Posted inVideo

Ayurvedic remedies to hair fall | କେଶ ସମସ୍ୟାର ଆୟୁର୍ବେଦିକ ଚିକିତ୍ସା

Featured Video Play Icon

Hair do has always been an important aspect of looking good. Long, thick and dark hairs never fail to impress. That said, with increasing pollution and stress levels, coupled with many other reasons, a lot of people experience hair loss with rising age. In this episode of Dharitri Live, Dr Basudeb Pradhan will pour more lights into the causes and Ayurvedic remedies of hair loss.

ଆଜିକାଲି ଆମେ ଆମ ସୌନ୍ଦର୍ଯ୍ୟ ପ୍ରତି ବେଶ୍ ସଚେତନ। ଯେତେବେଳେ ଆମେ ଏହି ସୌନ୍ଦର୍ଯ୍ୟ କଥା ଆଲୋଚନା କରନ୍ତି, ସେତେବେଳେ ଘନ, କଳା, ଲମ୍ବା କେଶ ପ୍ରଥମେ ଆମ ଆଖି ସାମ୍ନାକୁ ଆସିଥାଏ, କାରଣ କେଶ ଆମ ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିଥାଏ। କିନ୍ତୁ ବର୍ତ୍ତମାନ ଅନେକ ଗୁଡିଏ କାରଣ ରହିଛି ଯାହାଦ୍ବାରା କି ବୟସ ବଢିବା ଆଗରୁ ଆମ କେଶ ଝଡିବାରେ ଲାଗିଛି। ଏହି କେଶ ଝଡିବା ପଛରେ କଣ ରହିଛି କାରଣ ଓ ଏହାର ଚିକିତ୍ସା କଣ, ଏ ସଂପର୍କରେ ଅଧିକ ଆଲୋଚନା କରିଛନ୍ତି ଡଃ ବାସୁଦେବ ପ୍ରଧାନ। ସେ କଣ କହୁଛନ୍ତି ଆସନ୍ତୁ ଜାଣିବା…


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ନିଆଳି ଛେନା ବ୍ୟବସାୟୀଙ୍କ ନାମରେ ଏତଲା

ନିଆଳି ଛେନା ବ୍ୟବସାୟୀଙ୍କ ନାମରେ ଏତଲା । ନିଆଳି ଛେନା ଖାଦ୍ୟ ଅନୁପଯୋଗୀ ବୋଲି କହିଛନ୍ତି କେଏମସି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ।

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?