ଅଡୁଆରେ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଅମିଶା ପଟେଲ ବର୍ତ୍ତମାନ ଅଡୁଆରେ। ଅମିଶା ଓ ତାଙ୍କ ବିଜନେସ ପାର୍ଟନର କୁନାଲ ଗୁମରଙ୍କ ବିରୋଧରେ ଠକେଇ ଅଭିଯୋଗ ହୋଇଛି। ଉଭୟଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଜଣାପଡିଛି। ଏହି ମାମଲା ହାଇକୋର୍ଟରେ ପହଞ୍ଚିଥିବା କୁହାଯାଇଛି।

ଫିଲ୍ମର ପ୍ରମୋଶନ ଏବଂ ପବ୍ଲିସିଟି ପାଇଁ ଦୁହେଁ ରାଞ୍ଚିରେ ରହୁଥିବା ଫିଲ୍ମମେକର୍‌ ଅଜୟ କୁମାର ସିଂହଙ୍କ ଠାରୁ ୨ କୋଟି ୫୦ ଲକ୍ଷ ଟଙ୍କା ନେଇଥିଲେ। ଫିଲ୍ମ ପୂରା ହେବା ପରେ ସୁଧ ସମେତ ତାଙ୍କୁ ଟଙ୍କା ଫେରାଇବାର ଥିଲା। କିନ୍ତୁ ଅମିଶା ଟଙ୍କା ଫେରାଇବା ବଦଳରେ ଦିନ ଗଡାଇ ଚାଲିବା ସହ ନାନା ବାହାନା କରୁଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ କିରଣଙ୍କ ପାଇଁ ଅନୁପମ ଖେର ନେଲେ ବଡ଼ ନିଷ୍ପତ୍ତି

ବଲିଉଡ୍‌ ଅଭିନେତା ଅନୁପମ୍‌ ଖେର ତାଙ୍କ ସ୍ତ୍ରୀ ତଥା ଭାଜପା ଏମ୍‌ପି କିରଣ ଖେରଙ୍କର ସମ୍ପୂର୍ଣ୍ଣ ଯତ୍ନ ନେଉଛନ୍ତି। କିରଣ ଏବେ ରକ୍ତ କର୍କଟ ରୋଗରେ...

ଫ୍ୟୁଜନ କରି ପ୍ରସିଦ୍ଧ

କେନ୍ଦୁଝର,୩୦ା୬: ୟୁଟ୍ୟୁବରେ କେନ୍ଦୁଝର ଜିଲା ବଡ଼ବିଲ ଅଞ୍ଚଳର ଜିତୁ ଶର୍ମା ନାମକ ଜଣେ ଯୁବକଙ୍କ ଏକ ଧାର୍ମିକ ସଙ୍ଗୀତ ଭିଡିଓ ଧମାକା କରିଛି। ଏହା ଶିବଙ୍କ...

ହ୍ୟାଣ୍ଡ ବ୍ୟାଗକୁ ନେଇ ଟ୍ରୋଲ ହେଲେ ଦିଶା

ମୁମ୍ବାଇ: ଟାଇଗର ର୍ଶଫଙ୍କ ଫିଲ୍ମ ‘ହିରୋପନ୍ତି ୨’ ଶୁକ୍ରବାର ଫାଇଡେ ରିଲିଜରେ ସାମିଲ ହେବାକୁ ଯାଉଛି । ଏହା ଟାଇଗରଙ୍କ ପାଇଁ ଖୁବ୍ ଗୁରୁତ୍ୱ ରଖେ...

ସ୍କୁଲରେ ପୂଜା ନାଁ ରଖି ପଢ଼ୁଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ମା’ଙ୍କୁ ନୁହେଁ ବରଂ ବାପାଙ୍କ ପ୍ରେମିକାଙ୍କୁ କରନ୍ତି ପସନ୍ଦ

ବମ୍ବେ: ହିନ୍ଦୀ, ତେଲୁଗୁ ତଥା ତାମିଲ ଭାଷାର ଫିଲ୍ମରେ ନିଜର ଅଭିନୟର ଯାଦୁ ବୁଣିଛନ୍ତି ଅଭିନେତ୍ରୀ ଶ୍ରୁତି ହସନ। ୧୯୮୬ ମସିହା ଆଜିର ଦିନରେ ଜନ୍ମଗ୍ରହଣ...

ସ୍ବାମୀଙ୍କୁ ଧକ୍କା ମାରି କାର୍‌ରୁ ବାହାର କରିଦେଲେ ପ୍ରିୟଙ୍କା ଚୋପ୍ରା

ଗ୍ଲୋବାଲ ଷ୍ଟାର ଦମ୍ପତି ନିକ୍‌ ଜୋନାସ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ବିବାହକୁ ଇତିମଧ୍ୟରେ ଦୁଇ ବର୍ଷ ପୂରଣ ହୋଇଛି। ଏହି ଅବସରରେ ଉଭୟ ନିଜ ରାଜକୀୟ...

୪୦ ବର୍ଷରେ ପ୍ରଥମ ଥର ପାଇଁ ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ, ପୋଷ୍ଟ ଲେଖି ସ୍ବାମୀ କହିଲେ ଏଭଳି

ବମ୍ବେ: ମା’ ହେବାକୁ ଯାଉଛନ୍ତି ଟେଲି ଅଭିନେତ୍ରୀ କିଶ୍ୱର ମର୍ଚାଣ୍ଟ। ଏହି ଖୁସି ଖବରକୁ କିଶ୍ୱରଙ୍କ ସ୍ବାମୀ ସୂୟଶ ରାୟ ସୋସିଆଲ ମିଡିଆରେ ପୋଷ୍ଟ ଲେଖି...

ବୈବାହିକ ଜୀବନରେ ସଫଳ ହୋଇ ନଥିଲେ ହିମେଶ: ପୁଅ ଥାଇବି ପ୍ରଥମ ସ୍ତ୍ରୀଙ୍କୁ ଦେଇଥିଲେ ଛାଡ଼ପତ୍ର

ବଲିଉଡ୍‌ ଗାୟକ ହିମେଶ ରେଶ୍‌ମିଆ ଅନେକ ହିଟ୍‌ ଗୀତ ଗାଇଛନ୍ତି। ତାଙ୍କ ଗୀତ ପ୍ରାୟ ହିଟ୍‌ ହୋଇଥାଏ। ତେବେ ସେ କେବେ ଗାୟକ ହେବାକୁ ଚାହୁଁ...

ଫିସ୍‌ ବଢାଇଲେ କାର୍ତ୍ତିକ

ଆଜିକାଲି ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଭୁଲ ଭୁଲେୟା ୨’ ବକ୍ସ ଅଫିସରେ ଧମାଲ୍‌  କରିଛି। ଏହି ଫିଲ୍ମ ୧୦୦ କୋଟି କ୍ଲବ୍‌ରେ ପ୍ରବେଶ...

Advertisement
Archives

Model This Week