ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଏମ୍‌ବିଏ ଛାତ୍ର ବହିଷ୍କୃତ

ବ୍ରହ୍ମପୁର, ୨୪।୯ (ତନୁଶ୍ରୀ ନାହାକ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏମବିଏ ଟୁରିଜମ ଦ୍ୱିତୀୟ ବର୍ଷ ଛାତ୍ର ଦୁର୍ଗାମାଧବ ପ୍ରଧାନ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ ଅଶାନ୍ତି ଓ ବିଶୃଙ୍ଖଳା ସୃଷ୍ଟି…

ଝାଡ଼ଖଣ୍ଡରୁ ଆନ୍ତଃ ରାଜ୍ୟ ସାଇବର ଠକ ଗିରଫ

ବ୍ରହ୍ମପୁର,୨୪।୯(ସୁବାସ ଚନ୍ଦ୍ର ପାଢ଼ୀ): ଦୀର୍ଘ ବର୍ଷ ପରେ ବ୍ରହ୍ମପୁର ସାଇବର ଥାନା ପୋଲିସକୁ ମିଳିଛି ସଫଳତା। ଜଣେ ଆନ୍ତଃରାଜ୍ୟ ସାଇବର ଠକଙ୍କ ମୋବାଇଲ ଟ୍ରାକିଂ କରି ଝାଡ଼ଖଣ୍ଡର…

ନିମ୍ନ ମାନର ରାସ୍ତା, ଭୁଶୁଡିଲା ପିଏମ୍‌ଜିଏସ୍‌ୱାଇ କଲଭର୍ଟ

ଫୁଲବାଣୀ/ଗୋଛାପଡା,୨୪।୯: (ରାକେଶ କୁମାର ରାଉତ/ରୋହିତ କହଁର): କନ୍ଧମାଳ ଜିଲାରେ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ ହେଉଥିବା କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଛି। ଦୀର୍ଘ ବର୍ଷ ଧରି ଅଧିକାରୀମାନେ…

କଣ୍ଢେଇ ପ୍ରସ୍ତୁତ କରି ସ୍ବାବଲମ୍ବୀ ହୋଇଛନ୍ତି ଦିବ୍ୟାଙ୍ଗ ମହିଳା

ଛତ୍ରପୁର,୨୪।୯(ସନ୍ତୋଷ ପାଢ଼ୀ):ଭଳିକି ଭଳି ସୁନ୍ଦର ସୁନ୍ଦର କଣ୍ଢେଇ। ଗଣେଶ, ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଏମିତି ଅନେକ ମୂର୍ତ୍ତି ସହ ପିଲାଙ୍କ ଖେଳଣା ପାଇଁ ଶଗଡ଼, ରାଜାରାଣୀ, ଘୋଡା,…

ବାଲେଶ୍ୱରରେ ‘ଓଡ଼ିଶା ଷ୍ଟାର୍ଟଅପ୍‌ ଯାତ୍ରା ଓ ଏକ୍ସପ୍ରେସ୍‌’

ବାଲେଶ୍ୱର, ୨୪।୯(ମାନସ ବିଶ୍ୱାଳ): ଓଡ଼ିଶା ଷ୍ଟାର୍ଟଅପ୍‌ ଯାତ୍ରା ଓ ଷ୍ଟାର୍ଟଅପ୍‌ ଏକ୍ସପ୍ରେସ୍‌ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବ ସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ…

ଦେଶକୁ ଆଜି ୯ ବନ୍ଦେ ଭାରତ ଟ୍ରେନ ଉପହାର ଦେବେ ମୋଦି

ନୂଆଦିଲ୍ଲୀ,୨୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (୨୪ ସେପ୍ଟେମ୍ବର)ରେ ଦେଶବାସୀଙ୍କୁ ୯ ବନ୍ଦେ ଭାରତ ଟ୍ରେନ ଉପହାର ଦେବେ। ଦକ୍ଷିଣ କେନ୍ଦ୍ରୀୟ ରେଳବାଇ (ଏସଆରସି) ର ଦୁଇଟି…

ଶିକ୍ଷକଙ୍କୁ ନ ଛାଡ଼ି ବାଟ ଓଗାଳିଲେ ଛାତ୍ରୀଛାତ୍ର

ଖୁଣ୍ଟୁଣୀ,୨୪।୯( ସଚ୍ଚିଦାନନ୍ଦ ପଣ୍ଡା ): ଖୁଣ୍ଟୁଣୀ ଥାନା ଘଣ୍ଟିଖାଲସ୍ଥିତ ନୋଡାଲ ଉପ୍ରା ବିଦ୍ୟାଳୟର ସହକାରୀ ଶିକ୍ଷକ ସୁକାନ୍ତ କୁମାର ସାହୁଙ୍କ ବଦଳିକୁ ନେଇ ଶନିବାର ଅଭାବନୀୟ ପରିବେଶ…

ଗ୍ୟାସ୍‌ ସିଲିଣ୍ଡରରୁ ବାହାରୁଛି ପାଣି, ଅଭିଯୋଗ କଲେ ଦିଆଯାଉଛି ଧମକ

ମଙ୍ଗୁଳି-ଜଗତପୁର,୨୪।୯(ମାନସ ସାମଲ): ରନ୍ଧନ ଗ୍ୟାସ୍‌ରେ ବିଭିନ୍ନ ପ୍ରକାର ଠକେଇର ଶିକାର ହେଉଛନ୍ତି ଉପଭୋକ୍ତା। ସିଲିଣ୍ଡରରୁ ଲିଟର ଲିଟର ପାଣି ବାହାରୁଥିବାବେଳେ ନିର୍ଦ୍ଧାରିତ ଦରଠାରୁ ଅଧିକ ଟଙ୍କା ନିଆଯାଉଛି।…

୨୯ରେ ଲଘୁଚାପ: ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୪।୯(ଅନିଲ ଦାସ): ଦକ୍ଷିଣ ଚାଇନା ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିହୋଇଛି। ଏହା ଆସନ୍ତା ୨୯ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ମ୍ୟାନ୍‌ମାର ନିକଟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା…

ଶୀତଳଭଣ୍ଡାରରେ ଆଳୁ ଗଜା, ଚିନ୍ତାରେ ଚାଷୀ

ପିପିଲି,୨୪।୯(ଦୁର୍ଗାମାଧବ ମିଶ୍ର): ପିପିଲି ଅଞ୍ଚଳରେ ସରକାରୀ ଶୀତଳଭଣ୍ଡାର ନ ଥିବାରୁ ଚାଷୀମାନେ ପୁରୀ ସଦର ଆଳପୁରରେ ଥିବା ଏକ ଘରୋଇ ଶୀତଳଭଣ୍ଡାରରେ ଆଳୁ ରଖିଥିଲେ। ହେଲେ ବସ୍ତାରେ…