Categories: Video

ବାତ୍ୟା ୟାସ: ଅଶାନ୍ତ ସମୁଦ୍ର

ସାମୁଦ୍ରିକ ବାତ୍ୟା ୟାସକୁ ନେଇ ଅଶାନ୍ତ ରହିଛି ସମୁଦ୍ର। ତେବେ ଭଦ୍ରକ, କେନ୍ଦ୍ରାପଡା ଓ ବାଲେଶ୍ୱର ଜିଲାର ଉପକୂଳରେ ସମୁଦ୍ର ଅଧିକ ଅଶାନ୍ତ ରହିବା ନେଇ ଆକଳନ କରିଛି ଆଇଏମଡି। ବାଲେଶ୍ୱରରେ ସମୁଦ୍ରରୁ ୨ରୁ ୪ ମିଟର ଜୁଆର ଉଠିବା ନେଇ ସତର୍କ କରିଛି ଆଇଏମଡି।