‘ମୋ କଲେଜ ଅଭିଯାନ’ ଶୁଭାରମ୍ଭ

ଭୁବନେଶ୍ୱର, ୨୨।୩(ବ୍ୟୁରୋ):‘ମୋ ସ୍କୁଲ୍‌’ର ସଫଳତା ପରେ ରାଜ୍ୟ ସରକାର ‘ମୋ କଲେଜ ଅଭିଯାନ’ ଆରମ୍ଭ କରିଛନ୍ତି। ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅଭିଯାନକୁ ଭିଡିଓ କନଫରେନ୍ସରେ…

ପ୍ରମୋଦ, ସ୍ବୟମ୍ସ, ପଞ୍ଚାନନ, ଅରୁଣଙ୍କୁ ମିଳିଲା ଓସ୍‌ଜା ପୁରସ୍କାର:  ଖେଳାଳିଙ୍କ ପାଇଁ କ୍ରୀଡ଼ା ଖବରଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର, ୨୨ା୩(କ୍ରୀଡ଼ା ପ୍ରତିନିଧି)- ଖେଳାଳିଙ୍କ କ୍ୟାରିୟର ଆଗକୁ ବଢ଼ାଇବାରେ କ୍ରୀଡ଼ା ଖବରଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। କ୍ରୀଡ଼ାବିତ୍‌-କ୍ରୀଡ଼ା ଖବରଦାତାଙ୍କ ସମ୍ପର୍କ କାରଣରୁ ରାଜ୍ୟରେ କ୍ରୀଡ଼ାର ବିକାଶ ଘଟିଛି ବୋଲି…

ଏକତାର ସହର ରାଉରକେଲା

ରାଉରକେଲା ଅଫିସ୍‌୍‌/ସୁନ୍ଦରଗଡ,୨୨।୩ (ଡି.ଏନ୍‌.ଏ):ରାଉରକେଲାରେ ଆର୍‌ଏସ୍‌ପିର ସୁପର ସ୍ପେଶିଆଲିଟି ହସ୍ପିଟାଲ ଓ ମେଡିକାଲ କଲେଜକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଉଦ୍‌ବୋଧନ ଦେବାବେଳେ…

ଆଇପିଏଲ୍‌ ପ୍ରଥମ ଭାଗ ଖେଳିବେନି ଆର୍ଚର

ଅହମଦାବାଦ, ୨୨।୩ (ପି.ଟି.)-ଡାହାଣ କହୁଣିରେ ଆଘାତ ଲାଗିଥିବାରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପ୍ରଥମ ଭାଗ ଖେଳିବେନି ଇଂଲଣ୍ଡର ଷ୍ଟାର ପେସ୍‌ ବୋଲର ଜୋଫ୍ରା ଆର୍ଚର। ଇଂଲଣ୍ଡ…

ମହିଳା କ୍ରିକେଟ: ଦକ୍ଷିଣ ଆଫ୍ରିକାର ସିରିଜ ବିଜୟ

ଲକ୍ଷ୍ନୌ, ୨୨ା୩ (ପି.ଟି.)- ଭାରତ ବିପକ୍ଷ ଦ୍ୱିତୀୟ ମହିଳା ଟି୨୦ କ୍ରିକେଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୬ଉଇକେଟରେ ବିଜୟ ଲାଭ କରିଛି। ଏଥିସହିତ ଦଳ ୨-୦ରେ ଅଗ୍ରଣୀ…

ଦିନିକିଆ ସିରିଜ: ପୁଣେରେ ଭାରତୀୟ ଦଳ ପହଞ୍ଚିଲା

ପୁଣେ, ୨୨।୩(ପି.ଟି.): ଇଂଲଣ୍ଡର ଭାରତ ଗସ୍ତ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଟେଷ୍ଟ ପରେ ଟି୨୦ ସିରିଜ ଅନୁଷ୍ଠିତ ହୋଇଯାଇଛି। ଏବେ ପୁଣେରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ…

ଭାରତ ବିପକ୍ଷ ଦିନିକିଆ ସିରିଜ: ଇଂଲଣ୍ଡ ଦଳରୁ ରୁଟ୍‌, ଆର୍ଚର ବାଦ୍‌

ଅହମଦାବାଦ,୨୨।୩(ପି.ଟି.): ମଙ୍ଗଳବାରଠାରୁ ପୁଣେରେ ଆରମ୍ଭ ହେବାକୁ ଯାଉଥିବା ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଭ୍ରମଣକାରୀ ଇଂଲଣ୍ଡ ଦଳ ଘୋଷିତ ହୋଇଛି। ଏହି…

ଖରାରେ ଶୁଖିପାରେ ଆଖିରୁ ଜଳୀୟଅଂଶ: କିପରି କରିବେ ଚିକିତ୍ସା

ଖରାଦିନେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ। ସେଥିପାଇଁ ଗ୍ରୀଷ୍ମଋତୁରେ ସ୍ବାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ। ତେବେ ଖରାଦିନେ ବାହାରକୁ ବାହାରିବା ମାତ୍ରେ ସୂର୍ଯ୍ୟକିରଣ…

ବିଶ୍ୱକପ୍‌ ଫାଇନାଲ ଭଳି ରୋମାଞ୍ଚଭରା ମ୍ୟାଚ୍‌ ଜିତିଲା ଇଣ୍ଡିଆ ଲିଜେଣ୍ଡ୍ସ

ରାୟପୁର,୨୨।୩ : ୨୦୧୧ ବିଶ୍ୱକପ୍‌ ଫାଇନାଲ ଭଳି ରୋମାଞ୍ଚକ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରାଇ ଚାମ୍ପିୟନ ହୋଇଛି ଇଣ୍ଡିଆ। ତେବେ ଏହା ବିଶ୍ୱକପ୍‌ ନୁହେଁ, ଅନଏକାଡେମୀ ରୋଡ୍‌ ସେଫ୍ଟି…

ଦ୍ୱିତୀୟ ଡୋଜ୍‌ ଟିକା ନେବାର ୨୮ ଦିନ ପର୍ଯ୍ୟନ୍ତ କରିପାରିବେନି ରକ୍ତଦାନ

ନୂଆଦିଲ୍ଲୀ,୨୨।୩: କୋଭିଡ୍‌ ଟିକାର ଦ୍ୱିତୀୟ ଡୋଜ୍‌ ନେବାର ପରବର୍ତ୍ତୀ ୨୮ ଦିନ ମଧ୍ୟରେ ଜଣେ ରକ୍ତଦାନ କରିପାରିବେ ନାହିଁ। ନ୍ୟାଶନାଲ ବ୍ଲଡ୍‌ ଟ୍ରାନ୍ସଫ୍ୟୁଜନ କାଉନସିଲ(ଏନ୍‌ବିଟିସି) ପକ୍ଷରୁ ଜାରି…