ଅନୁତାପ କରୁଛନ୍ତି ଅନନ୍ୟା

ଅନନ୍ୟା ପାଣ୍ଡେ ଏବେ ଅନୁତାପ କରୁଛନ୍ତି। ହେଲେ କ’ଣ ହେବ ? ବୋହିଗଲା ପାଣି ଆଉ ଧନୁରୁ ବାହାରି ଯାଇଥିବା ତୀର କ’ଣ ଫେରିଆସେ ? ଅସଲ କଥା ହେଲା, ନିକଟରେ ଅନନ୍ୟାଙ୍କୁ ଏକ ନୂଆ ସିନେମାରେ ଅଭିନୟ କରିବାକୁ ଅଫର ମିଳିଥିଲା। ନିଜ ଭୂମିକା ବିଷୟରେ ଜାଣିବା ପରେ ଖୁସିରେ ଉଛୁଳି ଉଠିଥିଲେ ସେ। ହେଲେ ଏହି ଫିଲ୍ମରେ ସଂଯୋଜିତ ହେବାକୁ ଥିବା ଏକ ଆଇଟମ୍‌ ନମ୍ବର ତାଙ୍କର ଟେନ୍‌ସନ ବଢ଼ାଇ ଦେଇଥିଲା। ସେପଟେ ଦେଖିଲା ବେଳକୁ ଏହି ଗୀତର ସଂଯୋଗ କାହାଣୀ ସହ ରହିଛି। କିନ୍ତୁ ଏପରି ଗୀତରେ ନାଚିବାକୁ ରାଜି ହୋଇ ନଥିଲେ ଅନନ୍ୟା। କେବଳ ସେତିକି ନୁହେଁ, ଅଫରଟିକୁ ମଧ୍ୟ ହାତଛଡ଼ା କରିଥିଲେ। ହେଲେ ଏବେ ସେପରି ନିଷ୍ପତ୍ତିକୁ ନେଇ ଅନୁତାପ କରୁଛନ୍ତି ସେ। ‘ଅଫରଟିକୁ ରେଡ୍‌ ସିଗ୍‌ନାଲ ଦେଖାଇବା ପରେ ଏବେ ମୁଁ ଭାବୁଛି ଯେ ସେପରି ଡିସିସନ ବିଷୟରେ ଭଲ ଭାବରେ ଚିନ୍ତା କରିଥିଲେ ହୋଇଥାଆନ୍ତା। ହେଲେ ଏବେ ଆଉ କିଛି କରିହେବ ନାହିଁ। ସାମାନ୍ୟ ଭୁଲ ପାଇଁ ଭଲ ଭୂମିକାଟିଏ ହାତରୁ ଖସିଗଲା ବୋଲି କହନ୍ତି ଅନନ୍ୟା।’


Enter your email to get our daily news in your inbox.

All Right Reserved By Dharitri.Com

ଆଦିପୁରୁଷ ବ୍ୟାନ୍‌ ଦାବିରେ ବିକ୍ଷୋଭ

ଲକ୍ଷ୍ନୌ,୧୯।୬: ରାମାୟଣ କଥାବସ୍ତୁ ଉପରେ ଆଧାରିତ ପାନ୍‌ ଇଣ୍ଡିଆ ଫିଲ୍ମ ‘ଆଦିପୁରୁଷ’ ବ୍ୟାନ୍‌ ଦାବିରେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ହିନ୍ଦୁ ସଙ୍ଗଠନଗୁଡ଼ିକ ଦ୍ୱାରା ବିକ୍ଷୋଭ...

ମାତ୍ର ୧୭ ବର୍ଷରେ ମିସ୍‌ ୟୁନିଭର୍ସ ଇଣ୍ଡିଆ ହୋଇଥିଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ଆଜି ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୯୪, ଫେବୃୟାରୀ ୨୫ରେ ଉତ୍ତରାଖଣ୍ଡର କୋଟଦ୍ୱାରରେ ସେ ଜନ୍ମଗହଣ କରିଥିଲେ। ଉର୍ବଶୀ ନିଜର...

ଆକ୍ସନ ନିଶାରେ ରାଜବୀର

ନବାଗତ ରାଜବୀର । ନୂଆ ଓଡ଼ିଆ ସିନେମା ‘ଅରୁନ୍ଧତୀ’ରେ ତାଙ୍କୁ ମିଳିଛି ଏକ ଚ୍ୟାଲେଞ୍ଜିଂ ଭୂମିକା। ଏଥିରେ ତାଙ୍କୁ କେବଳ ଆକ୍ସନ ନୁହେଁ, ରୋମାଣ୍ଟିକ ରୋଲ୍‌ରେ...

ଆଶ୍ୱସ୍ତ ହେଲେ ସଲମାନ

ମୁମ୍ବାଇ,୧୭।୬: କୃଷ୍ଣସାର ମୃଗ ଶିକାର ମାମଲାରେ କୋର୍ଟରେ ମିଥ୍ୟା ଆଫିଡେଭିଟ ଦାଖଲ କରିବା ମାମଲାରେ ଯୋଧପୁର କୋର୍ଟ ସୋମବାର ବଲିଉଡ୍‌ ଅଭିନେତା ସଲମାନ ଖାଁଙ୍କୁ ଦୋଷମୁକ୍ତ...

କ୍ୟାଟ୍ରିନା-ଭିକିଙ୍କ ପାଇଁ ଉପହାର ପଠାଇଲେ ସଲମାନ୍‌: ଦାମ୍‌ ଜାଣିଲେ…

ଡିସେମ୍ବର ୯ରେ ବଲିଉଡ୍‌ ଅଭିନେତଈ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହ ପରେ ଏବେ ଉପହାର ଦେବା ନେବା...

ରୀନାଙ୍କୁ ଏଥର ନେଗେଟିଭ୍‌

ନା ସେ ଗଁ। ରେ ଡ୍ରାମା କରିଥିଲେ। ନା ତାଙ୍କର ଅଭିନୟର କୌଣସି ଅଭିଜ୍ଞତା ଥିଲା। ସେ କେବଳ ଭଲ ପାଉଥିଲେ ଯାତ୍ରାକୁ। ଯାତ୍ରା ପ୍ରତି...

ସାଦ ଖାଇଲେ ସୋନମ

ବଲିଉଡ ଅଭିନେତ୍ରୀ ସୋନମ କପୁର ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଆଜିକାଲି ସେ ନିଜ ଗର୍ଭଧାରଣ ସମୟକୁ ଉପଭୋଗ ମଧ୍ୟ କରୁଛନ୍ତି। ସୋନମ ଏବେ ଲଣ୍ଡନରେ...

ହଲରେ ଭଙ୍ଗାରୁଜା କଲେ ପଓ୍ବନ କଲ୍ୟାଣଙ୍କ ଫ୍ୟାନ୍‌

ହାଇଦ୍ରାବାଦ୍‌, ୯ା୪- ଦୁଇ ବର୍ଷର ବ୍ୟବଧାନ ପରେ ବଡ଼ ପରଦାକୁ ଫେରିଥିବା ସାଉଥ୍‌ର ପାଓ୍ବାରଷ୍ଟାର କୁହାଯାଉଥିବା ପଓ୍ବନ କଲ୍ୟାଣଙ୍କ ଫ୍ୟାନ୍ସ ତେଲାଙ୍ଗାନାର ଏକ ହଲରେ ବ୍ୟାପକ...

Advertisement
Archives

Model This Week