Posted inଖେଳ

୧୪ରେ ଆର୍ଜେଣ୍ଟିନା-କ୍ରୋଏସିଆ ସେମିଫାଇନାଲ

ଦୋହା,୧୦।୧୨: ଚଳିତ ଫିଫା ବିଶ୍ୱକପର ସେମିଫାଇନାଲରେ କ୍ରୋଏସିଆକୁ ଭେଟିବ ଆର୍ଜେଣ୍ଟିନା। ଶୁକ୍ରବାର ଖେଳାଯାଇଥିବା ୨ଟିଯାକ କ୍ୱାର୍ଟର ଫାଇନାଲ ପେନାଲ୍ଟି ଶୁଟ୍‌ ଆଉଟରେ ମୀମାଂସା ହୋଇଥିଲା। ବ୍ରାଜିଲକୁ କ୍ରୋଏସିଆ ୪-୨ ଗୋଲରେ ହରାଇଥିବା ବେଳେ ଆର୍ଜେଣ୍ଟିନା ୪-୩ ଗୋଲରେ ନେଦରଲାଣ୍ଡ୍ସକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ୧୪ ତାରିଖରେ ଏହି ମ୍ୟାଚ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ୍‌ ଇଣ୍ଡିଆର ଏହି ବ୍ୟାଟ୍ସମ୍ୟାନ୍‌ ଇଶାନ୍ତ ଶର୍ମାଙ୍କ ବ୍ୟାଟିଂ କୋଚ୍‌

କିଙ୍ଗଷ୍ଟନ,୧।୯: ଭାରତର ଷ୍ଟାର୍‌ ବୋଲର୍‌ ଇଶାନ୍ତ ଶର୍ମା ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ମ୍ୟାଚ୍‌ରେ ଇଶାନ୍ତ ୮୦ଟି ବଲ ଖେଳି...

ପ୍ରଶଂସକଙ୍କ ଫୋନ ଭାଙ୍ଗିବା ରୋନାଲ୍ଡୋଙ୍କ ପାଇଁ ପଡିଲା ମହଙ୍ଗା: ୨ ମ୍ୟାଚ୍‌ରୁ ବାସନ୍ଦ, ୫୦ ଲକ୍ଷ ଜୋରିମନା

ନୂଆଦିଲ୍ଲୀ,୨୪।୧୧: ଫୁଟବଲ କିମ୍ବଦନ୍ତୀ ତଥା ପୂର୍ବତନ ମାଞ୍ଚେଷ୍ଟର ୟୁନାଇଟେଡ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ତାଙ୍କ ପ୍ରଶଂସକଙ୍କ ଫୋନ ଭାଙ୍ଗିବା ମହଙ୍ଗା ପଡିଛି। ସେ ଚଳିତ ବର୍ଷ...

ପ୍ରଥମ ଭେଟରେ ଏହି କ୍ରିକେଟର୍‌ଙ୍କୁ ଗାଳି ଦେଇଥିଲେ ଧୋନୀ

ଭାରତୀୟ କ୍ରିକେଟ ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ସ୍ପିନର ହେଉଛନ୍ତି ୟୁଜବେନ୍ଦ୍ର ଚହଲ। ୨୦୧୬ରେ ପ୍ରଥମଥର ଦେଶ ପାଇଁ ଖେଳିବାର ସୁଯୋଗ ପାଇଥିଲେ। ସେ ୨୦୧୬ ଜୁନ...

ଗୁରୁଙ୍କୁ ମନେପକାଇ ଭାବୁକ ହେଲେ ସଚିନ

ଗୁରୁ ରମାକାନ୍ତ ଆଚରେକରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧଞ୍ଜଳି ଜଣାଇ ଭାବୁକ ହୋଇଛନ୍ତି ଭାରତର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର। ଗୁରୁଙ୍କର ଏକ...

ସୋଏବ ଅଖତର ଶେୟାର କଲେ ଦ୍ୱିତୀୟ ପୁଅର ଫଟୋ, ଏମିତି କହିଲେ ହରଭଜନ ସିଂ

ଭାରତ ଏବଂ ପାକିସ୍ତାନ ଖେଳାଳିମାନେ କେବଳ ପଡିଆରେ ନୁହେଁ, ପଡିଆ ବାହାରେ ମଧ୍ୟରେ ପରସ୍ପର ଟିପ୍ପଣୀ ଦେବା ଦେଖାଯାଏ। ଏହା ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି।...

ପ୍ରମୋଦ ଭଗତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା: ୩୦ ଲକ୍ଷ ୯୫ ହଜାର ଟଙ୍କା ପୁରସ୍କାର

ଭୁବନେଶ୍ୱର, ୧।୯(ସ୍ପୋଟର୍‌ସ ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବଡବ୍ଲ୍ୟୁଏଫ୍‌) ପରା ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରି...

ଡିସିି ପାଇଁ ବିଜୟ ଲକ୍ଷ୍ୟ ୧୭୨ …

ମୁମ୍ବାଇ, ୨।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷରେ ଗୁଜୁରାଟ ଟାଇଟନ୍ସ(ଜିଟି) ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି...

ପାକିସ୍ତାନର ଏହି ଅଲରାଉଣ୍ଡର ଧୋନୀଙ୍କ ବଡ଼ ପ୍ରଶଂସକ; ଘରର କାନ୍ଥରେ ଲଗାଇଛନ୍ତି ଫଟୋ

ନୂଆଦିଲ୍ଲୀ,୩।୯: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଲୋକପ୍ରିୟତା କେବଳ ଭାରତରେ ସୀମିତ ନୁହେଁ। ଦୁନିଆର କୋଣ ଅନୁକୋଣରେ ଧୋନୀଙ୍କ ପ୍ରଶଂସକ...

Advertisement
Archives

Model This Week