Advertisement

ରେଳଧାରଣାରୁ ମୃତଦେହ ଉଦ୍ଧାର, ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା ସନ୍ଦେହ

ବ୍ରହ୍ମପୁର ଅଫିସ,୨୮।୧୦: ରେଲଓ୍ବେ ପୋଲିସ ଶୁକ୍ରବାର ଲାଞ୍ଜିପଲ୍ଲୀ ନିକଟ ରେଳଧାରଣାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ତାଙ୍କ ବୟସ ୫୦ରୁ ୫୫ବର୍ଷ ହେବ ବୋଲି ପୋଲିସ ଅନୁମାନ କରୁଛି। ପୋଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା(ନଂ.୯୦/୨୨) ରୁଜୁ କରି ତଦନ୍ତ ଚଳାଇଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ଶବ ସଂରକ୍ଷଣ ଗୃହରେ ରଖିଛି। ପ୍ରାଥମିକ ଅନୁସନ୍ଧାନରୁ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ କୌଣସି ଏକ ମାନସିକ ଅଶାନ୍ତିରୁ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ ପ୍ରକାଶ କରୁଛି। ସୂଚନା ଅନୁଯାୟୀ, ଲାଞ୍ଜିପଲି ଲେଭଲ କ୍ରସିଂ ନିକଟ ରେଳଧାରଣାରେ ଜଣେ ବ୍ୟକ୍ତି ଟ୍ରେନ ଆଗକୁ ଆସି ଆତ୍ମହତ୍ୟା କରିଥିବା ନେଇ ଲୋକଙ୍କଠାରୁ ପୋଲିସ ଖବର ପାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ରେଳଧାରଣାରୁ ମୃତଦେହ ଜବତ କରିଥିବା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବନ୍ଦ ହେଲା ହୀରାକୁଦର ୪ ଗେଟ୍‌

ସମ୍ବଲପୁର, ୧୮।୮(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରରେ ଖୋଲାଯାଇଥିବା ୪୦ଟି ଗେଟ୍‌ ମଧ୍ୟରୁ ଗୁରୁବାର ୮ଟି ଗେଟ୍‌ ବନ୍ଦ ହୋଇଥିବା ବେଳେ ପୁଣି ଆଉ ୪ଟି ଗେଟ୍‌କୁ ବନ୍ଦ...

ପରଲୋକରେ ଅଭିନେତ୍ରୀ ଝରଣା ଦାସ

କଟକ ଅଫିସ,୨ା୧୨: ବର୍ଷୀୟାନ ଅଭିନେତ୍ରୀ ଝରଣା ଦାସଙ୍କ ଗୁରୁବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। କିଛିଦିନ ଧରି ସେ...

ବିଜେଡି ହାତରୁ ଖସିଲା ୩ ଏନ୍‌ଏସି

ଛତ୍ରପୁର,୨୯ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ୩ ଏନ୍‌ଏସି ଛତ୍ରପୁର, ଗଞ୍ଜାମ ଓ ରମ୍ଭାରେ ବିଜେଡିର ପରାଜୟ ହୋଇଛି। ଏହି ୩ ଏନ୍‌ଏସି...

ତିର୍ତ୍ତୋଲ ଉପନିର୍ବାଚନ: ପ୍ରାର୍ଥୀ ଚୟନକୁ ନେଇ ଟଣାଓଟରା

ଜଗତ୍‌ସିଂହପୁର ଅଫିସ୍‌, ୨୧।୯: ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ନେଇ ରାଜନୈତିକ ପରିବେଶ ଚଳଚଞ୍ଚଳ ହୋଇପଡିଛି। ବିଶେଷକରି ବିଜେଡି, ଭାଜପା ଓ କଂଗ୍ରେସରୁ କିଏ ପ୍ରାର୍ଥୀ ହେବେ...

ବିଦ୍ୟୁତ୍‌ ଆଘାତରେ ଦନ୍ତାହାତୀର ଜୀବନ ଗଲା

ଭଞ୍ଜନଗର,୭ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଲାଠିପଡ଼ା ବିଟ୍‌ ଢଉପଲ୍ଲୀ କାଜୁ ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଛି।...

ପୋଲିସ-ଗ୍ରାମବାସୀ ମୁହାଁମୁହିଁ

କୁଜଙ୍ଗ,୨୧।୧୨(ଡି.ଏନ୍‌.ଏ.): ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପକୁ ବିରୋଧ କରୁଥିବା ଜଗତ୍‌ସିଂହପୁର ଜିଲା ଏରସମା ତହସିଲ ଅନ୍ତର୍ଗତ ଢିଙ୍କିଆ ଗ୍ରାମରେ ସୋମବାର ସୀମା ନିର୍ଦ୍ଧାରଣକୁ କେନ୍ଦ୍ର କରି ପୋଲିସ...

ଖୋଲିଲା ରେଙ୍ଗାଳି ଡ୍ୟାମର୍‌ ୯ ନମ୍ବର ଗେଟ୍‌

କଣିହାଁ,୨୬।୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକସ୍ଥିତ ବ୍ରାହ୍ମଣୀନଦୀର ରେଙ୍ଗାଳି ଡ୍ୟାମ୍‌ର ଗୋଟିଏ ଗେଟ୍‌ ଶନିବାର ଖୋଲାଯାଇଛି। ଜଳସ୍ତର ବୃଦ୍ଧି ଯୋଗୁ ପୂର୍ବାହ୍ନ ୯ଟା ୩୦ ମିନିଟ୍‌ରେ...

ପ୍ରଲୋଭନ ଦେଖାଇ ୨ ଲକ୍ଷ ଲୁଟ୍‌ ମାମଲାର ପର୍ଦ୍ଦାଫାଶ

ଜଗତ୍‌ସିଂହପୁର ଅଫିସ, ୧୮ା୪: ୭୦ ହଜାର ଟଙ୍କା ଦେଲେ, ୧ ଲକ୍ଷ ଟଙ୍କା ମିଳିବ। ଏଭଳି ପ୍ରଲୋଭନ ଦେଖାଇ ଜଗତ୍‌ସିଂହପୁର ଜିଲାର ଜଣେ ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ...

Advertisement
Archives

Model This Week