ଆଗକୁ ସାଧାରଣ ନିର୍ବାଚନ, ଅକ୍ଟୋବର ୩ରୁ ଇଭିଏମ୍‌ ଯାଞ୍ଚ

ଭୁବନେଶ୍ୱର,୨୪।୯(ଅନିଲ ଦାସ): ସାଧାରଣ ନିର୍ବାଚନକୁ ଆଉ କିଛି ମାସ ରହିଛି। ଏହା ପୂର୍ବରୁ ସମସ୍ତ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ୍‌)ର ଏଫ୍‌ଏଲ୍‌ସି ତନଖି କାର୍ଯ୍ୟ ୨ଟି ପର୍ଯ୍ୟାୟରେ…

ପଟିଆରେ ସକ୍ସେସ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୪।୯: ଦେଶର ପ୍ରମୁଖ ମେନ୍ସୱେର ବ୍ରାଣ୍ଡ୍‌ ‘ସକ୍ସେସ୍‌’ର ନୂତନ ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଶନିବାର ଭୁବନେଶ୍ୱରର ପଟିଆଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ…

ପୁଣି ବଢ଼ିପାରେ ଖାଦ୍ୟ ମୁଦ୍ରାସ୍ଫୀତି

ଭୁବନେଶ୍ୱର, ୨୪।୯: ସକ୍ରିୟ ମୌସୁମୀ ସାରା ଦେଶରେ ଖରିଫ ଚାଷକୁ ପୁନର୍ଜୀବିତ କରିଛି। ଏହାର ପ୍ରଭାବରେ ସାରା ଦେଶରେ ପୂର୍ବ ବର୍ଷଗୁଡ଼ିକ ଅପେକ୍ଷା ଚଳିତବର୍ଷ ଭଲ ଧାନ ଅମଳ…

ସଫଳ ପିଜୁଳି ଚାଷୀ କୁଅଁର ଦମ୍ପତି, କରୁଛନ୍ତି ଲକ୍ଷାଧିକ ଟଙ୍କା ଆୟ

ସମ୍ବଲପୁର,୨୩ା୯ (ଶୁଭାଶିଷ ପାଢ଼ୀ): ଦୃଢ଼ ଇଚ୍ଛାଶକ୍ତି ଥିଲେ ସଫଳତା ମିଳେ। ସଂଘର୍ଷ କରି ଏଭଳି ସଫଳତା ପାଇଛନ୍ତି ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଫଟାମୁଣ୍ଡା ଗାଁର ଚାଷୀ…

ବିଓଆଇ ମହାନଦୀ ବିହାର ଶାଖାର ନୂତନ ପରିସର

ଭୁବନେଶ୍ୱର, ୨୪।୯: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ର ଭୁବନେଶ୍ୱର ଅଞ୍ଚଳ ଅଧୀନ ମହାନଦୀ ବିହାର ଶାଖାର ନୂତନ ପରିସର ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଏହି ଶାଖା ପୂର୍ବରୁ…

ସିୟୁଇଇ-୨୦୨୪ ଆବେଦନ ଆରମ୍ଭ

ଭୁବନେଶ୍ୱର, ୨୪।୯: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେଞ୍ଚୁରିଅନ୍‌ ବିଶ୍ୱବିଦ୍ୟାଳୟ (ଓଡ଼ିଶା ଏବଂ ଏପି) ପକ୍ଷରୁ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା-୨୦୨୪ (ସିୟୁଇଇ-୨୦୨୪) ପାଇଁ ଆବେଦନ ପ୍ରକ୍ରିୟା…

ହୀରାକୁଦର ୨୪ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୪।୯(ଶୁଭାଶିଷ ପାଢ଼ୀ): ସମ୍ବଲପୁର ହୀରାକୁଦ ଡ୍ୟାମ୍‌ର ୨୪ ଗେଟ୍‌ ଦେଇ  ବନ୍ୟାଜଳ ନିଷ୍କାସନ ହେଉଛି। ବର୍ତ୍ତମାନ ହୀରାକୁଦର ଉପରମୁଣ୍ଡରେ ବର୍ଷା ଲାଗିରହିଥିବାରୁ ଜଳ ଭଣ୍ଡାରର ଜଳସ୍ତର ବଢିବାରେ…

ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣକୁ ଗୁରୁତ୍ୱ

ଭୁବନେଶ୍ୱର, ୨୪।୯ : ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣକୁ ଗୁରୁତ୍ୱ ଦିଆଯାଇଛି। ବିଶେଷ କରି ଚଳିତ ବର୍ଷର ପାର୍ବଣ ସମୟରେ…

ପାରାଦୀପ ପୋର୍ଟରେ କରାଯାଉ କଣ୍ଟେନର ଟର୍ମିନାଲ

ଭୁବନେଶ୍ୱର,୨୪।୯: ଓଡ଼ିଶାର ପ୍ରମୁଖ ବନ୍ଦର ‘ପାରାଦୀପ ପୋର୍ଟ’ରେ ଏକ ଅତ୍ୟାଧୁନିକ କଣ୍ଟେନର ଟର୍ମିନାଲ କରାଯାଉ ବୋଲି ଜିନ୍ଦଲ ଷ୍ଟେନ୍‌ଲେସ୍‌ର ଲଜିଷ୍ଟିକ୍ସ ମୁଖ୍ୟ ଭେଙ୍କଟେଶ୍ୱର ରାଓ ଭୁବନେଶ୍ୱରଠାରେ ଆୟୋଜିତ ଦିନିକିଆ…

କନ୍ୟାଶ୍ରମରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର, ପୋଲିସ ବସ୍‌ ପୋଡ଼ିଲେ ଗ୍ରାମବାସୀ

ରାୟଗଡ଼ା/ଟିକିରି,୨୩।୯ (ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଡଙ୍ଗାସିଲ ଗ୍ରାମରେ ଥିବା ଏକ କନ୍ୟାଶ୍ରମରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର…