ଉପନିର୍ବାଚନକୁ ନେଇ ସରଗରମ ରାଜନୀତି: କାହାକୁ ପ୍ରାର୍ଥୀ କରିବେ ୩ ଦଳ

ଭୁବନେଶ୍ୱର,୩।୯(ବ୍ୟୁରୋ): ଧାମନଗର ଉପନିର୍ବାଚନକୁ ଆଉ ମାସେ ରହିଲା। ବିଧାୟକ ବିଷ୍ଣୁ ସେଠୀଙ୍କ ମୃତ୍ୟୁ ପରେ ସୋମବାର ଉପ ର୍ନିବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ନିର୍ବାଚନ ତାରିଖ ଘୋଷଣା ପରେ ୩ ପ୍ରମୁଖ ଦଳ କାହାକୁ ପ୍ରାର୍ଥୀ କରିବେ ତାହାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଛି। ବିଧାୟକ ପଦ ଦୌଡ଼ରେ ଅନେକ ଆଶାୟୀ ଥିବା ବେଳେ ବିଜେଡି, ଭାଜପା କଂଗ୍ରେସ ନୂଆ ମୁହଁଙ୍କୁ ସୁଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି। ନିର୍ବାଚନକୁ କମ ଦିନ ରହିଥିବା ବେଳେ ସବୁ ଦଳର ଅଙ୍କାକଷା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାବି ପୂରଣ ପାଇଁ ଭିନ୍ନ ପନ୍ଥା ଆପଣାଇଲେ:ଗଛରେ ଚଢ଼ି ଆତ୍ମହତ୍ୟା ଧମକ ଦେଲେ ଗାଁସାଥୀ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ) : ଉତ୍କଳ ବିଶ୍ୱଦ୍ୟାଳୟର ପରିଜା ଲାଇବ୍ରେରୀ ଛାତ ଉପରୁ ଜଣେ ଯୁବକ ଆତ୍ମହତ୍ୟା ଧମକ ଦେବା ଘଟଣା ମନରୁ ନ ଲିଭୁଣୁ ସୋମବାର ଆଉଏକ...

ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହ: ଦିନତମାମ ଗାନ୍ଧିଜୀଙ୍କୁ ନେଇ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୧।୧୦(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସୂଚନା ଓ ଲୋକସମ୍ପର୍କ ଏବଂ ଓଡ଼ିଆ...

ନିଅଣ୍ଟିଆ ବର୍ଷା: ଚିନ୍ତାରେ ଚାଷୀ

ଭୁବନେଶ୍ୱର,୧୦ା୭(ବ୍ୟୁରୋ): ରାଜ୍ୟରେ ବର୍ଷା ସ୍ଥିତି ବେଳକୁ ବେଳ ସଙ୍ଗିନ ହେବାରେ ଲାଗିଛି। କେଉଁଠି ଅସରାଏ ବର୍ଷା ହେଉଛି ତ କେଉଁଠି ଟାଇଁ ଟାଇଁ ଖରା। ଯେତିକି...

ଆସୁଛି କାଳବୈଶାଖୀ, ଅନେକ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୨ା୫(ବ୍ୟୁରୋ): ପ୍ରଚଣ୍ଡ ଖରାରୁ ଲୋକଙ୍କୁ ଟିକେ ତ୍ରାହି ମିଳିଛି। ରବିବାରଠାରୁ ଉପକୂଳ ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇଥିବା ବେଳେ ସାମୁଦ୍ରିକ ପବନ ପ୍ରଭାବରେ ଉପକୂଳ ଆକାଶ...

ପାଣିମିଟର ପାଇଁ ବେଆଇନ ଭାବେ ଟଙ୍କା ନେଇ ବନ୍ଧା ହେଲେ ଯୁବକ

ଭୁବନେଶ୍ୱର,୧୬ା୭(ବ୍ୟୁରୋ): ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ‘ଜିରୋ ଟଲେରାନ୍ସ’ ଯୋଗୁ ଓ୍ବାଟ୍‌କୋ ନାଁରେ ବେଆଇନ ଭାବେ ଅର୍ଥ ଆଦାୟ କରୁଥିବା ଜଣେ ଯୁବକଙ୍କୁ...

ମନୋରମାଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର,୨୫।୯: ମହିଳା ଦକ୍ଷତା ସମିତି (ନୂଆଦିଲ୍ଲୀ)ର କାର୍ଯ୍ୟକାରିଣୀ ସଭ୍ୟା ତଥା ସାହିତି୍ୟକା ମନୋରମା ମହାପାତ୍ରଙ୍କ ବିୟୋଗରେ ଶନିବାର ମହିଳା ଦକ୍ଷତା ସମିତି ଭୁବନେଶ୍ୱର ଶାଖା ପକ୍ଷରୁ...

ଶୋଭାଯାତ୍ରାରେ ସୀମିତ ଲୋକକଳା ଉତ୍ସବ

ଜଗତ୍‌ସିଂହପୁର ଅଫିସ,୧୫ା୬: ଲୋକ କଳା ଓ ଲୋକ ସଙ୍ଗୀତକୁ ପୁନର୍ଜୀବିତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଜୁନ ୧୪ରେ ଲୋକକଳା ଉତ୍ସବ ପାଳନ...

ପରୀକୁ ନ୍ୟାୟ ଦିଆଯାଉ: ଡି.ପୁରନ୍ଦେଶ୍ୱରୀ

ନୟାଗଡ ଅଫିସ୍‌, ୧୦।୧୨: ପରୀ ହତ୍ୟା ଘଟଣାରେ ଭାଜପା ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଗୁରୁବାର ନୟାଗଡ଼ର ଯଦୁପୁରରେ ପହଞ୍ଚି ମୃତକଙ୍କ ବାପାମାଙ୍କୁ ଭେଟିଲେ। ଏହାସହ ମୃତଦେହ...

Advertisement
Archives

Model This Week