Posted inଜାତୀୟ

ବିରୋଧୀ ଏକାଠି ହେଲେ ୨୦୨୪ରେ ଭାଜପା କଠିନ ସମୟର ସମ୍ମୁଖୀନ ହେବ: ଥରୁର

ନୂଆଦିଲ୍ଲୀ,୧୮ା୨(ପି.ଟି.): ୨୦୨୪ ଲୋକ ସଭା ନିର୍ବାଚନ ଉତ୍କଣ୍ଠାପୂର୍ଣ୍ଣ ହେବ ବୋଲି ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ପୂର୍ବାନୁମାନ କରିଛନ୍ତି। ଭାଜପାକୁ ପରାସ୍ତ କରିବା ଲାଗି ଯଦି ବିରୋଧୀମାନେ ଏକାଠି ହୋଇ ପ୍ରତି ଆସନରେ ପ୍ରାର୍ଥୀ ଦିଅନ୍ତି ତେବେ ଶାସକ ଦଳକୁ ଅତ୍ୟନ୍ତ କଠିନ ସମୟର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଥରୁର କହିଛନ୍ତି। ୨୦୧୯ରେ ଭାଜପା ଅନେକ ରାଜ୍ୟରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ୨୦୧୯ ନମୁନାର ଏଥର ପୁନରାବୃତ୍ତି ହେବନାହିଁ ବୋଲି ବରିଷ୍ଠ କଂଗ୍ରେସ ନେତା କହିଛନ୍ତି। କୌଣସି ବିରୋଧୀ ମେଣ୍ଟକୁ କଂଗ୍ରେସ ସମର୍ଥନ କରିବ କି ବୋଲି ପ୍ରଶ୍ନରେ ଥରୁର କହିଥିଲେ, ବାସ୍ତବରେ ଭାଜପାକୁ ଛାଡ଼ିଲେ କଂଗ୍ରେସ ଏକମାତ୍ର ଦଳ ଯାହାର ଜାତୀୟ ସ୍ତରରେ ଉପସ୍ଥିତି ରହିଛି ଏବଂ କେରଳ, ତାମିଲନାଡୁ ଭଳି କେତେକ ରାଜ୍ୟରେ ଭାଜପାଠାରୁ ଏହାର ସ୍ଥିତି ଭଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କର୍ମଚାରୀଙ୍କ ରୋଷର ଶିକାର ହେଲେ ଅଧୀକ୍ଷଣ ଯନ୍ତ୍ରୀ: ସୁନ୍ଦରଗଡ଼ କ୍ଷୁଦ୍ର ଜଳସେଚନ ବିଭାଗରେ ହୋହଲ୍ଲା, ବଦଳି ଦାବିରେ ଅଟଳ କର୍ମଚାରୀ

ସୁନ୍ଦରଗଡ,୨୩।୪(ଜୟ ନାରାୟଣ ମେଣ୍ଡୁଳି): କର୍ମଚାରୀମାନଙ୍କୁ ଦୁର୍ବ୍ୟବହାର କରିବା ଅଧିକାରୀଙ୍କୁ ପଡିଛି ମହଙ୍ଗା ।ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ସୁନ୍ଦରଗଡ ସହର ମଧ୍ୟ ଭାଗରେ ଥିବା…

ସର୍ଭେ ବେଳେ କାମୁଡ଼ିଦେଲା କୁକୁର: ଶିକ୍ଷକ ଆହତ, ଡାକ୍ତରଖାନାରେ ପହଞ୍ଚି ତଦାରଖ କଲେ ତହସିଲଦାର

ପଟ୍ଟାଙ୍ଗି,୨୩।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ ଜନଗଣନା ବା ସର୍ଭେ କାର୍ଯ୍ୟ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଅମ୍ପାବାଲି ପଞ୍ଚାୟତର କମାରପାଡୁ ଗ୍ରାମରେ…

