ଟଙ୍କା ନ ଦେଲେ ପଞ୍ଜୀକରଣ ମନା

ଯାଜପୁର ଅଫିସ,୨୦।୧: ପଞ୍ଚାୟତ ନିର୍ବାଚନ ସମୟରେ ଧାନ କିଣାରେ ଅନିୟମିତତା, ଚାଷୀ ପଞ୍ଜୀକରଣରେ ଟଙ୍କା ଦାବି, ଋଣ ପ୍ରଦାନରେ ଜାଲିଆତି ଇତ୍ୟାଦି ଚାଷୀଙ୍କୁ ବିଚଳିତ କରିଛି। ଏହାସହ…

ବାବୁସାନ୍‌ଙ୍କ ବିଦ୍ୟାରାଣ

ଓଡ଼ିଆ ସିନେମାଜଗତର ଅନ୍ୟତମ ନାମୀ ବ୍ୟାନର ବ୍ରଜରାଜ ମୁଭିଜ ଦ୍ୱାରା ପ୍ରସ୍ତୁତ ‘ରୋମିଓ ଦ ଲଭରବୟ’ରୁ ବାବୁସାନ୍‌ ନିଜର ବଡ଼ ପରଦା କ୍ୟାରିୟର ଆରମ୍ଭ କରିଥିଲେ। ଏବେ…

ପ୍ରାଣୀଙ୍କ ପାଇଁ କରୋନା ଟିକା, ୨୩ କୁକୁରଙ୍କ ଉପରେ ପରୀକ୍ଷଣ ସଫଳ…

ନୂଆଦିଲ୍ଲୀ, ୧୯।୧ : ହରିୟାଣାର ହିସାରରେ ଅବସ୍ଥିତ ସେଣ୍ଟ୍ରାଲ ହର୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ପ୍ରାଣୀମାନଙ୍କ ପାଇଁ ଦେଶର ପ୍ରଥମ କରୋନା ଟିକା ପ୍ରସ୍ତୁତ କରିବାରେ ସଫଳ…

ଗୁନ ସିଂହାରୀ ହତ୍ୟା ମାମଲା: ପ୍ରମାଣ ଅଭାବରୁ ୮ ଅଭିଯୁକ୍ତ ଖଲାସ

ପୁରୀ ଅଫିସ,୨୦।୧: ପୁରୀର ବହୁ ଚର୍ଚ୍ଚିତ ଭଗବାନ ମହାପାତ୍ର(ଗୁନ ସିଂହାରୀ) ହତ୍ୟା ଘଟଣାରେ ବୁଧବାର ରାୟ ପ୍ରକାଶ ପାଇଛି। ପ୍ରମାଣ ଅଭାବରୁ ମୁଖ୍ୟ ଅଭିଯୁକ୍ତ ସର୍ବେଶ୍ୱର ଆପଟ୍ଟଙ୍କ…

ଅନୁପ୍ରିୟାଙ୍କ ଦଳକୁ ମିଳିପାରେ ୨୦ ଆସନ

ନୂଆଦିଲ୍ଲୀ, ୨୦ା୧: ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ଆଞ୍ଚଳିକ ଦଳଗୁଡ଼ିକ ସହ ଭାଜପା ମେଣ୍ଟ ଘୋଷଣା କରିଛି ା କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲଙ୍କ ଅପ୍‌ନା ଦଳ ଓ…

କୁକୁରକୁ ଗୁଳି କରି ହତ୍ୟା

ଭୁବନେଶ୍ୱର,୨୦।୧(ବ୍ୟୁରୋ): ରାଗରେ ମଣିଷ କିଭଳି ଭାବେ ଅମାନବୀୟ କାଣ୍ଡ ଭିଆଇପାରେ ତା’ର ଏକ ଉଦାହରଣ ବୁଧବାର ଦେଖିବାକୁ ମିଳିଛି ଖଣ୍ଡଗିରି ଥାନା ଜାଗମରା ଅଞ୍ଚଳରେ। ପୋଷିଥିବା କୁକୁଡ଼ାକୁ…

ଅରୁଣାଚଳରୁ ନାବାଳକଙ୍କୁ ଅପହରଣ କଲା ଚାଇନା

ନୂଆଦିଲ୍ଲୀ, ୨୦ା୧: ଚାଇନାର ପିପଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ଭାରତୀୟ ଭୂଖଣ୍ଡକୁ ଅନୁପ୍ରବେଶ କରି ଜଣେ ନାବାଳକଙ୍କୁ ଅପହରଣ କରିନେଇଛି। ଅରୁଣାଚଳ ପ୍ରଦେଶର ଅପର ସିଆଙ୍ଗ ଜିଲାରୁ…

ଆମଠୁ ଟିକସ ନିଅ

ଡାଭୋସ୍‌, ୨୦ା୧: କୋଭିଡ୍‌ ମହାମାରୀବେଳେ ବିଶ୍ୱରେ ବିତ୍ତଶାଳୀଙ୍କ ସମ୍ପତ୍ତି ବହୁଗୁଣିତ ହୋଇଥିବା ଏବଂ ସେମାନଙ୍କଠାରୁ ଅତିରିକ୍ତ ଟିକସ ଆଦାୟ କରି ତାହାକୁ ଉନ୍ନତିମୂଳକ କାର୍ଯ୍ୟରେ ଲଗାଯିବା ସମ୍ପର୍କିତ…

ଥାନା ସମ୍ମୁଖରେ ଭଉଣୀଙ୍କୁ ହତ୍ୟା କଲେ କକାପୁଅ ଭାଇ

ନାକଟିଦେଉଳ,୨୦ା୧(ଡି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ସମ୍ମୁଖରେ ବୁଧବାର ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ ବଚସାରୁ କକାପୁଅ ଭାଇ ଭଉଣୀଙ୍କୁ ଟାଙ୍ଗିଆରେ ହାଣି…

ବିଶ୍ୱର ବୟସ୍କ ବ୍ୟକ୍ତିଙ୍କ ପରଲୋକ

ମାଡ୍ରିଡ୍‌,୨୦।୧(ବ୍ୟୁରୋ): ବିଶ୍ୱର ବୟସ୍କ ବ୍ୟକ୍ତିର ମାନ୍ୟତା ପାଇଥିବା ୧୧୨ବର୍ଷୀୟ ସ୍ପେନୀୟ ବ୍ୟକ୍ତି ସାଣ୍ଟିଆଗୋ ଡେ ଲା ଫୁଏଣ୍ଟଙ୍କ ମଙ୍ଗଳବାର ପରଲୋକ ଘଟିଛି। ଉତ୍ତରପଶ୍ଚିମ ସ୍ପେନର ନିକ ଘରେ…