ଗଡ଼ିଲା କୋଭିଡ୍‌ ଟିକା ଏକ୍ସପ୍ରେସ୍‌

ଅନୁଗୋଳ ଅଫିସ,୨୨।୧ ଅନୁଗୋଳ ଜିଲାରେ କୋଭିଡ୍‌ ଟିକାକରଣକୁ ଶତ ପ୍ରତିଶତ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ଜିଲା କାର୍ଯ୍ୟାଳୟ ପରିସରରୁ ଟିକା ଏକ୍ସପ୍ରେସ୍‌ର ଶୁଭାରମ୍ଭ କରାଯାଇଛି। ଜିଲାରେ ବୁଲି…

ରାଜ୍ୟରେ ସାମାନ୍ୟ ଖସିଲା ସଂକ୍ରମଣ, ଆଜି ୮,୮୪୫ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୨।୧(ବ୍ୟୁରୋ): ରାଜ୍ୟରେ ବଢିଚାଲିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮,୮୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୯୨୭ ଜଣ ପିଲା…

୩୦ଫୁଟ୍‌ ତଳକୁ ଖସିଲା କାର୍‌

ଭୁବନେଶ୍ବର,୨୨।୧(ବ୍ୟୁରୋ): ଭାରସାମ୍ୟ ହରାଇ ୩୦ଫୁଟ୍‌ ତଳକୁ ଖସିଲା କାର୍‌। ଭୁବନେଶ୍ବର ପଳାସପଲ୍ଲୀ ନିକଟ ପୁନାମାଗେଟ୍‌ ଓଭରବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି । ଶୁକ୍ରବାର ବିଳମ୍ବିତ ରାତିରେ…

ପୂର୍ବତନ ମନ୍ତ୍ରୀ ଦାଖଲ କଲେ ନାମାଙ୍କନପତ୍ର

ଢେଙ୍କାନାଳ ଅଫିସ, ୨୨।୧: ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ଭାଜପା ନେତ୍ରୀ ଅଞ୍ଜଳି ବେହେରା ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକର ଗିରିଧାରୀପ୍ରସାଦ ପଞ୍ଚାୟତର ସମିତିସଭ୍ୟ ପଦବୀ ଲାଗି…

୫ ରାଜ୍ୟର ସ୍ବାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିବେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୨।୧: ଆସନ୍ତା ଫେବୃୟାରୀ ୧୦ରୁ ୫ଟି ରାଜ୍ୟରେ ନିର୍ବାଚନ ଆରମ୍ଭ ହେବ। ତେବେ କୋଭିଡ୍‌ କଟକଣା ମଧ୍ୟରେ ନିର୍ବାଚନ କିପରି ହୋଇପାରିବ ସେନେଇ ନିର୍ବାଚନ କମିଶନ ଶନିବାର…

ଗୋଡ଼େଇ ଗୋଡ଼େଇ ହାଣିଲେ

ବଲାଙ୍ଗୀର ଅଫିସ୍‌, ୨୨।୧: ବଲାଙ୍ଗୀର ସହର ମାଲପଡ଼ାରେ ଶୁକ୍ରବାର ରାତିରେ ପିକୁନ ଦଣ୍ଡସନା ନାମକ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଛି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର…

ରାଜ୍ୟରେ ଆଉ ୭ ଜୀବନ ନେଲା କରୋନା

ଭୁବନେଶ୍ୱର,୨୨ା୧(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢିଚାଲିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୭ ଜଣଙ୍କ…

ବିଦେଶ ଫେରନ୍ତା ଏବେ ରହିବେ ହୋମ କ୍ୱାରାଣ୍ଟାଇନରେ

ନୂଆଦିଲ୍ଲୀ,୨୨ ।୧: କରୋନା ସଂକ୍ରମଣ କମି ଆସୁଥିବା ବେଳେ ଭାରତ ସରକାର ବିଦେଶ ଯାତ୍ରୀଙ୍କ ପାଇଁ କୋୱିନ ଆପରେ ବଡ ପରିବର୍ତ୍ତନ କରିଛନ୍ତି । ଶନିବାରଠାରୁ ବିଦେଶରୁ…

ଓମିକ୍ରନରେ ଶେଷ ହେବ ନାହିଁ କରୋନା ସଂକ୍ରମଣ, ଆଗକୁ ଆସିବ ନୂଆ ଭାରିଏଣ୍ଟ!

ନୂଆଦିଲ୍ଲୀ,୨୨ ।୧: ଦ ଲ୍ୟାସେଟର ଏକ ଗବେଷଣା ଅନୁଯାୟୀ, କରୋନା ମହାମାରୀ ଶୀଘ୍ର ଶେଷ ହୋଇଯିବ । ହେଲେ ଭାଇରସର ସଂକ୍ରମଣ ଜାରି ରହିବ । ଗବେଷଣା…