ଏଟିଏମ୍‌ ତାଡି ଟଙ୍କା ଲୁଟୁଥିଲେ ଦୁର୍ବୃତ୍ତ, ଆଉ ଶେଷରେ…

ପାରଳାଖେମୁଣ୍ଡି,୭।୧୨(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି କ୍ରିଷ୍ଣା ସିନେମା ହଲ ନିକଟରେ ଥିବା ଏସ୍‌ବିଆଇ ଏଟିଏମରୁ ସୋମବାର ରାତିରେ ଲୁଟ୍‌ ଉଦ୍ୟମ ହୋଇଛି। ଦୁର୍ବୃତ୍ତ ଏଟିଏମ୍‌ ତାଡ଼ି ଟଙ୍କା ବାହାର କରୁଥିବା ବେଳେ ଖବରପାଇ ପାଟ୍ରୋଲିଂ କରୁଥିବା ପୋଲିସ ୩ ଜଣଙ୍କୁ କାବୁ କରିଥିଲେ। ସେମାନଙ୍କୁ ପଚରାଉଚରା କରାଯାଇ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଦଳୀୟ ଟିକେଟ ନ ମିଳିଲେ ସ୍ବାଧୀନରୁ ଲଢ଼ିବି’

କୋରାପୁଟ/ନାରାୟଣପାଟଣା,୨୪ା୨(ଅମିତାଭ ବେହେରା/ରାଜକିଶୋର ଜେନା): ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ନେଇ ଜିଲାର ଲକ୍ଷ୍ମୀପୁର ବିଧାନସଭା ମଣ୍ଡଳୀ ନିମନ୍ତେ ବିଧାୟକ ପ୍ରାର୍ଥୀ ହେବା ପାଇଁ ଘୋଷଣା କରିଛନ୍ତି...

ଭୋଟ୍‌ ବର୍ଜନ ପାଇଁ ଗାଁ ଗାଁରେ ବୁଲିଲା ପ୍ରଚାର ଅଟୋ

ନିରାକାରପୁର,୨୪ା୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନରଣଗଡ଼ ପଞ୍ଚାୟତବାସୀ ଦୀର୍ଘବର୍ଷ ଧରି ଭିଟାମାଟି ସମସ୍ୟା ଓ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ନେଇ ବାରମ୍ବାର ଦାବି...

ମାଟିତଳେ ବିସ୍ଫୋରକ ସାମଗ୍ରୀ ପୋତିଥିଲେ ମାଓବାଦୀ, ଦମ୍‌ ଦେଖାଇଲେ ଯବାନ

ମାଲକାନଗିରି,୨୪ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପଡ଼ିଆ ଥାନା ସିଲାକୋଟା ସଂରକ୍ଷିତ ଜଙ୍ଗଲରୁ ମାଓବାଦୀ ସାମଗ୍ରୀ ଜବତ ହୋଇଛିି। ସୂଚନାନୁଯାୟୀ, ଶନିବାର ବିଏସ୍‌ଏଫ୍‌ ୧୪୨ ବାଟାଲିୟନ ଯବାନମାନେ...

ପୁରୀ ଅଠରନଳା ବ୍ରିଜ୍ ପ୍ରତି ନାହିଁ କୌଣସି ବିପଦ: ଏଏସଆଇ

ପୁରୀ,୨୪।୨: ପୁରୀର ଐତିହାସିକ ଅଠରନଳା ବ୍ରିଜ୍ ପ୍ରତି ନାହିଁ କୌଣସି ବିପଦ। ଏନେଇ ଭାରତୀୟ ପ୍ରତ୍ନତ୍ତତ୍ୱ ବିଭାଗ ଇଞ୍ଜିନିୟର ନିଶ୍ଚିତ କରିଛନ୍ତି। ଏଏସଆଇର ଅଧୀକ୍ଷକ ଦିବିଶାଦା...

ଏନ୍‌ଏସି ମାନ୍ୟତା ପାଇଲା ରାଇକିଆ

ରାଇକିଆ,୨୪ା୨(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆକୁ ଏନ୍‌ଏସି ମାନ୍ୟତା ମିଳିଛି। ଶନିବାର ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା ହୋଇଥିବା ୩୪ଟି ନୂଆ ଏନ୍‌ଏସି...

ମାମୁ ଘରେ ଗୋଠେ ଗାଈ, ରାତି ପାହିଲେ ମୋଟେ ନାହିଁ

କେନ୍ଦୁଝର,୨୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଗୋବର୍ଦ୍ଧନ ପଞ୍ଚାୟତଠାରେ ବ୍ଲକ ପ୍ରଶାସନଙ୍କ ଦାରା ରାଶନକାର୍ଡ ହିତାଧିକାରୀଙ୍କ ନିମନ୍ତେ ୨ଟି ବ୍ୟାଗ୍‌ ଓ ୧ ହଜାର...

ଛତ୍ରପୁରକୁ ମ୍ୟୁନିସିପାଲିଟି ମାନ୍ୟତା ଦେଲେ ରାଜ୍ୟ ସରକାର, ଧନ୍ୟବାଦ ଜଣାଇଲେ ସହରବାସୀ

ଛତ୍ରପୁର,୨୪ା୨(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲାର ଛତ୍ରପୁରକୁ ମ୍ୟୁନିସିପାଲିଟି ଭାବେ ଘୋଷଣା କରିଛନ୍ତି। ଦୀର୍ଘଦିନ ପରେ ଛତ୍ରପୁରବାସୀଙ୍କ ଦାବିଙ୍କୁ ମୁଖ୍ୟମନ୍ତ୍ରୀ...

ସୋଲାର ଲାଇଟ୍‌ ଗାଡ଼ି ଅଟକାଇଲେ ମହିଳା

ଆନନ୍ଦପୁର,୨୪ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅଧୀନ କଣ୍ଟିପାଳ ପଞ୍ଚାୟତରେ ଏକ ଅଭାବନୀୟ ଘଟଣାକ୍ରମରେ ମହାପାତ୍ର ସାହିର ମହିଳାମାନେ ସୋଲାର ଲାଇଟ୍‌ ଲଗାଇବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri