Posted inଜାତୀୟ

ଡ୍ରୋନ୍‌ ଆକ୍ରମଣର କଡ଼ା ଜବାବ ଦେବ ସେନା, ୪୬୦ ଯବାନଙ୍କୁ ତାଲିମ…

ଶ୍ରୀନଗର,୧୮।୯: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ମଧ୍ୟରେ ଥିବା ଏଲ୍‌ଓସିରେ ଏବେ ଆଉ ସୀମା ପାର ଡ୍ରୋନ୍‌ ଆକ୍ରମଣର କଡ଼ା ଜବାବ ଦେବାକୁୁ ଭାରତୀୟ ସେନା ପ୍ରସ୍ତୁତ ହୋଇ ସାରିଛି। ଶନିବାର ଡ୍ରୋନ୍‌ ଆକ୍ରମଣର ମୁକାବିଲା ପାଇଁ ଆବଶ୍ୟକ ତାଲିମ ନେବା ଲାଗି ୪୬୦ ଯବାନଙ୍କୁ ଏହି ପାଠ୍ୟକ୍ରମରେ ସାମିଲ କରାଯାଇଛି। ଡ୍ରୋନ୍‌ ଆକ୍ରମଣର ମୁକାବିଲା ଏବଂ ଏହାକୁ ଗୁଳି ଖସାଇବା ଦାୟିତ୍ୱ ଲାଇଟ୍‌ ଇନଫାଣ୍ଟ୍ରି ଯବାନଙ୍କୁ ଦିଆଯାଇଛି।

ଜମ୍ମୁ-କଶ୍ମୀର ଲାଇଟ୍‌ ଇନଫାଣ୍ଟ୍ରି ରେଜିମେଣ୍ଟର ଯବାନମାନଙ୍କୁ ସ୍ବତନ୍ତ୍ର ତାଲିମ ପ୍ରଦାନ କରାଯିବ ବୋଲି ଚେନ୍ନାଇ ରିଜିଅନର ଅଫିସର୍ସ ଟ୍ରେନିଂ ଏକାଡେମୀର କମାଣ୍ଡର ଲ୍ୟୁଟନାଟ୍‌ ଜେନେରାଲ ଏମ୍‌.କେ.ଦାସ ସୂଚନା ଦେଇଛନ୍ତି। ସେନା ଯବାନମାନଙ୍କୁ ବିଜ୍ଞାନ ଏବଂ ପ୍ରାଦ୍ୟୋଗିକ ଜ୍ଞାନ, ସାଇବାର ସୁରକ୍ଷା ଏବଂ ନୂଆ ଚ୍ୟାଲେଞ୍ଜ୍‌ ସମ୍ପର୍କରେ ପରିଚିତ କରାଇବା ଉପରେ ଗୁରୁତ୍ୱାରୋପ କରାଯାଉଛି।

ସୂଚନାଯୋଗ୍ୟ, ଗତ ୨ ବର୍ଷ ଧରି ପାକିସ୍ତାନ ଲଗାତାର ଏଲ୍‌ଓସିରେ ଡ୍ରୋନ୍‌ ଆକ୍ରମଣ ଜାରି ରଖିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ୨୩ ନଦୀର ହେବ ବିକାଶ, ଚାଲିବ କାର୍ଗୋ-ଯାତ୍ରୀବାହୀ ଜାହାଜ…

ନୂଆଦିଲ୍ଲୀ,୫।୩ : କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ କହିଛନ୍ତି ଯେ ଜଳପଥକୁ ସୁଦୃଢ଼ କରିବା ଉପରେ ସରକାରଙ୍କ ଧ୍ୟାନ ରହିଛି। ଏହା ମାଧ୍ୟମରେ କାର୍ଗୋଏବଂ ଯାତ୍ରୀବାହୀ...

ଆଇଏନ୍‌ଏକ୍ସ୍‌ ମାମଲା: ଇଡ଼ି ଅଧିକାରୀ ରାକେଶ ଆହୂଜାଙ୍କ ବଦଳି

ନୂଆଦିଲ୍ଲୀ,୨୨।୮: ଆଇଏନ୍‌ଏକ୍ସ୍‌ ମାମଲାରେ ଇଡ଼ିର ସହାୟକ ଯାଞ୍ଚ୍‌ ଅଧିକାରୀ ରାକେଶ ଆହୂଜାଙ୍କୁ ଗୁରୁବାର ବଦଳି କରାଯାଇଛି। ଇଡ଼ିରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିବାରୁ ଏପରି କରାଯାଇଥିବା...

ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ: ୪ ମୃତ ୬୪ରୁ ଅଧିକ ଆହତ

ଭଦୋହି,୩ ।୧୦: ଉତ୍ତର ପ୍ରଦେଶ ଭଦୋହିର ଓରାଇ କୋତୱାଲିଠାରୁ କିଛି ଦୂରରେ ଥିବା ଏକତା ଦୁର୍ଗା ପୂଜା ପେଣ୍ଡାଲରେ ରବିବାର ରାତି ପ୍ରାୟ ୮ଟାରେ ଆରତି...

ଆନ୍ଧ୍ରରେ ଗଠିତ ହେଲା ୧୩ ନୂଆ ଜିଲା

ହାଇଦ୍ରାବାଦ,୩।୪: ଆନ୍ଧ୍ରପ୍ରଦେଶରେ ସୋମବାର ୧୩ଟି ନୂଆ ଜିଲା ଗଠନ ହେବାକୁ ଯାଉଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଜିଲା ସଂଖ୍ୟା ୨୬ ହେବ। ଏହା ଏକ...

ଶାହିନ୍‌ ବାଗ୍‌ ପ୍ରଦର୍ଶନ ପଛରେ ୨ ଯାଆଁଳା ଭାଇ କେଜ୍‌ରିଓ୍ବାଲ-ରାହୁଲ: ଭାଜପା

ନୂଆଦିଲ୍ଲୀ,୨୩।୧: ଦିଲ୍ଲୀର ଶାହିନ୍‌ ବାଗ୍‌ଠାରେ ଦୀର୍ଘ ଦିନ ହେଲା ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ ପ୍ରଦର୍ଶନ ଜାରି ରହିଛି। ଏନେଇ ଭାଜପା ପକ୍ଷରୁ ଆମ୍‌ ଆଦ୍‌ମୀ...

ଆରମ୍ଭ ହେବ ଠାକ୍‌ରେ ଶାସନ: ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଜାତୀୟ ସ୍ତରୀୟ ନେତାଙ୍କୁ କରାଯିବ ନିମନ୍ତ୍ରଣ

ମୁମ୍ବାଇ,୨୭।୧୧: ମହାରାଷ୍ଟ୍ରରେ ଠାକ୍‌ରେ ଶାସନ ଆରମ୍ଭ ହେବାକୁ ଯାଉଛି। ଗୁରୁବାର ସନ୍ଧ୍ୟା ୬ଟା ୪୦ରେ ଶିବସେନା ପ୍ରମୁଖ ଉଦ୍ଧବ ଠାକ୍‌ରେ ସ୍ଥାନୀୟ ଶିବାଜୀ ପାର୍କରେ ଆୟୋଜିତ...

ହରିୟାଣାରେ ମୋଦିଙ୍କ ନିର୍ବାଚନୀ ଶଙ୍ଖନାଦ

ରୋହତକ୍‌୍‌,୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିୟାଣା ବିଧାନସଭା ନିର୍ବାଚନ ପାଇଁ ରବିବାର ଶଙ୍ଖନାଦ କରିଛନ୍ତି। ରୋହତକରେ ଆୟୋଜିତ ଏକ ସଭାରେ ସେ ଭାଜପା ସରକାରଙ୍କ ଶହେ...

ରୁଷିଆ ତୈଳ ଉପରେ ଜି-୭ର କଟକଣାକୁ ସମର୍ଥନ କରିବାକୁ ମନା କଲା ଭାରତ, ନିଷ୍ପତ୍ତିକୁ ସ୍ବାଗତ କଲା ରୁଷିଆ…

ନୂଆଦିଲ୍ଲୀ,୧୧।୧୨ : ଜି-୭ ଦେଶ ଏବଂ ସେମାନଙ୍କର ସହଯୋଗୀମାନଙ୍କ ପକ୍ଷରୁ ରୁଷିଆ ତୈଳ ଉପରେ ଲଗାଯାଇଥିବା କଟକଣାକୁ ଭାରତ ସମର୍ଥନ କରିବାକୁ ମନା କରିଛି। ରୁଷିଆର...

Advertisement
Archives

Model This Week