ଆଜି ଶପଥ ନେବେ ମନ୍ତ୍ରୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୧୮।୩: ପଞ୍ଜାବରେ ଭଗୱନ୍ତ ମାନଙ୍କ ନେତୃତ୍ୱଧୀନ ସରକାର ଗଠନ ହେବା ପରେ ଏବେ କ୍ୟାବିନେଟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ। ଆଜି ଦିନ ୧୧ଟାରେ ଶପଥ ଗ୍ରହଣ…

ସର୍ବବୃହତ ସେତୁ ଉଦ୍‌ଘାଟିତ

ଇସ୍ତାନବୁଲ,୧୯।୩: ବିଶ୍ବର ସର୍ବବୃହତ ସେତୁ ‘୧୯୧୫ କାନାକଲେ’ ତୁର୍କି ରାଷ୍ଟ୍ରପତି ରିସେପ ତାଇପ ଏରଦୋଗାନ ଉଦ୍‌ଘାଟନ କରିଛନ୍ତି। କାନାକଲେ ନିକଟରେ ନିର୍ମିତ ଏହି ସେତୁ ଗେଲିବୋଲୁ ସହର…

ଐତିହାସିକ ଦିନିକିଆ ବିଜୟ ହାସଲ କଲା ବାଂଲାଦେଶ

ସେଞ୍ଚୁରିଆନ,୧୯।୩: ଦକ୍ଷିଣ ଆଫ୍ରିକାର ପ୍ରମୁଖ ବୋଲରଙ୍କ ଅନୁପସ୍ଥିତିର ସମ୍ପୂର୍ଣ୍ଣ ଫାଇଦା ଉଠାଇଛି ବାଂଲାଦେଶ। ପ୍ରଥମ ଦିନିକିଆ ମ୍ୟାଚ୍‌ରେ ବାଂଲାଦେଶ ୩୮ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଛି।…

ରାଜ୍ୟସଭା ନିର୍ବାଚନ: ୪ ରାଜ୍ୟରେ ପ୍ରାର୍ଥୀ ଘୋଷଣାା କଲା ଭାଜପା

ନୂଆଦିଲ୍ଲୀ,୧୯।୩ : ଚଳିତ ବର୍ଷ ରାଜ୍ୟସଭାରେ ହେବାକୁ ଥିବା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ଭାଜପା ଚାରି ରାଜ୍ୟରେ ନିଜର ପ୍ରାର୍ଥୀ ଘୋଷଣା କରିଛି। ଭାଜପା ରାଷ୍ଟ୍ରୀୟ ମହାସଚିବ…

୬ ଓଭରରେ ଫେରିଲେ ଦୁଇ ଓପନର

ଅକ୍‌ଲାଣ୍ଡ,୧୯।୩: ସ୍ଥାନୀୟ ଇଡେନ ପାର୍କଠାରେ ଶନିବାର ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଆଇସିସି ମହିଳା ଦିନିକିଆ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ…

ବିପଦରେ ଇମ୍ରାନଙ୍କ ସରକାର

କରାଚି,୧୯।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଆସନ ପ୍ରତି ବିପଦ ବଢିବାରେ ଲାଗିଛି। ଇତିମଧ୍ୟରେ ବିରୋଧୀ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ବେଳେ ଇମ୍ରାନଙ୍କ ଦଳ (ପାକିସ୍ତାନ…

ୟୁକ୍ରେନର ଦାବି ୨୪ ଘଣ୍ଟାରେ ନଷ୍ଟ କରିଛି ରୁଷିଆର ୧୪ ହେଲିକପ୍ଟର-ବିମାନ

କ୍ୱିଭ୍‌,୧୯ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଥମିବାର ନାଁନେଉନି । ଏହାରି ଭିତରେ ବହୁ ଧନଜୀବନ ନଷ୍ଟ ହୋଇଥିବା ବେଳେ ଶାନ୍ତି କଥାବାର୍ତ୍ତା ମାଧ୍ୟମରେ ଏହାର ସମାଧାନ ହୋଇପାରିବ…

ଆୟୁରବେଦିକ ମସାଜ ଅଫର ଦେଇ ବିଦେଶୀଙ୍କୁ ବଳାତ୍କାର

ଜୟପୁର,୧୯।୩: ଏକ ହୋଟେଲରେ ଆୟୁରବେଦିକ ବଡି ମସାଜ ନେବାକୁ ଯାଇଥିବା ଜଣେ ୩୧ ବର୍ଷୀୟା ଡଚ ମହିଳା ବଳାତ୍କାର ଅଭିଯୋଗ ଆଣିଛନ୍ତି। ଏଭଳି ଘଟଣା ସାମ୍ନାକୁ ଆସିଛି…

ୟୁକ୍ରେନର ଚିନ୍ତା ବଢାଉଛି ଜୀବନ୍ତ ବୋମା, ନଷ୍ଟ ହେବାକୁ ଲାଗିବ ବର୍ଷ ବର୍ଷ

କ୍ୱିଭ,୧୯ ।୩: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ସାରା ବିଶ୍ୱକୁ ଅଡୁଆରେ ପକାଇ ଦେଇଥିବା ବେଳେ ଏବେ ଚିନ୍ତା ହେଲାଣି ଯୁଦ୍ଧ ପରର ପରିସ୍ଥିତିକୁ ନେଇ । ରୁଷିଆ…

‘ଦ କଶ୍ମୀର ଫାଇଲ୍ସ’ର ସଫଳତା ପାଇଁ ନିର୍ଦ୍ଦେଶକଙ୍କୁ ଅଭିନନ୍ଦନ ଜଣାଇଲେ ସନ୍ନି

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିଛି । ଫିଲ୍ମଟି ମାର୍ଚ୍ଚ ୧୧ରେ ରିଲିଜ୍‌ ହୋଇଥିବା ବେଳେ ଏହାକୁ ଦେଖିବାକୁ…