ଖେବର ପାଖ୍ଟନଖୱାରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ: ୮ ଆତଙ୍କବାଦୀ ନିହତ

ଇସଲାମାବାଦ,୨୨।୯: ପାକିସ୍ତାନର ଖେବର ପାଖ୍ଟନଖୱାଠାରେ ସର୍ଚ୍ଚ ଅପରେଶନରେ ଯବାନଙ୍କୁ ବଡ ସଫଳତା ମିଳିଛି। ଏଥିରେ ୮ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିସହ ୫ ଜଣ ଆତଙ୍କବାଦୀଙ୍କୁ…

ପ୍ରଧାନମନ୍ତ୍ରୀ ଭାବେ ଟ୍ରୁଡୋଙ୍କୁ ପସନ୍ଦ କରନ୍ତି ନାହିଁ କାନାଡାବାସୀ

ଅଟାଓ୍ବା,୨୨।୯: କାନାଡା ଓ ଭାରତ ମଧ୍ୟରେ କୂଟନୈତିକ ବିବାଦ ଜାରି ରହିଛି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟା ଘଟଣାରେ ଭାରତର ସଂପୃକ୍ତି ନେଇ ଅଭିଯୋଗ…

ମଣିପୁରରେ ଅସ୍ତ୍ରଶସ୍ତ୍ର ପୁନରୁଦ୍ଧାର ସମ୍ପର୍କରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କଲେ ସରକାର

ଇମ୍ଫାଲ,୨୨।୯: ମଣିପୁର ସରକାର ରାଜ୍ୟରେ ଅସ୍ତ୍ରଶସ୍ତ୍ର ପୁନରୁଦ୍ଧାର ସ୍ଥିତି ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିଛନ୍ତି। ଏହି ରିପୋର୍ଟରେ ସମସ୍ତ ଅଞ୍ଚଳରୁ ଜବତ ହୋଇଥିବା…

କ୍ଷମା ମାଗିଲେ ରାଜନାଥ ସିଂ

ନୂଆଦିଲ୍ଲୀ,୨୨।୯: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲୋକ ସଭାରେ ଭାଜପା ଏମ୍‌ପି ରମେଶ ବିଧୁରୀଙ୍କ ଅଶ୍ଲୀଳ ଭାଷା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ଚନ୍ଦ୍ରୟାନ-୩ ମିଶନ…

ବିମାନରେ ଅଭିନେତ୍ରୀଙ୍କ ଚଷମା ଚୋରି

ବିମାନରେ ଅଭିନେତ୍ରୀ ଗୌହର ଖାନଙ୍କ ଚଷମା ଚୋରି ହୋଇଯାଇଛି। ଏହି ପ୍ରସଙ୍ଗରେ ଦୃଷ୍ଟି ଦେବାକୁ ସେ ଏକ୍ସ ଜରିଆରେ ଏୟାରଲାଇନ୍ସକୁ ମଧ୍ୟ ଅନୁରୋଧ କରିଛନ୍ତି। ଗୌହର ଦୁବାଇରୁ…

ମା’ ଆଖି ସାମ୍ନାରେ ଚାଲିଗଲା ଶିଶୁକନ୍ୟାଙ୍କ ଜୀବନ

ପଟାଙ୍ଗି,୨୨ା୯(ଶରତ ଧଳ): ମା’ ସହ ଚାଷଜମିକୁ ଯାଉଥିବା ସମୟରେ ଗୋଡ଼ ଖସି ଏକ ଗାତରେ ପଡ଼ି ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅକୁ ହରାଇ ପରିବାରବର୍ଗ ଭାଙ୍ଗି…

ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି

ମୋହଲି,୨୨।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲା ଶୁକ୍ରବାରଠୁ ଆରମ୍ଭ ହୋଇଛି। ଆଇଏସ ବିନ୍ଦ୍ରା ପଞ୍ଜାବ କ୍ରିକେଟ ଆସୋସିଏଶନ…

ଏଥର ବି ଦୀପାବଳିରେ ଫୁଟିବ ନାହିଁ ବାଣ, ଗ୍ରୀନ କ୍ରାକର୍ସକୁ ନେଇ କରାଯାଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ,୨୨।୯: ସୁପ୍ରିମକୋର୍ଟ ଶୁକ୍ରବାର ଦେଶରେ ବାରିୟମ ଧାରଣ କରିଥିବା ସବୁଜ କ୍ରାକର ତିଆରି କରିବାକୁ ଅନୁମତି ଦେବାକୁ ମନା କରି ଦେଇଛନ୍ତି। କେନ୍ଦ୍ର ସରକାର ଏବଂ ଅଗ୍ନିଶମ…

ଉଦୟପୁରରେ ପରିଣିତି-ରାଘବଙ୍କର ହେବ ଗ୍ରାଣ୍ଡ ଓ୍ବେଲକମ, ସ୍ବାଗତ ପାଇଁ ଲାଗିଲା ବଡ ପୋଷ୍ଟର

ମୁମ୍ବାଇ: ବଲିଉଡ ବିୟୁଟି ପରିଣିତି ଚୋପ୍ରା ଏବଂ ଏଏପି ନେତା ରାଘବ ଚଢାଙ୍କ ବିବାହକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏବେ କିଛି ଦିନ ମଧ୍ୟରେ…

ସଞ୍ଜୟ ଗାନ୍ଧୀ ହସ୍ପିଟାଲର ଲାଇସେନ୍ସ ରଦ୍ଦ, ଚିନ୍ତା ପ୍ରକଟ କଲେ ବରୁଣ

ଲକ୍ଷ୍ନୌ,୨୨ା୯: ଭାରତୀୟ ଜନତା ପାର୍ଟିର ବରୁଣ ଗାନ୍ଧୀ ଶୁକ୍ରବାର ଆମେଠିରେ ସଞ୍ଜୟ ଗାନ୍ଧୀ ହସ୍ପିଟାଲର ଲାଇସେନ୍ସକୁ ରଦ୍ଦ କରିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ଏବଂ ଏହି…