ଏହି ଦିନ ବଡ଼ ଧୂମ୍‌ଧାମରେ ପାଳନ ହେବ ବଲାଙ୍ଗୀର ଦିନ: ଗଠନ ହେଲା ବିଭିନ୍ନ କମିଟି

ବଲାଙ୍ଗୀର,୧୭।୧୦ (ସୁନିଲ କୁମାର ମହାନ୍ତି): ଗୁରୁବାର ସନ୍ଧ୍ୟା ୭ଟା ସମୟରେ ବଲାଙ୍ଗୀର ପି.ପି.ଏକାଡେମୀ ସ୍କୁଲଠାରେ ବଲାଙ୍ଗୀର ଦିନ ଆୟୋଜନ କମିଟି ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବଲାଙ୍ଗୀର ଦିନ ନଭେମ୍ବର ୧ରେ ଧୂମ୍‌ଧାମରେ ପାଳନ ଓ ସୁପରିଚାଳନା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଅଛି। ସେଥିପାଇଁ ଅର୍ଥ କମିଟି,ଷ୍ଟେଜ କମିଟି, ସାଂସ୍କୃତିକ କମିଟି, ଗ୍ରାଉଣ୍ଡ କମିଟି,ସୋଭିନିଅର କମିଟି,ମିଡ଼ିଆ ଓ ପ୍ରଚାର ପ୍ରସାର କମିଟି, ଅଭ୍ୟର୍ଥନା କମିଟି, ଖାଦ୍ୟ ଓ ବ୍ୟବସ୍ଥାପକ କମିଟି, ଶାନ୍ତି ଶୃଙ୍ଖଳା କମିଟି ଗଠନ କରାଯାଇଛି। ଏଥିରେ ସମସ୍ତେ ନିଜ ନିଜର ଦାୟିିତ୍ୱ ସୁଚାରୁ ରୂପେ ସମ୍ପାଦନା କରି ବଲାଙ୍ଗୀର ଦିନକୁ ସଫଳତା ସହିତ ପାଳନ କରିବା ପାଇଁ ଅଧ୍ୟକ୍ଷଙ୍କ ଉପସ୍ଥିତିରେ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ପ୍ରତାପ ରଥ, ଗୋପାଳ ପ୍ରଧାନ, ଦିନେଶ ଶର୍ମା, କିଶୋର ରଥ, ବିନୋଦ କୁମାର କାଲସାଏ, ସୋମନାଥ ମିଶ୍ର, ଅଭିଷେକ ଦାସ, ବିକାଶ ସା,ହରିଓମ ପଟେଲ, ପ୍ରଭୁଦତ୍ତ ସେଠ,ନୁତନ ଦାସ,ରାମ ଦାସ,ସତ୍ୟ ନାରାୟଣ ହୋତା,ମାନସ ରଞ୍ଜନ ଖୁଆସ, ଦେବାଶିଷ ମିଶ୍ର, ଦେବାଶିଷ ସାହୁ ଉପସ୍ଥିତ ଥିଲେ। ସେହିପରି ସୁବ୍ରତ ସାହୁ,ସକିଳା ବାନୋ,ରୋଜିସ୍ମିତା ହୋତା, ସନ୍ତୋଷ ହୋତା, ବିରେନ୍ଦ୍ର ପାଣ୍ଡେ, ମିନତି ରାଓ,ହେପି ବାରିକ, କୁମୁଦିନୀ ପୃଷ୍ଟି,ଏନିମା ବାରିକ, ପୂଜା ସାହୁ,ଦିବ୍ୟାରାନୀ ବିଶି, ଅଷ୍ଟମୀ ନାଗ,ଅନୁପ୍ରିୟା ମିଶ୍ର, ଦେବବ୍ରତ ଦିପ,ଶିବୁ ପାତ୍ର, ରାହୁଲ ନାଏକ,ସୁମନ କୁମାର ନନ୍ଦ,କୁନ୍ଦନ ପଟେଲ,ତେଜରାଜ ପୋଡ଼, ମନିଷ କୁମାର ସାଏ,ଆଦର୍ଶ ପୁରୋହିତ, ସୁମିତ ଭୋଇ, ଅର୍ଜୁନ ସାହୁ,ବିଟୁ ଦିପ,ରେସବ କୁମାର କଳତା, ଲକ୍ଷ୍ମଣ ନନ୍ଦ,ରୁତୁରାଜ ପ୍ରଧାନ, ଶ୍ରୀକାନ୍ତ ବେହେରା, ଚନ୍ଦ୍ରଶେଖର ମିଶ୍ର,ଏମ ସେତୁପତି, ଦିନ ସେନାପତି, ସ୍ପନ୍ଦନ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ବଲାଙ୍ଗୀର ଦିନ ବୈଠକକୁ ବିଦୁ ଭୁଷଣ ତ୍ରିପାଠୀ ପରିଚାଳନା କରିଥିଲେ। ସଭା ଶେଷରେ ସମସ୍ତଙ୍କୁ ଲୋଟସ ଷଡ଼ଙ୍ଗୀ ଧନ୍ୟବାଦ ପ୍ରଦାନ କରିଥିଲେ।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହିଲ୍ସ ପିନ୍ଧି ନାଚୁଥିଲେ ଅକ୍ଷୟ କୁମାର: ଆଉ ତା’ପରେ ଘଟିଲା

ବଲିଉଡ ଅଭିନେତା ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କ ଫିଲ୍ମ ‘ଭୂତ ବଙ୍ଗଳା’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ହରର କମେଡି ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ…

ଭଡ଼ାଘରୁ ମିଳିଲା ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ, ୩ ଦିନ ଧରି…

ଫୁଲବାଣୀ,୨ା୫(ରାକେଶ କୁମାର ରାଉତ): ଫୁଲବାଣୀରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଭଡ଼ାଘରୁ ସ୍ବୟଂ ଶାସିତ ମହାବିଦ୍ୟାଳୟର ଜଣେ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଦେଖି ଲୋକଙ୍କ…

ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ: ଆଉ ତା’ପରେ…

ସୋର,୨।୫(ଜନ୍ମେଜୟ ମିଶ୍ର): ସୋର ତହସିଲର ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଧକ୍କା ଦେଇଛି ବାଲି ବୋଝେଇ ଟ୍ରକ। ଅଳ୍ପକେ ବର୍ତ୍ତିଲେ ସୋର ଅତିରିକ୍ତ ତହସିଲଦାର କୃଷ୍ଣମୋହନ ସିଂ l…

ଚତୁର୍ଥୀ ପୂର୍ବରୁ ଶାଶୁ ଘରୁ କନ୍ୟାକୁ ଉଠାଇ ନେଲା ପୋଲିସ, ବର ମାରିଲା ଛୁ

ନୟାଗଡ଼, ୨।୫(ଲୋକନାଥ ମିଶ୍ର): ନୟାଗଡ଼ ଚାଇଲ୍ଡ ହେଲ୍ପ ଲାଇନ ଦ୍ୱାରା ଇଟାମାଟି ଥାନା ଅଧୀନସ୍ଥ ଡେଂଗେରାଗୋଡି ଅଞ୍ଚଳରେ ଚତୁର୍ଥୀ ପୂର୍ବରୁ ଶାଶୁଘରୁ କନ୍ୟାକୁ ଉଠାଇ ନେଲା ପୋଲିସ…

US-Iran War: ଶେଷ ହେଲା ଆମେରିକା-ଇରାନ ଯୁଦ୍ଧ? US ସାଂସଦଙ୍କୁ ଚିଠି ଲେଖିଲେ ଟ୍ରମ୍ପ, ଜାଣନ୍ତୁ ଡିଲକୁ ନେଇ କ’ଣ କହିଛନ୍ତି

ଓ୍ବାଶିଂଟନ,୨।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଇନ ପ୍ରଣୟନକାରୀମାନଙ୍କୁ ସୂଚନା ଦେଇଛନ୍ତି ଯେ ଇରାନ ବିରୁଦ୍ଧରେ ଯୁଦ୍ଧ ଶେଷ ହୋଇଛି; ତେଣୁ, ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ…

ସୁପ୍ରିମକୋର୍ଟରୁ TMCକୁ ଶକ୍ତ ଝଟକା, କୋର୍ଟ କହିଲେ, ‘କେନ୍ଦ୍ରୀୟ କର୍ମଚାରୀଙ୍କୁ ବିଶ୍ୱାସ କରନ୍ତୁ’

ନୂଆଦିଲ୍ଲୀ,୨।୫: ଶନିବାର ସୁପ୍ରିମକୋର୍ଟରେ ନିର୍ବାଚନ କମିଶନଙ୍କ ବିରୋଧରେ ତୃଣମୂଳ କଂଗ୍ରେସ (TMC) ଦ୍ୱାରା ଦାୟର ଏକ ଆବେଦନର ଶୁଣାଣି ହୋଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ…

ଚାକିରି ରେଗୁଲାର କରାଇଦେବା ନାଁରେ ଚାହୁଁଥିଲେ ଯୌନ ସୁଖ: ରସିକିଆ ସମ୍ପାଦକ ବାବୁଙ୍କ ନାଁରେ ମାମଲା ରୁଜ୍ଜୁ

ଅତାବିରା,୨।୫(ଯୁଧିଷ୍ଠିର ମହାପାତ୍ର): ପୁଣି ଜଣେ ସରକାରୀ ବାବୁଙ୍କ ନାଁରେ ଆସିଲା ଯୌନ କେଳେଙ୍କାରୀର ଅଭିଯୋଗ। ବରଗଡ଼ ଜିଲା ଅତାବିରା ଆରଏମସି ସମ୍ପାଦକ ଶଶାଙ୍କ ଶେଖର ସାହାଣି ନିଜ…

ନୃଶଂସ କାଣ୍ଡ: ପୁଅର ଶିଳପୁଆ ମାଡରେ ବାପର ମୃତ୍ୟୁ

ଆଠଗଡ,୨।୫(ସତ୍ୟ ପ୍ରସାଦ ରଥ): ଆଠଗଡ ଥାନା ଅନ୍ତର୍ଗତ ଜାଗିଆପଡା ଗ୍ରାମ ତଅଁଳା ସାହିରେ ଶନିବାର ସକାଳୁ ଘଟିଯାଇଛି ଅଘଟଣ।ନିଶାଶକ୍ତ ପୁଅ ବିଭୂତି ନାଏକ(୪୦)ର ଶିଳପୁଆ ମାଡରେ ବାପା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri