ଶ୍ରୀଲଙ୍କାରେ ପୁଣି ବିସ୍ଫୋରଣ

କଲମ୍ବୋ,୨୫।୪: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋଠାରୁ ୪୦ କିଲୋମିଟର ଦୂର ପୁଗୋଡା ସହରର ମାଜିଷ୍ଟ୍ରେଟ ଅଦାଲତଙ୍କ ପଛପଟେ ଥିବା ଖାଲି ସ୍ଥାନରେ ଗୁରୁବାର ଏକ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକେ ଓ ପୋଲିସ ପକ୍ଷରୁ ଏହି ବିସ୍ଫୋରଣ ସମ୍ପର୍କରେ ସୂଚନା ଦିଆଯାଇଛି। ବିସ୍ଫୋରଣ ସର୍ମ୍ପରେ ଅଧିକ ତଥ୍ୟ ମିଳି ନ ଥିବା ବେଳେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଗତ ରବିବାର ଇଷ୍ଟର ପାଳନ ସମୟରେ ଶ୍ରୀଲଙ୍କାର ବିଭିନ୍ନ ଚର୍ଚ୍ଚ ଓ ହୋଟେଲରେ ହୋଇଥିବା ସିରିଏଲ ବିସ୍ଫୋରଣରେ ଏବେ ସୁଦ୍ଧା ୩ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ଆହୁରି ଶତାଧିକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ପରେ ଟ୍ରମ୍ପଙ୍କ ଟାର୍ଗେଟ୍‌ରେ ଏହି ଦେଶ: ପଠାଇଲେ ଯୁଦ୍ଧଜାହଜ

ଓ୍ବାଶିଂଟନ୍‌,୨୧।୫: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟୁବା ଆଡକୁ ଧ୍ୟାନ ଦେଇଛନ୍ତି। ଟ୍ରମ୍ପ କ୍ୟୁବା ସମ୍ପର୍କରେ କଠୋର ଆଭିମୁଖ୍ୟ ଗ୍ରହଣ…

ଆମେରିକାକୁ ବଡ଼ ଝଟ୍‌କା: ଇରାନ ସହ ଯୁଦ୍ଧରେ ହରାଇଲା…

ଓ୍ବାଶିଂଟନ୍‌,୨୧।୫:ଇରାନ ବିରୋଧରେ ଫେବୃଆରୀ ୨୮ରେ ଆମେରିକା ଆରମ୍ଭ କରିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଏପିକ୍‌ ଫ୍ୟୁରିରେ ଓ୍ବାଶିଂଟନ ଲଢ଼ୁଆ ଜେଟ୍‌ ଓ ଡ୍ରୋନ୍‌ ସମେତ ୪୨ଟି ବିମାନ ହରାଇଥିବା…

ମୋଦି-ମେଲୋନି ସାଜିଲେ ‘ମେଲୋଡି’ର ବ୍ରାଣ୍ଡ ଆମ୍ବାସେଡର! ଟଫି ବାହାନାରେ ରକେଟ ବେଗରେ ବଢ଼ିଲା ଏହି କମ୍ପାନୀର ଶେୟାର

ନୂଆଦିଲ୍ଲୀ,୨୦।୫: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତ ସମୟରେ ସେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ଭେଟିଥିଲେ। ଆଶ୍ଚର୍ଯ୍ୟଜନକ ଭାବରେ, ପ୍ରଧାନମନ୍ତ୍ରୀ…

ବାୟୁସେନାର ଟ୍ରେନିଂ ବିମାନ କ୍ରାଶ, ୨ ପାଇଲଟ୍…

ଇସଲାମବାଦ,୨୦ା୫: ମିଆଁୱାଲି ନିକଟରେ ପାକିସ୍ତାନ ବାୟୁସେନାର ଏକ ବିମାନ କ୍ରାଶ ହୋଇଛି । ଜିସେହଙ୍ଗଡୁ K-8 ଟ୍ରେନିଂ ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ରହିଛି । ଦୁର୍ଘଟଣା…

ଥରକେ ୮ କର୍ମଚାରୀଙ୍କୁ ଛଟେଇ କଲା ମେଟା! ଶୋଇଥିବା ବେଳେ ପଠାଇଲା ମେଲ୍, ଛାନିଆ କର୍ମଚାରୀ

ନୂଆଦିଲ୍ଲୀ,୨୦ା୫: ଆଜିର ସମୟରେ, ମଣିଷକୁ ସାହାଯ୍ୟ କରିବା ପାଇଁ ଯେଉଁ ପ୍ରଯୁକ୍ତିବିଦ୍ୟା ତିଆରି କରାଯାଇଥିଲା ତାହା ଏବେ ଅନେକଙ୍କ ଚାକିରି ପାଇଁ ବିପଦ ପାଲଟିଛି । ଆମାଜନ,…

Melodi Moment: ମେଲୋନିଙ୍କୁ ଏମିତି ଏକ ଉପହାର ଦେଲେ ମୋଦି, ଭିଡିଓ ଭାଇରାଲ ପରେ…

ନୂଆଦିଲ୍ଲୀ,୨୦ା୫: ଇଟାଲୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ଏକ ମେଲୋଡି ଚକୋଲେଟ୍‌ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଉପହାରର…

ଇରାନ ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି! କେବେ, କେଉଁ ଦେଶରେ ହେବ ସାକ୍ଷାତ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୫: ଇରାନ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଖୁବ ଶୀଘ୍ର ଏକ ବୈଠକ ହେବାର ସମ୍ଭାବନା ରହିଛି।…

ହୁ ହୁ ହୋଇ ବଢୁଛି ଇବୋଲା ଭୂତାଣୁ: ଡବ୍ଲ୍ୟୁଏଚ୍‌ଓ ଚିନ୍ତିତ

କିନ୍‌ଶାସା (କଙ୍ଗୋ),୨୦ା୫: ପୂର୍ବ କଙ୍ଗୋରେ ଇବୋଲା ଭୂତାଣୁର ଏକ ବିରଳ ପ୍ରଜାତି ଦ୍ରୁତ ବେଗରେ ବ୍ୟାପୁଥିବାରୁ ଏହାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ମହାନିର୍ଦ୍ଦେଶକ ଟେଡ୍ରୋସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri