Posted inଜାତୀୟ

ଆସାମ ବନ୍ୟାରେ ୯ ମୃତ୍ୟୁ, ୨୭ ଜିଲାର ୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ଗୁଆହାଟି,୧୯ ।୫: ଆସାମରେ ଆସିଥିବା ବନ୍ୟା ବେଳକୁ ବେଳ ଅଧିକ ସମସ୍ୟା ସୃଷ୍ଟି କରୁଛି । ଏବେ ଏହି ବନ୍ୟାରେ ପ୍ରାୟ ୨୭ ଜିଲାର ୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ୪୮ ହଜାରରୁ ଅଧିକ ଲୋକଙ୍କୁ ୨୪୮ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ହୋଜାଇ ଓ କାଚର ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଭାରତୀୟ ସେନା ପକ୍ଷରୁ ହୋଜାଇ ଜିଲାରୁ ୨ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି ।

ବନ୍ୟା ଓ ଭୂସ୍ଖଳନ ଫଳରେ ବରାକ ଘାଟି ରାଜ୍ୟର ଅନ୍ୟ ଅଞ୍ଚଳଠାରୁ ବିଚ୍ଛିନ୍ନ ହୋଇଯିବା ପରେ ସେଠାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆଞ୍ଚଳିକ କମ୍ପାନୀ ଫ୍ଲାଇୱିଙ୍ଗ ସହ ଏକ ବୁଝାମଣାରେ ସରକାର ହସ୍ତାକ୍ଷର କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶରମା ଏହି ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍ସ୍‌ ନେଲା ଆୟୁର୍ବେଦର ସହାୟତା: ଡାଇବେଟିସ୍‌ ସମସ୍ୟା ଦୂର କରିବାରେ କାଞ୍ଚନ ଗଛର ପ୍ରଭାବ ସମ୍ପର୍କରେ ହେବ ଅଧ୍ୟୟନ

ନୂଆଦିଲ୍ଲୀ,୧୮।୧: ଏମ୍ସ୍‌ ଏବେ ଆୟୁର୍ବେଦର ସହାୟତା ନେବାକୁ ମନସ୍ଥ କରିଛି। କାଞ୍ଚନ ଗଛର ମଣିଷ ଶରୀର ଉପରେ କିଭଳି ପ୍ରଭାବ ଅନୁଭୁତ ହେଉଛି ସେ ନେଇ...

ମଦ କିଣିବାର ବୟସ କମିଲା: ଜାଣନ୍ତୁ କେଉଁ ରାଜ୍ୟରେ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୩।୩: ଦିଲ୍ଲୀ ସରକାର ଏକ୍ସାଇଜ ନୀତିରେ ବଡ ପରିବର୍ତ୍ତନ ଘୋଷଣା କରିଛନ୍ତି। ସରକାରଙ୍କ ନୂଆ ନିୟମ ଅନୁସାରେ ଏବେ ରାଜଧାନୀରେ ମଦ କିଣିବାର ଆଇନଗତ ବୟସ...

ପଥର ଭଳି କଠିନ ହୋଇ ଯାଉଛି କରୋନା ଆକ୍ରାନ୍ତଙ୍କ ଫୁସଫୁସ୍‌

ରାଜକୋଟ, ୧।୧୦: କରୋନା ଆକ୍ରାନ୍ତଙ୍କ ଫୁସଫୁସ୍‌ ପଥର ଭଳି କଠିନ ହୋଇଯାଉଛି। ଫଳରେ ନିଶ୍ୱାସପ୍ରଶ୍ୱାସ ନେବାରେ ଆକ୍ରାନ୍ତଙ୍କୁ କଷ୍ଟ ହେବା ସହିତ ଶେଷରେ ମୃତ୍ୟୁ ଘଟୁଛି।...

ସୁପ୍ରିମକୋର୍ଟ ପହଞ୍ଚିଲା ଅସଲ ଶିବସେନା ଲଢେଇ

ମୁମ୍ବାଇ,୨୫ ।୭: ମହାରାଷ୍ଟ୍ରରେ ରାଜନୈତିକ କଳହ ପରେ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ସେଠାରେ ସରକାର ଗଠନ ହୋଇ ସାରିଛି । ହେଲେ ଉଦ୍ଧବ ଠାକରେ ସରକାର...

ଏଲ୍‌ଏସିରେ ହେବ ୪୭ ଆଉଟ୍‌ପୋଷ୍ଟ

ନୂଆଦିଲ୍ଲୀ, ୨୫ା୧୦: ଏଲ୍‌ଏସିକୁ ନେଇ ଭାରତ ଓ ଚାଇନା ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। କୂଟନୈତିକ ଆଲୋଚନା ପରେ ଆଲୋଚନା ହେଉଥିଲେ ହେଁ କୌଣସି...

ବିଦ୍ୟୁତ ଆଘାତରେ ମାଙ୍କଡ ଛୁଆ ଆହତ:କୋଳରେ ଧରି ଡାକ୍ତରଖାନାରେ ପହଞ୍ଚିଲା ମା’

ଭୋପାଳ,୬।୧୧: ମଧ୍ୟପ୍ରଦେଶର ସିହୋର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ୧୧ କେଭି ତାରରେ ବାଜି ଏକ ମାଙ୍ଗଡ ଛୁଆ ଆହତ ହେବା ପରେ ତାକୁ...

୨୨ ପାକିସ୍ତାନୀ କଏଦୀଙ୍କୁ ମୁକ୍ତ କଲା ଭାରତ

ନୂଆଦିଲ୍ଲୀ,୨୦।୫: ଭାରତ ସରକାର ୨୨ଜଣ ପାକିସ୍ତାନୀ କଏଦୀଙ୍କୁ ଜେଲଦଣ୍ଡ ଶେଷ ହେବା ପରେ ଶୁକ୍ରବାର ମୁକ୍ତ କରିଛନ୍ତି। ବିଏସ୍‌ଏଫ୍‌ ଯବାନଙ୍କ ଦ୍ୱାରା ଅଟ୍ଟାରୀ-ବାଘା ସୀମାରେ ଥିବା...

ଲଖ୍‌ଭିଙ୍କୁ ମିଳିବ ମାସିକ ଖର୍ଚ୍ଚ

ନୂଆଦିଲ୍ଲୀ, ୧୨।୧୨: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଲଶ୍କର-ଇ-ତୋଇବା ନେତା ଜାକିଉର ରେହମନ ଲଖ୍‌ଭିଙ୍କୁ ତାଙ୍କ ଆକାଉଣ୍ଟରୁ ମୌଳିକ ଖର୍ଚ୍ଚ ଯୋଗାଇଦେବାକୁ ଜାତିସଂଘ ସୁରକ୍ଷା ପରିଷଦ...

Advertisement
Archives

Model This Week