ବଲିଉଡରେ ଡେବ୍ୟୁ କରିବେ ଐଶ୍ୱର୍ଯ୍ୟା

ସାଉଥ୍‌ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ହିନ୍ଦୀ ସିନେମାରେ ନିର୍ଦ୍ଦେଶିକା ଭାବରେ ଐଶ୍ୱର୍ଯ୍ୟା କାମ କରିବାକୁ ଯାଉଛନ୍ତି।…

ଭାଗଓ୍ବନ୍ତ ମାନଙ୍କୁ ଭେଟିଲେ ଚନ୍ନି

ଚଣ୍ଡିଗଡ,୨୧।୩: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନି ସୋମବାର ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନଙ୍କୁ ଭେଟିଛନ୍ତି। ଉଭୟ ନେତାଙ୍କ ଏହି ବୈଠକ ଚଣ୍ଡିଗଡ଼ରେ ଅନୁଷ୍ଠିତ ହୋଇଥିଲା। ପଞ୍ଜାବ…

କୋରାପୁଟ ଗସ୍ତରେ ପୋଲିସ ଡିଜି

କୋରାପୁଟ,୨୧।୩(ଡି.ଏନ୍‌.ଏ.) : କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନିଲ କୁମାର ବଂଶଲ। ଡିଜିଙ୍କ ସହ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ, ଗୁଇନ୍ଦା ବିଭାଗ, ଆଇଜି ଅପରେସନ ଓ…

ପୌର ନିର୍ବାଚନ: ସଂଧ୍ୟା ୫ଟା ଯାଏ ହେବ ଭୋଟ ଗ୍ରହଣ

ଭୁବନେଶ୍ୱର,୨୧।୩(ବ୍ୟୁରୋ) : ପୌର ନିର୍ବାଚନ ପାଇଁ ରାଜନୀତି ସରଗରମ ରହିଛି। ଆସନ୍ତା ୨୪ ସକାଳ ୮ଟାରୁ ସଂଧ୍ୟା ୫ଟା ଯାଏ ହେବ ଭୋଟ ଗ୍ରହଣ । ୨୨…

ଦଳୀୟ ପ୍ରାର୍ଥୀଙ୍କୁ ଟକ୍କର ଦେଉଛନ୍ତି ସ୍ବାଧୀନ

ସୁନ୍ଦରଗଡ଼,୨୧।୩(ଡି.ଏନ୍‌.ଏ.): ଚଳିତ ପୌର ନିର୍ବାଚନରେ ସୁନ୍ଦରଗଡ଼ରେ କାହାର ହେବ ବାଜିମାତ। ଚା’ ଖଟି ଠାରୁ ଆରମ୍ଭ କରି ପାନ ଦୋକାନ, ବଜାର, ରାସ୍ତାଘାଟ ସବୁଠି ଏହି ଗୋଟିଏ…

ଐତିହାସିକ ହେବ ଯୋଗୀ ୨.୦ ଶପଥଗ୍ରହଣ ସମାରୋହ: ୨ ଘଣ୍ଟା ଧରି ସବୁ ମନ୍ଦିରରେ ବାଜିବ ଘଣ୍ଟ

ଲକ୍ଷ୍ନୌ,୨୧।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ଦ୍ୱିତୀୟଥର ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଢିବାକୁ ଯାଉଛି। ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଆସନ୍ତା ମାର୍ଚ୍ଚ ୨୫ରେ ଶପଥଗ୍ରହଣ ଉତ୍ସବ…

ଏ ବର୍ଷ ବି ହେବନି ପ୍ରସିଦ୍ଧ ଚଡକ ମେଳା

ବାଲେଶ୍ୱର ଅଫିସ,୨୧।୩: ଚଳିତ ବର୍ଷ ବି ହେବନି ବାଲେଶ୍ୱରର ପ୍ରସିଦ୍ଧ ଚଡକ ମେଳା। କୋଭିଡ୍‌ କଟକଣା ପାଇଁ ଏଥର ଚଡକ ମେଳା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।…

ମୃତ ମେଡିକାଲ ଛାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୨୧।୩: ୟୁକ୍ରେନରେ ପ୍ରାଣ ହରାଇଥିବା ଭାରତୀୟ ମେଡିକାଲ ଛାତ୍ର ନବୀନ ଶେଖରପ୍ପା ଜ୍ଞାନଗୌଡାରଙ୍କ ମୃତଦେହ ସୋମବାର ଭାରତରେ ପହଞ୍ଚିଛି। ଭାରତ ସରକାରଙ୍କ ଅପରେଶନ ଗଙ୍ଗା ମାଧ୍ୟମରେ ସ୍ବତନ୍ତ୍ର…

ଚାଇନାରେ ବଡ଼ ଧରଣର ବିମାନ ଦୁର୍ଘଟଣା

ବେଜିଂ,୨୧।୩: ଚାଇନାରେ ସୋମବାର ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ୧୩୨ ଯାତ୍ରୀଙ୍କୁ ନେଇ ଯାଉଥିବା ଚାଇନାର ଇଷ୍ଟର୍ନ ପାସେଞ୍ଜର ଜେଟ ବିମାନ ଚାଇନାର ଦକ୍ଷିଣପଞ୍ଚିମ…

ସିଜିନ୍‌ର ପ୍ରଥମ ଆମ୍ବ ଯାହାକୁ ମିଳିଛି ‘z+’ ସୁରକ୍ଷା

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥାଏ। ଆଜି ବି ସେମିତି ଏକ ଫଟୋ ଭାଇରାଲ ହେଉଛି, ଯାହା ଦେଖିବା…