୨୦୨୬ ସୁଦ୍ଧା ୧.୨ କୋଟି ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୨୮।୩: ଇଞ୍ଜିନିୟରିଂ, ଟେଲିକମ୍‌ ଏବଂ ହେଲ୍‌ଥକେୟାର କ୍ଷେତ୍ରରେ ୨୦୨୫-୨୬ ଆର୍ଥିକ ବର୍ଷ ସୁଦ୍ଧା ୧.୨ କୋଟି ଅର୍ଥାତ୍‌ ୧୨ ବିଲିୟନ୍‌ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ହାୟାରିଂ…

ରୁଷିଆ ସହ କାରବାର ଜାରି ରଖିଛି ଗେଲ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ୍‌ ଗ୍ୟାସ୍‌ ୟୁଟିଲିଟି ଗେଲ୍‌ (ଇଣ୍ଡିଆ) ଲିମିଟେଡ୍‌ ୟୁଏସ୍‌ ଡଲାର ବିନିମୟରେ ରୁଷିଆର ଗାଜପ୍ରୋମ୍‌ର ଇମ୍ପୋର୍ଟ କରୁଥିବା ଏଲ୍‌ଏନ୍‌ଜି ପାଇଁ ଦେୟ ଜାରି ରଖିଛି।…

ପୂରଣ ହେବ ବିଦ୍ୟୁତ୍‌ ଅଭାବ, ନିର୍ମାଣ କରାଯିବ ୧୦ ନ୍ୟୁକ୍ଲିୟର ପ୍ଲାଣ୍ଟ୍‌…

ନୂଆଦିଲ୍ଲୀ, ୨୮।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚାଭିଳାଷୀ ପ୍ରକଳ୍ପ ପ୍ରତି ଘରେ ବିଦ୍ୟୁତ୍‌ ଲକ୍ଷ୍ୟ ହାସଲ କରିବା ପାଇଁ ଭାରତରେ ନୂଆ ବିଦ୍ୟୁତ୍‌ ଉତ୍ପାଦନ ଯୋଜନା…

୧୨ ବର୍ଷ ହେଲା ଛୁଇଁନାହାନ୍ତି ଖାଦ୍ୟ: ଗୋଡ଼ି, ପଥର ଖାଇ ବଞ୍ଚିଛନ୍ତି ଏହି ବ୍ୟକ୍ତି

ଛତିଶଗଡ଼ର ଯଶପୁର ଜିଲାର ଉଦ୍ୟାନ ବିକାଶ ବ୍ଲକ ଛିପତାଲା ବାସିନ୍ଦା ସନ୍ତୋଷ ଲାକ୍ରାଙ୍କ ନାମ ଏବେ ବେଶ୍‌ ଚର୍ଚ୍ଚାରେ। କାରଣ ସନ୍ତୋଷ ଦୀର୍ଘ ୧୨ ବର୍ଷ ହେଲା…

ପାର୍ଲାମେଣ୍ଟରେ ଜଣେ ଏମ୍‌ପିଙ୍କୁ ଏମିତି ପ୍ରଶ୍ନ ପଚାରିଲେ ଅଧ୍ୟକ୍ଷ: ସମସ୍ତେ ହସିଲେ

ନୂଆଦିଲ୍ଲୀ,୨୮।୩: ପାର୍ଲାମେଣ୍ଟରେ ବେଳେବେଳେ ଗମ୍ଭୀର ଆଲୋଚନା ମଧ୍ୟରେ ହସ ଏବଂ ଥଟ୍ଟାର ମୁହୂର୍ତ୍ତ ମଧ୍ୟ ଦେଖାଯାଏ। ନିକଟରେ ରାଜ୍ୟ ସଭାରେ ସମାନ ଘଟଣା ଦେଖିବାକୁ ମିଳିଥିଲା। ମାଲାୟାଲମ…

ଜିଓର ଦୁଇ ନୂଆ ପ୍ଲାନ୍‌

ନୂଆଦିଲ୍ଲୀ,୨୮।୩: ଚଳିତବର୍ଷର ଆଇପିଏଲ୍‌ ସିଜନ ପାଇଁ ଜିଓ ପକ୍ଷରୁ ଆଇପିଏଲ୍‌ପ୍ରେମୀଙ୍କ ପାଇଁ ଦୁଇଟି ନୂଆ ପ୍ଲାନ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି ଡିଜ୍‌ନି+ହଟ୍‌ଷ୍ଟାର୍‌ ମୋବାଇଲ୍‌ ସବ୍‌ସ୍କ୍ରିପ୍‌ସନ୍‌ ସହିତ ଦୁଇଟି…

ପିଭିଆର୍‌, ଆଇନକ୍ସର ମିଶ୍ରଣ

ନୂଆଦିଲ୍ଲୀ,୨୮।୩: ଦେଶର ପ୍ରମୁଖ ମଲ୍ଟିପ୍ଲେକ୍ସ ଇଣ୍ଡଷ୍ଟ୍ରୀ ମଧ୍ୟରେ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଭାରତର ଦୁଇ ସର୍ବବୃହତ୍‌ ମଲ୍ଟିପ୍ଲେକ୍ସ ଇଣ୍ଡଷ୍ଟ୍ରୀ ପିଭିଆର୍‌ ଲିମିଟେଡ୍‌ ଏବଂ ଆଇନକ୍ସ ଲିଜର…

ଆସିବ ‘ଦ କେରଳ ଷ୍ଟୋରି’

ନୂଆଦିଲ୍ଲୀ, ୨୮।୩: କଶ୍ମୀର ପଣ୍ଡିତଙ୍କ ଉପରେ ଅତ୍ୟାଚାରର କାହାଣୀକୁ ନେଇ ନିର୍ମିତ ଫିଲ୍ମ ‘ ଦ କାଶ୍ମୀର ଫାଇଲ୍ସ’ ବକ୍ସ ଅଫିସ୍‌ରେ ରେକର୍ଡ କରିଛି। ସିନେମାଟି ବାସ୍ତବ ଘଟଣା…

ଲଗାତର ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରମୋଦ

ପାଣାଜୀ,୨୮।୩: ଗୋଆର ମୁଖ୍ୟମନ୍ତ୍ରୀ ଭାବରେ ସୋମବାର ଶପଥ ଗ୍ରହଣ କରିଛନ୍ତି ପ୍ରମୋଦ ସାୱନ୍ତ। ରାଜଧାନୀ ପାଣାଜୀସ୍ଥିତ ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଆୟୋଜିତ ଏକ ସମାରୋହରେ ସେ…

୧୨ ଲକ୍ଷ ଟଙ୍କା ଜୋରିମନା ଦେବେ ରୋହିତ ଶର୍ମା

ମୁମ୍ବାଇ,୨୮।୩: ଆଇପିଏଲ ୨୦୨୨ର ଦ୍ୱିତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଏହି ମ୍ୟାଚରେ ଦିଲ୍ଲୀ ସମ୍ମୁଖରେ ୧୭୮ରନ…