ଅନ୍ତିମ ଦିନିକିଆରେ ନ୍ୟୁଜିଲାଣ୍ଡକୁ ହରାଇ ସିରିଜ୍‌ ଜିତିଲା ବାଂଲାଦେଶ

ଲକ୍ଷ୍ନୌ,୨୩ା୪: ନଜମୁଲ ହୋସେନ ଶାଣ୍ଟୋଙ୍କ ଶତକ ଓ ପରେ ମୁସ୍ତାଫିଜୁର ରହମାନଙ୍କ ୫ ଉଇକେଟ ସଫଳତା ବଳରେ ବାଂଲାଦେଶ ଗୁରୁବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଦିନିକିଆ…

‘ଇରାନ ଖାଲି କରନ୍ତୁ ଭାରତୀୟ’: ଟ୍ରମ୍ପଙ୍କ ଧମକ ମଧ୍ୟରେ ବିଗୁଡୁଛି ମଧ୍ୟପ୍ରାଚ୍ୟ ପରିସ୍ଥିତି , ଆଡଭାଇଜରୀ ଜାରି କଲା ଭାରତୀୟ ଦୂତାବାସ

ନୂଆଦିଲ୍ଲୀ,୨୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ପରେ, ତେହରାନରେ ଥିବା ଭାରତୀୟ ଦୂତାବାସ ଗୁରୁବାର (୨୩ ଏପ୍ରିଲ, ୨୦୨୬) ଏକ ନୂତନ…

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଜୀବନ, ୨ଗୁରୁତର

ଝରିଗାଁ,୨୩।୪(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ଥାନା ଅନ୍ତର୍ଗତ ନୂଆଁଗୁଡ଼ା ଗ୍ରାମ ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ…

ଧରିତ୍ରୀ’ ଓ ‘ଓଡ଼ିଶାପୋଷ୍ଟ’ ପକ୍ଷରୁ ‘ବିଜନେଶ୍‌ ଏମିନେନ୍ସ ଆଓ୍ବାର୍ଡ’ର ୬ଷ୍ଠ ସଂସ୍କରଣ: ସମ୍ବର୍ଦ୍ଧିତ ହେଲେ ୧୮ ଉଦ୍ୟୋଗୀ

ଭୁବନେଶ୍ୱର,୨୩ା୪(ଅନୁରାଧା ମହାରଣା)-  ‘ଧରିତ୍ରୀ’ ଓ ‘ଓଡ଼ିଶାପୋଷ୍ଟ’ ପକ୍ଷରୁ ‘ବିଜନେଶ୍‌ ଏମିନେନ୍ସ ଆଓ୍ବାର୍ଡ’ର ୬ଷ୍ଠ ସଂସ୍କରଣ ଗୁରୁବାର ସ୍ବସ୍ତି ପ୍ରିମିୟମ୍‌ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି…

ଅଳିଆ ମୁକ୍ତ ହେବ ଦାରିଙ୍ଗବାଡି

ଦାରିଙ୍ଗବାଡି,୨୩।୪(ଅରୁଣ ସାହୁ): ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ଅଳିଆ ମୁକ୍ତ କରିବାକୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏନେଇ କ୍ଲିନ ଦାରିଙ୍ଗବାଡି ଗ୍ରୀନ୍‌ ଦାରିଙ୍ଗବାଡି ଅଭିଯାନ ଆରମ୍ଭ…

ସ୍ପିଡବୋଟ, ମାସ୍କ ଏବଂ ରାଇଫଲ… ହର୍ମୁଜରେ ଭୟଙ୍କର ଦୃଶ୍ୟ: ଦେଖନ୍ତୁ ଭାରତ ଅଭିମୁଖେ ଯାଉଥିବା ଜାହାଜକୁ ଅଟକାଇବାର ଛାତିଥରା ଭିଡିଓ

ତେହରାନ,୨୩।୪: ଇରାନର ରିଭୋଲ୍ୟୁସନାରୀ ଗାର୍ଡ ଏକ ଭିଡିଓ ଜାରି କରିଛି, ଯାହା ହର୍ମୁଜ ପ୍ରଣାଳୀରେ ଭାରତ ଅଭିମୁଖେ ଯାଉଥିବା ଜାହାଜଗୁଡ଼ିକୁ ଅଟକାଇବାର ଦୃଶ୍ୟ ପ୍ରଦାନ କରୁଛି। ଫୁଟେଜରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri