Posted inଜାତୀୟ

ନାବାଳକ ଆଇନରେ ହେବ ସଂଶୋଧନ: ଜିଲା ମାଜିଷ୍ଟ୍ରେଟଙ୍କ ଅଧୀନରେ କାର୍ଯ୍ୟ କରିବ ଶିଶୁ ସୁରକ୍ଷା ୟୁନିଟ

ନୂଆଦିଲ୍ଲୀ୧୭।୨: ନାବାଳକ ଆଇନ(ଜୁଭେନାଇଲ ଜଷ୍ଟିସ୍‌ ଲ୍‌) ଅଧିନିୟମ ୨୦୧୫ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ବୁଧବାର ଅନୁମୋଦନ କରିଛି। ଏଥିରେ ଜିଲା ମାଜିଷ୍ଟ୍ରେଟ ଏବଂ ଅତିରିକ୍ତ ଜିଲା ମାଜିଷ୍ଟ୍ରେଟଙ୍କ କ୍ଷମତାକୁ ବଢାଇ ଦିଆଯାଇଛି। ଏହି ସମ୍ପର୍କରେ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି, ଜିଲାରେ ଜିଲା ମାଜିଷ୍ଟ୍ରେଟ ଏବଂ ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ ଆଇନର କାର୍ଯ୍ୟକାରିତା ପାଇଁ ଦାୟୀ ଏଜେନ୍ସିଗୁଡିକର କାର୍ଯ୍ୟ ଉପରେ ନଜର ରଖିବାର କ୍ଷମତା ପାଇବେ। ଜିଲା ଶିଶୁ ସୁରକ୍ଷା ୟୁନିଟ ଜିଲା ମାଜିଷ୍ଟ୍ରେଟଙ୍କ ଅଧୀନରେ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି। ଶିଶୁ କଲ୍ୟାଣ କମିଟିର(ସିଡବ୍ଲ୍ୟୁସି) ସଦସ୍ୟ ହେବାକୁ ଥିବା ଲୋକଙ୍କ ପୃଷ୍ଠଭୂମି ଯାଞ୍ଚ କରିବା ପାଇଁ କୌଣସି ର୍ନିଦ୍ଦିିଷ୍ଟ ନିର୍ଦ୍ଦେଶ ବା ନିୟମ ନ ଥିଲା। କ୍ୟାବିନେଟ ଦ୍ୱାରା ଅନୁମୋଦନ କରାଯାଇଥିବା ସଂଶୋଧନ ଅନୁଯାୟୀ, ସିଡବ୍ଲ୍ୟୁସିର ସଦସ୍ୟ ହେବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ପୃଷ୍ଠଭୂମି ଏବଂ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଅନ୍ତର୍ଭୁକ୍ତ କରାଯିବ ବୋଲି ସେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରାଖଣ୍ଡରେ ଭୟଙ୍କର ହେଲିକପ୍ଟର କ୍ରାଶ୍‌: ସମସ୍ତ ଯାତ୍ରୀ ମୃତ

ଡେରାଡୁନ୍‌,୩୦।୧୦: ଉତ୍ତରାଖଣ୍ଡର ଯୋଶୀମଠ ନିକଟରେ ଏକ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା ଘଟିଛି। ବଦ୍ରିନାଥ ଧାମରୁ ଦର୍ଶନ ସାରି ଫେରୁଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଥିବା…

ଫିଲିପ୍ସଙ୍କ ଚମତ୍କାର ଶତକ: ଭାରତ ଆଗରେ ବିଶାଳ ଟାର୍ଗେଟ୍‌

ଅକଲାଣ୍ଡ,୩୦।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଚତୁର୍ଥ ମୁକାବିଲା ଆଜି ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଉଛି। ଏହି ମ୍ୟାଚ୍‌ର ଭାରତୀୟ…

ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଫେସରଙ୍କୁ ଛୁରାମାଡ଼, ଅଭିଯୁକ୍ତ ଅଟକ

ସମ୍ବଲପୁର,୩୦ା୧୦(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ରାସାୟନିକ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ତଥା(ଏଚ୍‌ଓଡି) ପ୍ରଫେସର ସତ୍ୟନାରାୟଣ ସାହୁଙ୍କୁ ଜଣେ ଅବସରପ୍ରାପ୍ତ ସୁଇପର ଆକ୍ରମଣ କରିଛନ୍ତି। ଫଳରେ ସେ…

ପ୍ରଶଂସା ସାଉଁଟିଲେ ଶ୍ରଦ୍ଧା କପୁର: ‘ଇଠା’ର ଧମାକାଦାର ଟ୍ରେଲର ରିଲିଜ୍‌

ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ପୁଣି ବଡ଼ ପରଦାକୁ ଫେରୁଛନ୍ତି। ମ୍ୟାଡକ ଫିଲ୍ମସ ଏବଂ କଠପୁତଲି କ୍ରିଏସନ୍ସର ଆଗାମୀ ଫିଲ୍ମ ‘ଇଠା’ରେ ସେ ଏକ ଭିନ୍ନ ତଥା…

ଅଧାରେ ରହିଲା ଜଗା ଦର୍ଶନ, ବଡ଼ଦାଣ୍ଡରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ଭକ୍ତ, ଆଉ ତା’ ପରେ…

ପୁରୀ,୩୦ା୧୦(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ଆସିଥିବା ଜଣେ ଭକ୍ତଙ୍କର ପୁରୀରେ ଦେହାନ୍ତ ହୋଇଛି। ମନ୍ଦିରରେ ଦର୍ଶନ ପାଇଁ ବ୍ୟାରିକେଡ୍‌ ବାହାରେ ଅପେକ୍ଷା କରିଥିବାବେଳେ…

OSCPCR ଅଧ୍ୟକ୍ଷାଙ୍କ ବଡ଼ ଚେତାବନୀ: ଅଭିଯୋଗ ନ ରଖିଲେ ପୋଲିସ କର୍ମଚାରୀଙ୍କ ବିରୋଧରେ ହେବ ଆକ୍ସନ

ଭୁବନେଶ୍ୱର,୩୦।୧୦: ଶିଶୁ ସୁରକ୍ଷା ଅଧିକାର ଆୟୋଗ କମିଶନ ଅଧ୍ୟକ୍ଷା(OSCPCR) ଶୁକ୍ରବାର ଏକ କଡ଼ା ଚେତାବନୀ ଦେଇଛନ୍ତି। ଜଳେଶ୍ୱରରେ ନାବାଳିକାଙ୍କୁ ବଳାତ୍କାର ପରେ ଘଟିଥିବା ହତ୍ୟା ଘଟଣାକୁ ନେଇ…

ଗଞ୍ଜାମରେ ବନ୍ୟା ସ୍ଥିତି: ପ୍ରଶାସନ ପ୍ରସ୍ତୁତ, ଅନୁଧ୍ୟାନ ପାଇଁ ଆସିବେ କେନ୍ଦ୍ରୀୟ ପ୍ରତିନିଧି ଦଳ

ଛତ୍ରପୁର,୩୦ା୧୦(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ଗଞ୍ଜାମ ଜିଲାରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିରେ ଧିରେ ଧିରେ ସୁଧାର ଆସୁଛି। ଭଞ୍ଜନଗରଠାରୁ ଛତ୍ରପୁର…

ଘରେ ଜରୁରୀକାଳୀନ ଖାଦ୍ୟସାମଗ୍ରୀ ଗଚ୍ଛିତ କରି ରଖୁଛନ୍ତି ଜାପାନ, ଆମେରିକା, ବ୍ରିଟେନର ଲୋକେ, କିଛି ବଡ଼ ଘଟଣା ଘଟିବାକୁ ଯାଉଛି କି? ଜାଣନ୍ତୁ…

ଓ୍ବାଶିଂଟନ/ଟୋକିଓ,୩୦।୧୦: ବିଶ୍ୱର ଅନେକ ବିକଶିତ ଦେଶ ନିଜ ନାଗରିକମାନଙ୍କୁ ଘରେ ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ ରଖିବାକୁ ପରାମର୍ଶ ଦେଉଛନ୍ତି। ଏହି ଦେଶଗୁଡ଼ିକ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା, ଯୁକ୍ତରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?