ବିଗ୍‌ ବିଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା ‘ଆନନ୍ଦ’

ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନଙ୍କୁ ପ୍ରଥମେ ବଲିଉଡ୍‌ରେ ବହୁ ସଂଘର୍ଷ କରିବାକୁ ପଡ଼ିଛି। ଷ୍ଟାର ମାନ୍ୟତା ପାଇବା ପାଇଁ ବିଗ୍‌ ବିଙ୍କ ଆଖିରୁ ନିଦ ହଜି ଯାଇଥିଲା। ୧୯୬୯ରେ ସେ ମୃଣାଳ ସେନ୍‌ଙ୍କ ଫିଲ୍ମ ଭୁବନ ଶୋମେରେ ଅଭିନୟ କରିଥିଲେ। ଏହାପରେ ସାତ୍‌ ହିନ୍ଦୁସ୍ତାନୀରେ ତାଙ୍କୁ ଅଭିନୟର ସୁଯୋଗ ମିଳିଥିଲା। ତେବେ ଷ୍ଟାର୍‌ ଡ଼ମ୍‌ ଆଶା ତାଙ୍କର ପୂରଣ ହୋଇ ନ ଥିଲା। ତେବେ ଆନନ୍ଦ ଫିଲ୍ମ ତାଙ୍କୁ ରାତାରାତି ଷ୍ଟାରର ମାନ୍ୟତା ପ୍ରଦାନ କରିଥିଲା। ଏହି ଫିଲ୍ମ ୧୯୭୧ ମାର୍ଚ୍ଚ ୧୨ରେ ରିଲିଜ ହୋଇଥିଲା। ରିଲିଜ ହେବା ଦିନ ସକାଳ ପର୍ଯ୍ୟନ୍ତ ଅମିତାଭଙ୍କୁ ନେଇ ବଲିଉଡ୍‌ରେ କୌଣସି ଚର୍ଚ୍ଚା ନ ଥିଲା। ତେବେ ସା ବେଳକୁ ସେ ପାଲଟି ଷ୍ଟାର ଯାଇଥିଲେ । ଷ୍ଟାର ପାଲଟିବା ପାଇଁ ତାଙ୍କୁ ମାତ୍ର ୧୨ ଘଣ୍ଟା ସମୟ ଲାଗିଥିଲା। ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା। ନ୍‌ହୃଷିକେଶ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିବା ଏହି ଫିଲ୍ମ ବିଗଙ୍କ କ୍ୟାରିୟରକୁ ଏକ ନୂଆ ଦିଗ ପ୍ରଦାନ କରିଥିଲା। ଏହାପରେ ସେ ପଛକୁ ଫେରି ଚାହିଁ ନ ଥିଲେ। ତାଙ୍କର ଫିଲ୍ମ ବକ୍ସ ଅଫିସ୍‌ରେ ଗୋଟିଏ ପରେ ଗୋଟିଏ ହିଟ୍‌ ହେବା ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୩ ମାସ ପରେ ଡ୍ରଗ୍ସ ମାମଲାରେ ରିଆଙ୍କ ଭାଇଙ୍କୁ ମିଳିଲା ଜାମିନ

ମୁମ୍ବାଇ,୨।୧୨: ବଲିଉଡ୍‌ର ଭେଟେରାନ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡ଼ିତ ଥିବା ଡଗ୍ସ ମାମଲାରେ ଏନ୍‌ସିବି ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ଜିମ୍‌ କରୁଥିବା ବେଳେ ହୃଦଘାତ: ଆଖି ବୁଜିଲେ ସଲମାନଙ୍କ ବଡି ଡବଲ୍‌ ସାଗର ପାଣ୍ଡେ

ବମ୍ବେ: ହୃଦ୍‌ଘାତରେ ଆଖି ବୁଜିଲେ ବଲିଉଡ୍‌ର ଦବଙ୍ଗ ଖାଁ ସଲମାନଙ୍କ ବଡି ଡବଲ୍‌ ଭାବେ ପରିଚିତ ସାଗର ପାଣ୍ଡେ। ଏକ ଜିମ୍‌ରେ ବ୍ୟାୟାମ କରୁଥିବା ବେଳେ...

ଶାଶୁ, ଶ୍ୱଶୁରଙ୍କ ସହ ହୋଲି ଖେଳିଲେ କ୍ୟାଟ୍ରିନା

ମୁମ୍ବାଇ: ହୋଲି ଅବସରରେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ତାଙ୍କ ପରିବାର ସଦସ୍ୟଙ୍କ ସହ ରଙ୍ଗ ଖେଳିଛନ୍ତି। କ୍ୟାଟ୍ରିନାଙ୍କ ହୋଲି ଖେଳ ଫଟୋ ଏବେ ସୋସିଆଲ...

ମୃତ୍ୟୁର ୧୮ ଦିନ ପୂର୍ବରୁ ସୁଶାନ୍ତଙ୍କୁ ମନେପକାଇ ଏମିତି କହିଥିଲେ ସରୋଜ

ବଲିଉଡ୍‌ର ଭେଟରାନ କୋରିଓଗ୍ରାଫର୍‌ ସରୋଜ ଖାନ୍‌ଙ୍କ ୭୧ ବର୍ଷରେ ପରଲୋକ ଘଟିଛି। ତାଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ସରୋଜଙ୍କ ଶେଷ ଇନ୍‌ଷ୍ଟାଗ୍ରାମ ପୋଷ୍ଟ...

ନୂଆ ଲୁକ୍‌ରେ ଆସୁଛନ୍ତି ଅମିର ଖାଁ

ବଲିଉଡ୍‌ର ମିଷ୍ଟର ପରଫେକ୍ଟନିଷ୍ଟ ଭାବେ ଜଣାଶୁଣା ଅମିର ଖାଁ ଅନେକ ଦିନ ପରେ ପୁଣି ପରଦାକୁ ଫେରୁଛନ୍ତି। ଲମ୍ବା ଚୁଟି, ଲମ୍ବା ଦାଢ଼ି ଓ ତା’ସହ...

ସୁଶାନ୍ତ ମାନସିକ ଅବସାଦରେ ଥିବା ଜାଣି ନ ଥିଲି: ପିତା କେ କେ ସିଂ

ମୁମ୍ବାଇ,୧୭।୬: ବଲିଉଡ ହିରୋ ସୁଶାନ୍ତ ସିଂହଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତେବେ ସେ କାହିଁକି ଆତ୍ମହତ୍ୟା କଲେ ତାହା ଏବେ ପ୍ରଶ୍ନବାଚୀ ହୋଇ ରହିଛି। ମାନସିକ...

କ୍ୟାମେରାକୁ କାଟ୍ରିନା ଭାବି ରୋମାନ୍ସ କରୁଥିଲେ ଏହି ଅଭିନେତା

ଅଭିନେତା ଭିକି କୌଶଲ ଏବଂ କାଟ୍ରିନା କୈଫ୍‌ଙ୍କ ବିବାହ ଉତ୍ସବ ଆଜିଠୁ ଆରମ୍ଭ ହୋଇଛି। ଆଜି ସଙ୍ଗୀତ, କାଲି ମେହେନ୍ଦୀ ଏବଂ ପରଦିନ ସାତ ଫେରା...

ଇବ୍ରାହିମଙ୍କ କାନ୍ଧରେ ବସି ମୌସୁମୀର ମଜା ନେଉଛନ୍ତି ସାରା

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ସାରା ଅଲି ଖାଁ ଏବେ ଖୁବ୍‌ ଚର୍ଚ୍ଚାରେ। ମଝିରେ ମଝିରେ ସେ ସୋସିଆଲ ମିଡିଆରେ କିଛି ଫଟୋ ଓ ଭିଡିଓ ଶେୟାର...

Advertisement
Archives

Model This Week