ଏହି ଲୋକପ୍ରିୟ ଅଭିନେତାଙ୍କୁ ବାଡେଇଲେ ପୋଲିସ କର୍ମଚାରୀ!

ବଲିଉଡ୍‌ର ସୁପରହିଟ୍‌ ଫିଲ୍ମ ‘ଆଶିକୀ’ର ଅଭିନେତା ରାହୁଲ ରୟଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ନିଜେ ରାହୁଲ ଏହାକୁ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। ଫଟୋରେ ରାହୁଲଙ୍କୁ ୨ ପୋଲିସ କର୍ମଚାରୀ ବାଡାଉଥିବାର ଦେଖିବାକୁ ମିଳୁଛି। ମାତ୍ର ଫଟୋର ବାସ୍ତବତା ଆଉ କିଛି। ପ୍ରକୃତ କଥାହେଲା, ରାହୁଲ ‘ଦି ଓ୍ବାକ’ ନାମକ ଏକ ସିନେମାରେ ଅଭିନୟ କରୁଛନ୍ତି। ଏହା ହେଉଛି ଉକ୍ତ ଫିଲ୍ମର ଏକ ଦୃଶ୍ୟ। ‘ଦି ଓ୍ବାକ’ର କାହାଣୀ ୨ ପ୍ରବାସୀ ଶ୍ରମିକଙ୍କ ଉପରେ ଆଧାରିତ। ଏହି ଫଟୋକୁ ଶେୟାର କରି ରାହୁଲ ଲେଖିଛନ୍ତି, ଦି ଓ୍ବାକ୍‌….ନିର୍ଦ୍ଦେଶକ ନିତିନ ଗୁପ୍ତା, ନିଓଲ ଫିଲ୍ମସ୍‌…ଟିମ୍‌ ଏଫର୍ଟସ ପାଇଁ ମୁଁ ଗର୍ବିତ।


Enter your email to get our daily news in your inbox.

All Right Reserved By Dharitri.Com

ତାପସୀଙ୍କ ଅଦ୍ଭୁତ ସ୍ୱପ୍ନ

ମୁମ୍ବାଇ: ବଲିଉଡର ଆଗ ଧାଡିର ନାୟିକା ତାପସୀ ପନ୍ନୁ ସୁରମା ସାଂଡ କି ଆଖ, ରଶ୍ମୀ ରକେଟ ଭଳି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ...

ବିବାହ ବନ୍ଧନରେ ଐଶ୍ୱର୍ଯ୍ୟା

ବମ୍ବେ: ବିବାହ ବନ୍ଧନରେ ଛନ୍ଦି ହୋଇଛନ୍ତି ଐଶ୍ୱର୍ଯ୍ୟା ରାୟଙ୍କ ଅବିକଳ କୁହାଯାଉଥିବା ମାନସୀ ନାଇକ। ବକ୍ସର ପ୍ରଦୀପ ଖରେରାଙ୍କ ହାତ ଧରିଛନ୍ତି ଏହି ମରାଠି ଅଭିନେତ୍ରୀ।...

ପରଲୋକରେ ହ୍ରିତିକ୍‌ଙ୍କ ଆଈ

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଆଈ ପଦ୍ମା ରାଣୀ ଓମପ୍ରକାଶଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ସେ...

୨୦୦ କୋଟି ଠକେଇ ମାମଲାରେ ନିଜ ବୟାନ ଦାଖଲ କଲେ ନୋରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୋରା ଫତେହି ୨୦୦ କୋଟି ଠକେଇ ମାମଲାରେ କୋର୍ଟରେ ନିଜର ବୟାନ ଦେଇଛନ୍ତି । ନୋରା ନିଜେ ଦିଲ୍ଲୀ ପୋଲିସର ଆର୍ଥିକ...

କ୍ୟାଟ୍ରିନାଙ୍କ ପୋଷ୍ଟରେ ଅର୍ଜୁନଙ୍କ ମଜାଦାର କମେଣ୍ଟ

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ସୋସିଆଲ ମିଡିଆରେ ବେଶୀ ଆକ୍ଟିଭ୍‌ ରୁହନ୍ତିନି। କେତେବେଳେ କେମିତି ଫ୍ୟାନମାନଙ୍କ ପାଇଁ କିଛି ଫଟୋ ଶେୟାର କରନ୍ତି। ଏବେ କିଛି...

କରିସ୍ମା କପୁରଙ୍କ ପ୍ରେମରେ ପାଗଳ ଥିଲେ ଏହି ଲୋକପ୍ରିୟ ଅଭିନେତା

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଏବଂ ଅଭିନେତ୍ରୀ କରିସ୍ମା କପୁରଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ଗୋଟିଏ ସମୟରେ ଚର୍ଚ୍ଚା ଜୋର୍‌ ଧରିଥିଲା। ଏହି ୨...

ଅଭିନୟ ପାଇଁ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଥିଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଫିଲ୍ମରେ ଅନ୍ତରଙ୍ଗ ମୁହୂର୍ତ୍ତ ଏବଂ ଚୁମ୍ବନ ଦୃଶ୍ୟ କରି ବେଶ୍‌ ହଇଚଇ ସୃଷ୍ଟି କରିଥିବା ଅଭିନେତ୍ରୀ ହେଲେ ମଲ୍ଲିକା ଶେରାଓ୍ବତ୍‌। ୨୦୦୩ରେ ଫିଲ୍ମ ‘ଖ୍ବାହିଶ’ରୁ...

ବିବାହ ପରେ ନାମ ବଦଳାଇଲେ କାଜଲ; ଅଗ୍ରଓ୍ବାଲ ପରିବର୍ତ୍ତେ ରଖିଲେ କିଚଲୁ

ବମ୍ବେ: ଜୀବନରେ ଅନେକ କିଛି ପରିବର୍ତ୍ତନ କରିଦିଏ ବିବାହ। ସେଭଳି ଗୋଟିଏ ହେଉଛି ନାମ ପରିବର୍ତ୍ତନ। ମହିଳାଟିଏ ବିବାହ ପରେ ନିଜ ସରନେମ୍‌ ବଦଳାଇଥାଏ। ଯଦିଓ...

Advertisement
Archives

Model This Week