ରଶଂସକମାନଙ୍କ ଆଡ଼କୁ ବୁଲାଇଲେ ଯାହାଫଳରେ ବାପା କନସର୍ଟର ଦର୍ଶକଙ୍କୁ ଦେଖିପାରିବେ।

ଏହା ପରେ ସେ କନସର୍ଟରେ ମଧ୍ୟ କହିଥିଲେ ଯେ ଏହା ମୋ ବାପାଙ୍କ କଲ ଥିଲା। ଏବେ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶରେ ସୁନା ଦରରେ ବିକ୍ରି ହେଉଛି କଣ୍ଡୋମ, କିଣିବାକୁ ହେଲେ ସରିଯାଉଛି ଅଧା ଦରମା

ସାରା ବିଶ୍ୱରେ କଣ୍ଡୋମ ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହା କେବଳ ଅସୁରକ୍ଷିତ ଯୌନ ସମ୍ପର୍କରୁ ରକ୍ଷା କରେ ତାହା ନୁହେଁ ବରଂ ଅନାବଶ୍ୟକ...

Youtubeରୁ ପ୍ରତି ମାସକୁ କେତେ ରୋଜଗାର କରନ୍ତି ସୀମା ହାଇଦର: ଜାଣିଲେ ଉଡ଼ିଯିବ ହୋଶ୍‌

ନୂଆଦିଲ୍ଲୀ,୧୮।୩: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ମଙ୍ଗଳବାର ସକାଳେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖୁସି ଖବର ଗ୍ରେଟର ନୋଏଡାର କ୍ରିଷ୍ଣା...

Phone Expiry Date: ଫୋନ୍‌ର ଥାଏ କି ଏକ୍ସପାରୀ ଡେଟ୍‌: ଜାଣନ୍ତୁ ରୋଚକ ତଥ୍ୟ

ରନ୍ଧନ ତେଲ ହେଉ କିମ୍ବା ଔଷଧ। ଅଧିକାଂଶ ଜିନିଷରେ ଏକ୍ସପାରୀ ଡେଟ୍‌ ଲେଖାଥାଏ। କିନ୍ତୁ କ’ଣ ଜାଣନ୍ତି କି ଆପଣ ବର୍ଷ ବର୍ଷ ଧରି ବ୍ୟବହାର...

ଐଶ୍ୱର୍ଯ୍ୟାଙ୍କୁ ବିବାହ କରିବା ପୂର୍ବରୁ ନିଜଠାରୁ ୪ ବର୍ଷ ବଡ଼ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିଲେ ଅଭିଷେକ! ବଡ଼ ଖୁଲାସା

ମୁମ୍ବାଇ: ବଲିଉଡ ଅଭିନେତାଙ୍କ ନାମ ପ୍ରାୟତଃ କୌଣସି ନା କୌଣସି ଅଭିନେତ୍ରୀଙ୍କ ସହ ଯୋଡା ଯାଇଥାଏ। ଅଭିଷେକ ବଚ୍ଚନଙ୍କ ନାମ ଅନେକ ସୁନ୍ଦରୀଙ୍କ ସହ ମଧ୍ୟ...

କେଉଁ ଦେଶରେ ଅଛି ଅଧିକ ସୁନା: ଲିଷ୍ଟ୍‌ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସୁନା କେବଳ ଅଳଙ୍କାର ଏବଂ ଆଭୂଷଣ ପାଇଁ ନୁହେଁ ବରଂ ଏକ ଦୃଢ଼ ଅର୍ଥନୀତି ପାଇଁ ମଧ୍ୟ ଜଣାଶୁଣା। ଯାହାର ସୁନା ଭଣ୍ଡାର ଅଧିକ ଥାଏ,...

ନିଜକୁ ଭଲ କରିବା ପାଇଁ ଔଷଧ ଦୋକାନକୁ ପଶିଗଲା ଆହତ ମାଙ୍କଡ଼, ଆଉ ତା’ ପରେ…

ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେଉଛି। ଏଥିରେ ଏକ ଆହତ ମାଙ୍କଡ଼ କିପରି ନିଜର ଚିକିତ୍ସା ପାଇଁ ଔଷଧ ଦୋକାନକୁ ପଶି ଆସି...

ପୁଣି ବଡ଼ ପରଦାରେ ନଜର ଆସିବେ ବରୁଣ-ଜାହ୍ନବୀ

ମୁମ୍ବାଇ: ବଡ଼ ପରଦାରେ ପୁଣିଥରେ ଅଭିନେତା ବରୁଣ ଧାଓ୍ବନ ଓ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ କେମେଷ୍ଟ୍ରିକୁ ଦେଖିବା ପାଇଁ ଉଭୟଙ୍କ ପ୍ରଶଂସକ ଉତ୍ସାହର ସହ ଅପେକ୍ଷା...

ରକ୍ତଦାନ କ’ଣ ମଧୁମେହ ବିପଦ ହ୍ରାସ କରିପାରିବ, ହାର୍ଟ ପାଇଁ ଲାଭଦାୟକ ହୋଇପାରେ ? ନୂତନ ଅଧ୍ୟୟନରୁ ହେଲା ଖୁଲାସା

ଆମ ମଧ୍ୟରୁ ଅଧିକାଂଶ ଜାଣନ୍ତି ଯେ ରକ୍ତଦାନ ଜୀବନ ରକ୍ଷା କରିପାରେ, ଦୁର୍ଘଟଣା ପୀଡିତ, ଶଲ୍ୟଚିକିତ୍ସା ରୋଗୀ ଏବଂ ଦୀର୍ଘକାଳୀନ ରୋଗ ସହିତ ଲଢ଼ୁଥିବା ଲୋକଙ୍କୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri