Tag Archives: Viral Video Story

୧୧ ହଜାର ଭୋଲ୍ଟର ତାରରେ ଝୁଲି ପାଣିକୁ ଡେଉଁଛନ୍ତି ଯୁବକ, Video ଦେଖିଲେ ମୁଣ୍ଡରେ ଦେବେ ହାତ…

ଗାଁର ଜୀବନ କେତେ ର୍ନିଭୟ ଓ ମୁକ୍ତ, ତାହାର ଏକ ଜୀବନ୍ତ ଉଦାହରଣ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉକ୍ତ ଭିଡିଓରେ ଗାଁର କିଛି ଯୁବକ ନିର୍ଭୟରେ ହାଇ ଭୋଲଟେଜ ବିଦ୍ୟୁତ ତାରରେ ଝୁଲୁଥିବା ଏବଂ ସେଠାରୁ ପାଣିକୁ ଡେଇଁ…

Shocking Video:  ଗଛ ଉପରେ ଫଣା ଟେକି ବସିଛି ବିଶାଳକାୟ ଅହିରାଜ, ଭିଡିଓ ଦେଖିଲେ… 

ପ୍ରତିଦିନ ଆମେ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଦେଖିବାକୁ ପାଉ ଯାହା ଆଶ୍ଚର୍ଯ୍ୟ କରେ। ଏହି କ୍ରମରେ ଏବେ କିଙ୍ଗ କୋବ୍ରାର ଏକ ଭୟଙ୍କର ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଛାନିଆ ହେବା ସ୍ବାଭାବିକ। ଏହି ଭିଡିଓରେ,…

Video: ପୋଜ୍‌ ଦେଉ ଦେଉ ପଡ଼ିଗଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ କେମିତି ଅଛି ସ୍ବାସ୍ଥ୍ୟାବସ୍ଥା

ସିଡନୀ,୩।୪: ନ୍ୟୁ ସାଉଥ ୱେଲ୍ସରେ ଗୁରୁବାର ଏକ ପ୍ରଚାର କାର୍ଯ୍ୟକ୍ରମ ସମୟରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ ମଞ୍ଚରୁ ପଡ଼ି ଯାଇଛନ୍ତି। ମେ’ ମାସରେ ଅନୁଷ୍ଠିତ ଜାତୀୟ ନିର୍ବାଚନ ପାଇଁ ଏକ ପ୍ରଚାର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ପରେ ଫଟୋଗ୍ରାଫ…

ନୂଆ ବୁଲେଟ୍‌ ଉପହାର ଦେଇ ସରପ୍ରାଇଜ୍‌ ଦେଲେ ପତ୍ନୀ; ଭୋ ଭୋ ହୋଇ କାନ୍ଦି ପକାଇଲେ ବ୍ୟକ୍ତି; ଭାବବିହ୍ବଳ କରୁଛି Video

ସରପ୍ରାଇଜ୍‌ କାହାକୁ ବା ନାପସନ୍ଦ। କାରଣ ଏଥିରେ ଯେକୌଣସି ବ୍ୟକ୍ତିଙ୍କ ମୁହଁରେ ହସ ଚାଲି ଆସିଥାଏ। ଏବେ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ପତ୍ନୀଙ୍କଠାରୁ ମିଳିଥିବା ସରପ୍ରାଇଜ୍‌ ଭେଟିକୁ ପାଇ ସ୍ବାମୀ ଯେଉଁଭଳି ଭାବେ ପ୍ରତିକ୍ରିୟା…

Stunt Video: ବାରମ୍ବାର ମନା କରିବା ସତ୍ତ୍ୱେ ଛାତ ଉପରୁ ତଳକୁ ଡେଇଁଲେ ଯୁବକ, ତା’ପରେ ଯାହା ଘଟିଲା…. ଦେଖନ୍ତୁ ଲୋମଟାଙ୍କୁରା ଭିଡିଓ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜେଜେ ମା’ ଓ ତାଙ୍କ ନାତିଙ୍କ ମଧ୍ୟରେ ଏକ ମଜାଳିଆ ଘଟଣା ଦେଖିବାକୁ ମିଳୁଛି। ନାତି ଛାତଉପରୁ ଡେଇଁବାକୁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କ ଜେଜେମା’ ତାଙ୍କୁ ବାରମ୍ବାର ଅଟକାଇବାକୁ…

ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଳାଉଥିଲେ ଯୁବକ: ଧରାପଡିବାରୁ ପୋଲିସ ହାତ କାମୁଡି ଦେଲେ: ଦେଖନ୍ତୁ ଭିଡିଓ

ଦୁଇ ଚକିଆ କିମ୍ବା ଚାରି ଚକିଆ ଗାଡି ଚଳାଇବା ସମୟରେ ମୋଟର ଯାନ ନିୟମ ଅନୁସରଣ କରିବା ଆବଶ୍ୟକ। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଏହି ନିୟମକୁ ଆଦୌ ଅନୁସରଣ କରି ନ ଥାନ୍ତି ଏବଂ ଏପରିକି ଏହି ନିୟମକୁ…

ସାଇକେଲ୍‌ ଚକରେ ପ୍ରସ୍ତୁତ କରିଦେଲେ ଡାଇନିଂ ଟେବୁଲ୍‌: ବ୍ୟକ୍ତିଙ୍କ ବୁଦ୍ଧିକୁ ଲୋକେ କଲେ ବାଃ ବାଃ

ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୁଏ। କିଛି ଭିଡିଓରେ ଲୋକମାନଙ୍କର କାର୍ଯ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ଆଜିକାଲି ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି। ଏହା ଦେଖିବା ପରେ ଲୋକମାନେ କହୁଛନ୍ତି ‘ଏହି ପ୍ରତିଭା…

Video: ୭୦୦ ଟଙ୍କାରେ ଥର୍‌ କିଣିବାକୁ ଚାହୁଁଥିବା ଶିଶୁଙ୍କୁ ବଡ଼ ସୁଯୋଗ ଦେଲେ ଆନନ୍ଦ ମହିନ୍ଦ୍ରା

ମହିନ୍ଦ୍ରା ଗ୍ରୁପ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ପ୍ରାୟତଃ ସକ୍ରିୟ ଥାନ୍ତି। କେବଳ ଏତିକି ନୁହେଁ, ଆନନ୍ଦ ମହିନ୍ଦ୍ରା ମଧ୍ୟ ଲୋକଙ୍କୁ ଅନେକ ସମୟରେ ସାହାଯ୍ୟ କରନ୍ତି। କିଛି ସମୟ ପୂର୍ବରୁ ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓରେ…

Video: ହେଲମେଟ୍‌ ଭିତରେ ଲୁଚି ରହିଥିଲା ଅହିରାଜ, ପିନ୍ଧିବାକୁ ଯିବା ବେଳେ ଫଣା ଦେଖି ଉଡିଲା ହୋସ୍‌…

ଅହିରାଜକୁ ଦୁନିଆର ସବୁଠାରୁ ବିଷଧର ସର୍ପ ଭାବେ ଗଣାଯାଏ। ଏହା ଥରେ ଦଂଶନ କଲେ ବଞ୍ଚିବା ମୁସ୍କିଲ। ଏଣୁ ଏହାକୁ ସାମ୍ନାରେ ଦେଖିଲେ ଡରିବା ସ୍ବାଭାବିକ। ହେଲେ ଏବେ ଏକ ଏଭଳି ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ହେଲମେଟ୍‌…

Video: ଆଖି ପିଛୁଳାକେ ଛେଳିକୁ ପଞ୍ଝାରେ ଉଠାଇ ନେଇ ଉଡିଗଲା ଚିଲ, କ୍ୟାମେରାରେ କଏଦ ହେଲା ଭୟଙ୍କର ଦୃଶ୍ୟ…

କୁହାଯାଏ ଚିଲ ଏକ ବିଚକ୍ଷଣ ଶିକାରୀ। ବିଶେଷକରି ଏହାର ପଞ୍ଝାରେ ରହିଛି ବହୁତ ଶକ୍ତି। ଚିଲ ନିଜର ପଞ୍ଝାରେ ଶିକାରକୁ ସହଜରେ ଉଠାଇ ନେଇଥାଏ। ସାଧାରଣତଃ ଚିଲର ଓଜନ ୪ରୁ ୯ କିଗ୍ରା ହୋଇଥିବା ବେଳେ ଏହା ପ୍ରାୟ ୫ କିଗ୍ରା…

ବିବାହ ଦିନ ଏମିତି ପ୍ରତିଶ୍ରୁତି ଦେଲେ ସ୍ବାମୀ, ସମସ୍ତଙ୍କ ଆଖିରେ ଆସିଗଲା ଲୁହ

ପ୍ରତିଦିନ କିଛି ନା କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ। ଏହି ଭିଡିଓଗୁଡିକ ମଧ୍ୟରୁ କେତେକ ହସାଇଥାଏ ଏବଂ ଆଉ କିଛି ଭିଡିଓ ଭାବପ୍ରବଣ କରିଥାଏ। ଆଜିକାଲି ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଜଣେ…

Video: ଅଣନିଃଶ୍ୱାସୀ ଲାଗିଲା ବୋଲି ବସ୍‌ ଝରକାରୁ ବେକ କାଢ଼ିଥିଲେ ବ୍ୟକ୍ତି,ଫସିଗଲା ମୁଣ୍ଡ; ଆଉ ତା’ ପରେ…

ବସ୍‌ରେ ଯାତ୍ରା କରିବାକୁ ଅନେକେ ପସନ୍ଦ କରନ୍ତି। ହେଲେ ଯାତ୍ରା ସମୟରେ ଝରକା ପାଖ ସିଟ୍‌ ମିଳୁ ବୋଲି ଚାହିଁଥାନ୍ତି। କାରଣ ସେଠାରେ ବାହାରର ଦୃଶ୍ୟ ସାଙ୍ଗକୁ ଖୋଲା ପବନ ମୁହଁରେ ବାଜିବା ଅପୂର୍ବ ଆନନ୍ଦ ଦେଇଥାଏ। ହେଲେ ଏବେ ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?