Posted inUncategorized

ବେବି ବମ୍ପ ସହତ ଫଟୋ ଶେୟାର କଲେ ଅପାରଶକ୍ତି ଖୁରାନା: କାହିଁକି ଲକ୍‌ଡାଉନ୍‌ରେ ବେବି ପ୍ଲାନ କଲେ ଜାଣନ୍ତୁ

ଦୀର୍ଘ ଦିନ ପରେ ଖୁରାନା ପରିବାର ପୁଣି ଥରେ ଖୁସିର ଲହରୀ ଦେଖିବାକୁ ମିଳିଛି। ଅଭିନେତା ଆୟୁଷ୍ମାନ ଖୁରାନା ବଡ଼ବାପା ହେବାକୁ ଯାଉଛନ୍ତି। ବାପା ହେବା ଖୁସିରେ ତାଙ୍କ ସାନଭାଇ ଅପାରଶକ୍ତି ଖୁରାନା ସ୍ତ୍ରୀ ଆକ୍ରିତୀ ଆହୁଜାଙ୍କ ବେବି ବମ୍ପ ସହିତ ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ସେ ସ୍ତ୍ରୀଙ୍କ ଗର୍ଭଧାରଣ ବିଷୟରେ ଘୋଷଣା କରିଛନ୍ତି।
ଫଟୋରେ ଅପାରଶକ୍ତି ବେବି ବମ୍ପଙ୍କୁ କିସ୍‌ କରୁଥିବା ନଜର ଆସିଛନ୍ତି । ଏହି ଫଟୋକୁ ଅନେକ ଲୋକ ପସନ୍ଦ କରିଛନ୍ତି। ଏଥି ସହିତ, ଲୋକଙ୍କ ଧ୍ୟାନ ଫଟୋର କ୍ୟାପଶନକୁ ଯାଉଛି, ଯେଉଁଥିରେ ସେ ଲକଡାଉନରେ କାହିଁକି ବେବି ପ୍ଲାନ କରିଛନ୍ତି ବୋଲି ସେ କହିଛନ୍ତି।

ଅପାରଶକ୍ତି ବର୍ତ୍ତମାନ ବହୁତ ଖୁସି ଅଛନ୍ତି। ପରିବାରରେ ଏକ ଛୋଟ ଅତିଥିଙ୍କ ପୁନର୍ବାର ଆସିବାକୁ ଯାଉଛନ୍ତି । ଫଟୋ ଶେୟାର କରି
ଏକ ମଜାଳିଆ ଢ଼ଙ୍ଗରେ କହିଥିଲେ ଯେ, ସେ କାହିଁକି ଲକ୍‌ଡାଉନ୍‌ରେ ବେବି ପ୍ଲାନ କରିଛନ୍ତି। ଫଟୋ କ୍ୟାପଶନରେ ସେ ଲେଖିଛନ୍ତି, ‘ଯଦି ଲକ୍‌ଡାଉନରେ କାମ ନ ମିଳିବ ତେବେ ଆମେ ଭାବୁଥିଲୁ କେବଳ ପରିବାର ବଢ଼ାଯାଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲିକ୍‌ କେମେଷ୍ଟ୍ରି

ବେର୍‌ଟୋଜି : ବେର୍‌ଟୋଜି ଅକ୍ଟୋବର ୧୦, ୧୯୬୬ରେ ଆମେରିକାର ବୋଷ୍ଟନ୍‌ଠାରେ ଜନ୍ମଲାଭ କରିଥିଲେ ଏବଂ ୧୯୯୩ରେ ବରକେଲେସ୍ଥିତ କାଲିଫର୍ନିଆ ବିଶ୍ୱବିଦ୍ୟାଳୟରୁ ପିଏଚ.ଡି ଲାଭ କରିଥିଲେ। ତାଙ୍କର...

ଜିନୋମ୍‌ ସିକ୍ୱେନ୍ସିଂ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ, ୧୧।୯: ସେପ୍ଟେମ୍ବର-ଅକ୍ଟୋବରରେ ଦେଶରେ କୋଭିଡ୍‌-୧୯ର ତୃତୀୟ ଲହର ଆସିବାକୁ ଥିବାବେଳେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ...

