Posted inଜାତୀୟ

ଭାରତ ବନ୍ଦର ପ୍ରଭାବ: ବିହାରର ୨୦ ଜିଲାରେ ଇଣ୍ଟରନେଟ ବନ୍ଦ, ଦିଲ୍ଲୀ-ଗୁରୁଗ୍ରାମ ବର୍ଡରରେ ଲମ୍ବା ଲାଇନ

ନୂଆଦିଲ୍ଲୀ,୨୦ ।୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ‘ ଯୋଜନକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ସୋମବାର ସୋସିଆଲ ମିଡିଆ ମାଧ୍ୟମରେ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ଅଧିକାଂଶ ରାଜ୍ୟରେ ସୁରକ୍ଷାକୁ କଡାକଡି କରାଯାଇଛି । ତେବେ ସୋମବାର ସକାଳୁ ବିହାରର ୨୦ ଜିଲାରେ ଇଣ୍ଟରନେଟ ବନ୍ଦ କରାଯାଇଥିବା ବେଳେ ଦିଲ୍ଲୀ-ଗୁରୁଗ୍ରାମ ରାସ୍ତାରେ କଡା ଟ୍ରାଫିକ ବ୍ୟବସ୍ଥା ଯୋଗୁ ଲମ୍ବା ଜାମ ଦେଖାଯାଇଛି ।

ଏପଟେ ଭାରତ ବନ୍ଦ ଯୋଗୁ କିଛି ଟ୍ରେନକୁ ବାତିଲ କରାଯାଇଛି । ପୂର୍ବରୁ ଅଗ୍ନିପଥ ହିଂସାକୁ ନେଇ ଟ୍ରେନ ଗୁଡିକୁ ବାତିଲ କରାଯାଇଥିବା ବେଳେ ଏବେ କିଛି ସୂଚନା ନ ଦେଇ କିଛି ଟ୍ରେନ୍ ବାତିଲ କରାଯିବାରୁ ଷ୍ଟେଶନ ପହଞ୍ଚିବା ପରେ ଟ୍ରେନ୍ ନ ଥିବାରୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା, ଭୁଲ ଇଞ୍ଜେକ୍ସନ ଯୋଗୁ ନାବାଳକଙ୍କ ମୃତ୍ୟୁ ଅଭିଯୋଗ, ରାସ୍ତାରୋକୋ…

ବାସୁଦେବପୁର,୨୬।୪(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସାରେ ଅବହେଳା ଯୋଗୁ ଜଣେ ୧୪ ବର୍ଷର ନାବାଳକର ମୃତ୍ୟୁ ଘଟିଥିବା…

୧୦୦ ମିଟର ଦୂରରେ ହେଉଥିଲା ଭାଜପାର ରାଲି, ଶଦ୍ଦ ଶୁଣି ରାଗିଗଲେ ମମତା; ତା’ ପରେ…

କୋଲକାତା,୨୬।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଜୋରଦାର ଚାଲିଛି। ଶନିବାର (୨୬ ଏପ୍ରିଲ) ଦିନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁରରେ ଏକ ରାଲି…

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରପତିଙ୍କ ଉପରେ ୩ ବର୍ଷରେ ହେଲାଣି ୩ ଥର ଆକ୍ରମଣ

ଓ୍ବାଶିଂଟନ,୨୬।୪: ଶନିବାର ରାତିରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସ କରେସପଣ୍ଡେଣ୍ଟ୍ସ ଆସୋସିଏସନ ରାତ୍ରୀଭୋଜନରେ ଯୋଗଦେବାକୁ ଆସିଥିଲେ। କାର୍ଯ୍ୟକ୍ରମଟି ୱାଶିଂଟନ, ଡି.ସି.ର ହିଲ୍ଟନ ହୋଟେଲର ଏକ…

ଚିନ୍ତା ବଢ଼ାଇଲାଣି ବୈଭବଙ୍କ ସ୍ବାସ୍ଥ୍ୟାବସ୍ଥା, ବନ୍ଧୁଙ୍କ ଭଳି ଆଇପିଏଲ୍‌ରୁ ହୋଇଯିବେ ବାହାର?

ଜୟପୁର,୨୬।୪: ମାତ୍ର ୧୩ ବର୍ଷ ବୟସରେ IPL ନିଲାମୀରେ ଇତିହାସ ରଚିଥିବା ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ସନରାଇଜର୍ସ…

ଶ୍ବଶୁର-ଜ୍ୱାଇଁ ମୃତ୍ୟୁକୁ ନେଇ ବଢ଼ୁଛି ସନ୍ଦେହ: ଜମି ବିବାଦ ଚର୍ଚ୍ଚା, ଘଟଣାକୁ ହାଲୁକା ନ ନେଇ ତଦନ୍ତ ଦାବି 

କେସିଙ୍ଗା,୨୬।୪ (ତୁମେଶ୍ୱର ସାହୁ): ଜ୍ୱାଇଁ ଓ ଶ୍ବଶୁରର ମୃତ୍ୟୁକୁ ନେଇ ପରିବାର ଲୋକେ ଜିଆରପିଙ୍କୁ ତଦନ୍ତ ପାଇଁ ଦୃଢ଼ ଦାବି କରିଛନ୍ତି। କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର…

ଟ୍ରମ୍ପ ନିଜେ କହିଲେ କାହିଁକି ତାଙ୍କ ଉପରେ କରାଯାଇଥିଲା ଆକ୍ରମଣ: ୧୬୧ ବର୍ଷ ପୁରୁଣା ଘଟଣା ସହ ରହିଛି ସମ୍ପର୍କ!

ଓ୍ବାଶିଂଟନ,୨୬।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆକ୍ରମଣ ଉଦ୍ୟମ କେବଳ ଆମେରିକାକୁ ନୁହେଁ ବରଂ ସମଗ୍ର ବିଶ୍ୱକୁ ଚକିତ କରିଛି। ଏହି ଘଟଣା ଶନିବାର ବିଳମ୍ବିତ…

ଭାରତୀୟ ଫଟୋଗ୍ରାଫିର ‘ଜନକ’ ରଘୁ ରାୟଙ୍କ ପରଲୋକ, ୮୩ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ

ନୂଆଦିଲ୍ଲୀ,୨୬।୪: ଦେଶର ବିଶିଷ୍ଟ ଫଟୋ ଜର୍ଣ୍ଣାଲିଷ୍ଟ ତଥା କିମ୍ବଦନ୍ତୀ ଫଟୋଗ୍ରାଫର ରଘୁ ରାୟଙ୍କର ରବିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା।…

ଟିଟିଲାଗଡ଼ ରାସ୍ତାର ମର୍ମନ୍ତୁଦ ଦୁର୍ଘଟଣା: ହଠାତ୍‌ ଗଛକୁ ପିଟିଲା କାର

ବଲାଙ୍ଗୀର,୨୬।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ରାସ୍ତାର ନାଇକେନଶିରା ଛକ ବୁଲାଣି ଛକ ନିକଟରେ ରବିବାରି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଏକ କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri