ଝିଅ ସହ ସମୟ କାଟୁଛନ୍ତି ଅନୁଷ୍କା

ମୁମ୍ବାଇ: ବଲିଉଡର ଆଗାଧାଡିର ନାୟିକା ଅନୁଷ୍କା ଶର୍ମା । ତାଙ୍କର ଚୁଲବୁଲି ଅନ୍ଦାଜ ସହ ମିଲିୟନ ଡଲାରର ସ୍ମାଇଲରେ ସେ ସମସ୍ତଙ୍କୁ ପ୍ରଭାବିତ କରି ପାରନ୍ତି । ଏକଦଶକୁ ଅଧିକ ସମୟ ଧରି ବଳିଉଡ୍‌ରେ ରାଜ କରିଥିବା ଅନୁଷ୍କା ପ୍ରାୟ ସବୁ ପ୍ରକାର ଚରିତ୍ରରେ ଅଭିନୟ କରିଛନ୍ତି । ଏବେ ରିୟଲ ଲାଇଫରେ ଅନୁ୍‌ଷ୍କା ଜଣେ ମା’ ଭାବେ ବି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ଏବେ ଅଭିନେତ୍ରୀ ତାଙ୍କ ଆଗାମୀ ଫିଲ୍ମ ‘ଚକଦା ଏକ୍ସପ୍ରେସ’ର ଶୁଟିଂ ପାଇଁ ଲଣ୍ଡନରେ ଅଛନ୍ତି । ଆଉ ସେଠାରେ ସେ ତାଙ୍କ ଝିଅ ଭାମିକାକୁ ପାର୍କ ନେଇ ଯିବାକୁ କିଛି ସମୟ ବାହାର କରିଥିବା ଦେଖାଯାଇଛି । ଅନୁଷ୍କା ତାଙ୍କ ଇନଷ୍ଟାଗ୍ରାମରେ ହାଲକା ପର୍ପଲ କଲର ହୁଡି, ବ୍ଲୁ କଲର ଜିନ୍ସ ଓ ଜୋତା ପିନ୍ଧିଥିବା ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ପ୍ଲେ ପାର୍କରେ ମୋର ଆଜିର ଦିନ ଖୁବ୍ ସୁନ୍ଦର ରହିଲା, ଯେଉଁଠିକି ମୁଁ ମୋ ଝିଅ ପାଇଁ ଯାଇଥିଲି । ଅନୁଷ୍କାଙ୍କର ଏହି ପୋଷ୍ଟକୁ ତାଙ୍କ ପ୍ରଶଂସକ ଖୁବ୍ ପସନ୍ଦ କରିଛନ୍ତି । ପୋଷ୍ଟକୁ ଲାଇକ କରିବା ସହ ଭିନ୍ନ ଭିନ୍ନ ପ୍ରକାରର କମେଣ୍ଟସ ବି ଦେଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ସୀମା ଟପିଗଲେ ଦୀପିକା

ବମ୍ବେ: ବିବାହ ପରେ ବୋଲ୍ଡ ଦୃଶ୍ୟ ଦେଇ ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ। ଚଳଚ୍ଚିତ୍ର ‘ଗେହରାଇୟାଁ’ରେ ସବୁ ସୀମା ଟପିଛନ୍ତି ସେ। ଅଭିନେତା ସିଦ୍ଧାନ୍ତ...

ଅଭିନେତ୍ରୀ ନୁହନ୍ତି ସ୍ତ୍ରୀ, ମା’ ହୋଇ ଜୀବନ ବିତାଇବାକୁ ଚାହୁଁଥିଲେ ରେଖା

ରେଖା ବଲିଉଡର ଏପରି ଜଣେ ଅଭିନେତ୍ରୀ, ଯାହାଙ୍କୁ ଲକ୍ଷ ଲକ୍ଷ ଦର୍ଶକ ପସନ୍ଦ କରନ୍ତି। ତାଙ୍କ ଅଭିନୟକୁ ପ୍ରଶଂସକ ଖୁବ ପସନ୍ଦ କରନ୍ତି। ତାଙ୍କ ଫିଲ୍ମ...

ହାତକୁ ଦୁଇହାତ ହେଲେ କାମ୍ୟା

ବମ୍ବେ: ବିବାହ ବନ୍ଧନରେ ଟେଲିଜଗତର ଲୋକପ୍ରିୟ ଅଭିନେତ୍ରୀ କାମ୍ୟା ପଞ୍ଜାବୀ। ପ୍ରେମିକ ସଲଭ ଦାଙ୍ଗଙ୍କୁ ସେ ପଞ୍ଜାବୀ ରୀତିନୀତିରେ ବିବାହ କରିଛନ୍ତି। ଏହା କାମ୍ୟାଙ୍କ ଦ୍ୱିତୀୟ...

ଦୁର୍ଗାପୂଜା ପେଣ୍ଡାଲରେ ନିଜ ମୂର୍ତ୍ତି ଦେଖି ଏମତି କହିଲେ ସୋନୁ ସୁଦ୍‌

କରୋନା ମହାମାରୀ ସମୟରେ ବେଶୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଶ୍ରମିକ। ଏଭଳି ପରିସ୍ଥିତିରେ ବଲିଉଡ ଅଭିନେତା ସୋନୁ ସୁଦଙ୍କ ଶ୍ରମିକମାନଙ୍କୁ ସହାୟତାର ହାତ ବଢାଇଥିଲେ। ସେ...

ଆଶାରେ ଶିବ୍‌

ସଦାଶିବ ନାୟକ ଓରଫ ଶିବ୍‌। ନିଜର ବଡ଼ ପରଦା କ୍ୟାରିୟରକୁ ନେଇ ସେ ବେଶ୍‌ ସଚେତନ। ଆସନ୍ତା ମାସରେ ରିଲିଜ ହେବାକୁ ଯାଉଥିବା ଓଡ଼ିଆ ସିନେମା...

ଅଭିନୟ କରୁ କରୁ ସତସତିକା ପ୍ରେମରେ!

ବମ୍ବେ: ଦୀର୍ଘ ୧୩ ବର୍ଷ ଧରି ପ୍ରସାରିତ ହୋଇ ଆସୁଛି ଧାରାବାହିକ ‘ୟେ ରିସ୍ତା କ୍ୟା କେହଲାତା ହୈ’। ଏଯାବତ ଏହି ଲୋକପ୍ରିୟ ଶୋ’୩୭୦୦ରୁ ଅଧିକ...

ଓସ୍କାର ଦୌଡ଼ରେ ‘କାଲିର ଅତୀତ’

ଭୁବନେଶ୍ୱର,୨୦।୨(ବ୍ୟୁରୋ): ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘କାଲିର ଅତୀତ’ ଓସ୍କାର ଦୌଡ଼ରେ ସାମିଲ ହୋଇଛି। ଶ୍ରେଷ୍ଠ ଛବି, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ନିର୍ଦ୍ଦେଶକ ସହ...

ଟିଏମ୍‌ସିରେ ସାମିଲ ହେଲେ ଶତ୍ରୁଘ୍ନ ସିହ୍ନା

ମୁମ୍ବାଇ,୧୩ ।୩: ବଲିଉଡ୍‌ର ସେ ସମୟର ଆଗଧାଡିର କଳାକାରଙ୍କ ମଧ୍ୟରେ ଅନ୍ୟତମ ଥିଲେ ଶତ୍ରୁଘ୍ନ ସିହ୍ନା । କିଛିଦିନ ହେବ ସେ ମନୋରଞ୍ଜନ ଦୁନିଆରୁ ଦୂରେଇ...

Advertisement
Archives

Model This Week