ଏମିତି କରୁଥିଲେ ପିଛା ଛାଡ଼ବନି ଦାରିଦ୍ର୍ୟ

ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଏପରି କିଛି ବିଷୟରେ ବର୍ଣ୍ଣନା କରିଛନ୍ତି, ଯାହାକୁ ଗ୍ରହଣ କରି ଜଣେ ଖୁସିରେ ରହିପାରିବ। ସେ ବ୍ୟକ୍ତିର ଏପରି କିଛି...

ବୁଦ୍ଧିମାନ ହୋଇଥିଲେ ଗର୍ବି ସ୍ବଭାବ ଯୋଗୁ ନିଜର କ୍ଷତି କରିଥାନ୍ତି ଏହି ୩ ରାଶିର ବ୍ୟକ୍ତି; ଆପଣ ନୁହନ୍ତି…

ଜ୍ୟୋତିଷଶାସ୍ତ୍ରରେ ରାଶି ଅନୁଯାୟୀ ଗୁଣ, ଦୋଷ ଏବଂ ସ୍ବଭାବ ଆଦି ବିଷୟରେ ଭବିଷ୍ୟବାଣୀ କରାଯାଇଥାଏ। କିଛି ଲୋକ ବହୁତ ବୁଦ୍ଧିମାନ ହୋଇଥିଲେ ହେଁ ଅହଂଙ୍କାର ପାଇଁ...

ନକଲି ଶିକ୍ଷକ ନିଲମ୍ବିତ

ରସୁଲପୁର,୨୫।୯(ଡି.ଏନ.ଏ.):ରସୁଲପୁର ଶିକ୍ଷାମଣ୍ଡଳ ଅଧୀନ ବାରବାଟୀ ପଞ୍ଚାୟତ ଦୁର୍ଗାପୁର ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଜୟ ଭୂଷଣ ଶରଣଙ୍କୁ ବ୍ଲକ ଶିକ୍ଷାଧିକାରୀ(ବିଇଓ)ସୁଦର୍ଶନ ମଲ୍ଲିକ ଚାକିରିରୁ ନିଲମ୍ବିତ କରିଛନ୍ତି।...

ଶୀତଦିନେ ଏସବୁ ଖାଇଲେ ନିୟନ୍ତ୍ରଣ ହୁଏ ମଧୁମେହ

ମଧୁମେହ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ରୋଗୀକୁ ଅନେକ କିଛି କରିବାକୁ ପଡ଼ିଥାଏ। କେତେବେଳେ ଖାଦ୍ୟପେୟରେ କଟକଣା...

୨ ଟନ୍‌ ସାମଗ୍ରୀ ଜବତ, ୫୦ହଜାର ଜରିମାନା

ଭୁବନେଶ୍ୱର, ୧୨।୧(ବ୍ୟୁରୋ): ରାଜଧାନୀରେ ପୁଣି ଏକ ପଲିଥିନ୍‌ ଗୋଦାମ ଉପରେ ଚଢ଼ାଉ କରାଯାଇଛି। ସୋମବାର ଆଇଗିଣିଆ ଆଳୁଗଦି ନିକଟ ଏକ ପଲିଥିନ୍‌ ଗୋଦାମରେ ଚଢ଼ାଉ କରାଯାଇ...

କ୍ଷୀର ଏମ୍‌ଏସ୍‌ପି ତୁରନ୍ତ ଲାଗୁ କରାଯାଉ

ଭୁବନେଶ୍ୱର,୬।୩(ବ୍ୟୁରୋ): ଦୁଗ୍ଧର ଲିଟର ପିଛା ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌.ଏସ୍‌.ପି.) ୩୫ ଟଙ୍କା କରିବାକୁ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ଦାବି କରି ଆସୁଛି। ତେବେ ଏହାକୁ...

Advertisement
Archives

Model This Week