ଆଜିର ଦିନରେ ଇତିହାସ ରଚିଥିଲେ ସଚିନ ତେନ୍ଦୁଲକର

ମୁମ୍ବାଇ,୨୪।୨: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଜ କ୍ୟାରିୟର୍‌ରେ ଅନେକ ବଡ ବଡ ରେକର୍ଡ ହାସଲ କରିଥିଲେ। ତାଙ୍କୁ କ୍ରିକେଟର୍‌ ଭଗବାନ ଆଖ୍ୟା ମଧ୍ୟ ଦିଆଯାଇଛି। ଫେବୃୟାରୀ ୨୪,…

୧୨ ଆଇକନିକ୍‌ ସ୍ଥାନ ମଧ୍ୟରେ ସୂର୍ଯ୍ୟମନ୍ଦିର

ଭୁବନେଶ୍ୱର, ୨୪।୨(ବ୍ୟୁରୋ): ସ୍ବଚ୍ଛ ଭାରତ ସ୍ବତନ୍ତ୍ର ସଫେଇ ଅଭିଯାନର ଚତୁର୍ଥ ପର୍ଯ୍ୟାୟରେ କୋଣାର୍କ ସୂର୍ଯ୍ୟମନ୍ଦିର ସ୍ଥାନ ପାଇଛି। ମଙ୍ଗଳବାର କେନ୍ଦ୍ର ସରକାର ଦେଶର ୧୨ଟି ଆଇକନିକ ସ୍ଥାନର…

ଫୋକସ୍‌ରେ ଗାଁ ବିକାଶ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୨(ବ୍ୟୁରୋ): ଚଳିତ ବର୍ଷ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପାଳନ କରାଯାଇଛି। ମାର୍ଚ୍ଚ ୨୩ ତାରିଖ ୧୯୨୧ରେ ଗାନ୍ଧିଜୀ ପ୍ରଥମେ ଓଡ଼ିଶା ଆସିଥିଲେ। ୧୯୩୮ରେ…

ଦୁଃଖରେ ଭାଙ୍ଗିପଡ଼ିଛନ୍ତି ଈଶାନ୍ତ, କହିଲେ-‘ଏହି ଅଭିଶାପକୁ ଆଶୀର୍ବାଦ ଭଳି ଗ୍ରହଣ କରିଛି’..

ନୂଆଦିଲ୍ଲୀ,୨୪ା୨: ଭାରତ-ଇଲଂଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ କ୍ରିକେଟର ଇଶାନ୍ତ ଶର୍ମାଙ୍କ କ୍ୟାରିୟରର ୧୦୦ତମ ମୁକାବିଲା ହେବ। କୌଣସି ଖେଳାଳି ପାଇଁ ଏହା ବେଶ…

୭ ଲକ୍ଷ ୫୪ ହଜାର କେନ୍ଦୁପତ୍ର ତୋଳାଳି ପଞ୍ଜୀକୃତ

ଭୁବନେଶ୍ୱର,୨୪।୨ (ବ୍ୟୁରୋ): ୨୦୨୦ରେ ରାଜ୍ୟରେ ୭,୫୪,୬୩୧ ଜଣ କେନ୍ଦୁପତ୍ର ତୋଳାଳି ପଞ୍ଜୀକୃତ ହୋଇଛନ୍ତି। ୨୦୨୧ରେ ତୋଳାଳିଙ୍କୁ କେନ୍ଦୁପତ୍ର ମୂଲ୍ୟ ବାବଦକୁ ବନ୍ଧେଇ ପ୍ରତି କେରି ପିଛା ୧ଟଙ୍କା…

ଟିକା ନ ନେଲେ ମିଳିବନି ସରକାରୀ ସୁବିଧା

ଭୁବନେଶ୍ୱର, ୨୪।୨ (ବ୍ୟୁରୋ): ପଞ୍ଜୀକୃତ ହୋଇ ଟିକା ନେଉ ନ ଥିବା ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ପୁଣି ତାଗିଦ କରିଛନ୍ତି ରାଜ୍ୟ ସରକାର। ଟିକା ନ…

ମାଓବାଦୀଙ୍କ ବ୍ୟାଗ୍‌ରୁ ମିଳିଲା ଲ୍ୟାଣ୍ଡମାଇନ, ଟିଫିନ ବୋମା

ଚିତ୍ରକୋଣ୍ଡା,୨୪ା୨(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ହାନ୍ତାଳଗୁଡ଼ା ୯ ବାଟାଲିୟନ ବିଏସ୍‌ଏଫ୍‌ ଯବାନମାନେ ପୁଣିଥରେ ମାଓବାଦୀଙ୍କ ଯୋଜନାକୁ ପଣ୍ଡ କରିଛନ୍ତି। ଯବାନଙ୍କ ଉଦ୍ଦେଶ୍ୟରେ ସେମାନେ…

ଟାଇଗର ଉଡସ୍‌ ଗୁରୁତର ଆହତ

ଲସ୍‌ ଏଞ୍ଜେଲସ୍‌,୨୪।୨: ଗଲ୍ଫର ଟାଇଗର ଉଡସ୍‌ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଗୋଡରେ ଆଘାତ ଲାଗିଛି। ଚିକିତ୍ସା ଲାଗି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି…

ପରୀ ପ୍ରସଙ୍ଗରେ ଭାଜପା, ବିଜେଡି କଳି ଛିଣ୍ଡୁନି

ଭୁବନେଶ୍ୱର, ୨୪ା୨(ବ୍ୟୁରୋ): ନୟାଗଡ଼ ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ସରକାର ଅସଲ ଅପରାଧୀକୁ ଧରିବା ପରିବର୍ତ୍ତେ ନ୍ୟାୟକୁ ବାଟବଣା କରିବା ପାଇଁ ଅପଚେଷ୍ଟା କରିଛନ୍ତି। ଜାନୁୟାରୀ ୧୪ରେ…

କୋଭିଡ୍‌ରେ ରାଜ୍ୟକୁ ଫେରିଛନ୍ତି ୧୦ ଲକ୍ଷ ଶ୍ରମିକ

ଭୁବନେଶ୍ୱର,୨୪।୨(ବ୍ୟୁରୋ): କୋଭିଡ୍‌ ସମୟରେ ରାଜ୍ୟ ବାହାରୁ ୧୦ ଲକ୍ଷ ୭ ହଜାର ୩୩୦ ପ୍ରବାସୀ ଶ୍ରମିକ ଓଡ଼ିଶାକୁ ଫେରିଥିଲେ। ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୫୩୫ ଜଣଙ୍କୁ…