Posted inଫୁରସତ

ବଡ଼ ଭାଓଲିନ, ବଜାଇବା ଲାଗି ଆବଶ୍ୟକ ତିନି ଜଣ…

ଭାଓଲିନ୍‌ର ଧୂନ ବହୁତ ଭଲ ଲାଗେ। ବାମ ହାତ ଓ କାନ୍ଧ ସାହାଯ୍ୟରେ ଭାଓଲିନ୍‌କୁ ଧରି ଡାହାଣ ହାତରେ ଏହାର ଷ୍ଟିକ୍‌କୁ ଧରି ବଜାଯାଏ। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ବି ଏକ ଭାଓଲିନ ଅଛି, ଯାହାକୁ ହାତରେ ଧରି ବଜାଇବା ଅସମ୍ଭବ। କେବଳ ସେତିକି ନୁହେଁ ଏହାକୁ ବଜାଇବା ଲାଗି ତିନି ଜଣ ଆବଶ୍ୟକ ପଡ଼ନ୍ତି। କାରଣ ଏଇ ଭାଓଲିନ୍‌ଟି ହେଉଛି ପୃଥିବୀର ସବୁଠାରୁ ବଡ଼ ଭାଓଲିନ୍‌। ଯାହାର ଉଚ୍ଚତା ୪.୨୮ ମିଟର ହୋଇଥିବାବେଳେ ଓସାର ୧.୪ ମିଟର ଓ ଓଜନ ୧୩୦ କି.ଗ୍ରା.। ୨୦୧୦ରେ ଏହାକୁ ଜର୍ମାନୀର ୧୫ ଜଣ ଭାଓଲିନ୍‌ ନିର୍ମାତା ମିଶି ତିଆରି କରିଥିଲେ। ଏହାକୁ ତିଆରି କରିବା ଲାଗି ପ୍ରାୟ ୨୦୦୦ ଘଣ୍ଟା ବା ୮୩ ଦିନ ସମୟ ଲାଗିଥିଲା। ଏହାର ଷ୍ଟିକ୍‌ ବା ବୋ’ର ଲମ୍ବ ୫.୨୨ ମିଟର। ତେଣୁ ଏହାକୁ ବଜାଇବା ଲାଗି ତିନି ଜଣ ଆବଶ୍ୟକ ପଡ଼ନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri