ଏହି କାରଣରୁ ଅନୁଷ୍କାଙ୍କୁ ବିବାହ କରିବାକୁ ମନା କରିଥିଲେ ବାହୁବଳୀ

ମୁମ୍ବାଇ: ଆଜିକାଲି ବାହୁବଳୀ ଅଭିନେତା ପ୍ରଭାସଙ୍କ ନାଁ ତାଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ର ଅଭିନେତ୍ରୀ କ୍ରୀତି ସାନନଙ୍କ ସହ ଚର୍ଚ୍ଚା ହେଉଛି। ଯଦିଓ କ୍ରୀତି ଏ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି, ତଥାପି ଗୁଜବ ବନ୍ଦ ହେବାର ନାମ ନେଉନାହିଁ। ପୂର୍ବରୁ ପ୍ରଭାସ ଏବଂ ତାଙ୍କ ବାହୁବଳୀ ଫିଲ୍ମର ଅଭିନେତ୍ରୀ ଦେବସେନା ତଥା ଅନୁଷ୍କା ଶେଟ୍ଟୀ ପରସ୍ପରକୁ ଡେଟ୍‌ କରୁଥିବାର ଚର୍ଚ୍ଚା ହେଉଥିଲା। ପ୍ରଶଂସକମାନେ ଉଭୟଙ୍କ ଯୋଡ଼ିକୁ ମଧ୍ୟ ପସନ୍ଦ କରିଥିଲେ। ଉଭୟ ନିଜ ସମ୍ପର୍କକୁ ଖୋଲାଖୋଲି ଭାବେ ଗ୍ରହଣ କରିନାହାନ୍ତି। ବର୍ତ୍ତମାନ ପ୍ରଭାସ ଏବଂ ଅନୁଷ୍କାଙ୍କ ବ୍ରେକ୍‌ଅପ୍‌ ହୋଇଥିବାର କାରଣ ସାମ୍ନାକୁ ଆସିଛି।

ଅନୁଷ୍କା ଏବଂ ପ୍ରଭାବ ବିଲାସେଟ୍‌ରେ ପରସ୍ପରକୁ ଭେଟିଥିଲେ। ଏହା ପରେ ଦୁହେଁ ଅନେକ ହିଟ୍‌ ଫିଲ୍ମ ଦେଇଥିଲେ। ପ୍ରଭାସ ଏବଂ ଅନୁଷ୍କା ଉଭୟ ଫିଲ୍ମ ବାହୁବଳୀ ଏବଂ ବାହୁବଳୀ ପାର୍ଟ-୨ରେ ଅଭିନୟ କରିଛନ୍ତି। ଏହି ଫିଲ୍ମଗୁଡ଼ିକ ପରେ ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହୋଇଥିଲା। ଫିଲ୍ମ ବ୍ୟତୀତ ଉଭୟଙ୍କ ଯୋଡ଼ି ବାସ୍ତବ ଜୀବନରେ ମଧ୍ୟ ଭଲ ମ୍ୟାଚ୍‌ କରୁଥିଲା। ଦୁହେଁ ପରସ୍ପରକୁ ଭଲ ବନ୍ଧୁ ବୋଲି କୁହନ୍ତି।

କିଛିଦିନ ପରେ ଅନୁଷ୍କାଙ୍କ ସମ୍ପର୍କ ଜଣେ ବରିଷ୍ଠ ଅଭିନେତାଙ୍କ ସହ ଚର୍ଚ୍ଚା ହୋଇଥିଲା। ଯେତେବେଳେ ଏହି କଥା ପ୍ରଭାସଙ୍କ ମା’ଙ୍କ କାନରେ ପଡ଼ିଥିଲା, ସେତେବେଳେ ସେ ପ୍ରଭାସ ଏବଂ ଅନୁଷ୍କାଙ୍କ ବିବାହକୁ ମନା କରିଦେଇଥିଲେ। ଅବଶ୍ୟ ଏହା ପରେ ମଧ୍ୟ ଉଭୟ ଭଲ ବନ୍ଧୁ ଭାବେ ରହିଲେ। ପରେ ପ୍ରଭାସଙ୍କ ନାମ କ୍ରୀତି ସାନନଙ୍କ ସହ ଯୋଡ଼ି ହୋଇଥିଲା। କେବଳ ଏତିକି ନୁହେଁ, ଯେତେବେଳେ ଉଭୟଙ୍କୁ ଏକାଠି ଦେଖାଯାଉଥିଲା, ପ୍ରଶଂସକମାନେ ସେମାନଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ କରୁଥିଲେ। କିନ୍ତୁ ପ୍ରଭାସ ଏହି ଖବରକୁ ଅସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri