Posted inଜାତୀୟ

‘କିଷାନ ଯାତ୍ରା’ ଆରମ୍ଭ ପୂର୍ବରୁ ଅଖିଳେଶ ଅଟକ

ଲକ୍ଷ୍ନୌ,୭।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଉତ୍ତରପ୍ରଦେଶ ରାଜନୀତିରେ ଉଷ୍ଣତା ବୃଦ୍ଧି ପାଇଛି। ସମାଜବାଦୀ ପାର୍ଟି ପକ୍ଷରୁ ସ୍ଥିତିରୁ ଫାଇଦା ଉଠାଇବାର ଉଦ୍ୟମ ଆରମ୍ଭ ହୋଇଛି। ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କନୌଜରେ ‘କିଷାନ ଯାତ୍ରା’ ଆରମ୍ଭ ପାଇଁ ଯୋଜନା କରିଥିଲେ। ସୁରକ୍ଷା ବ୍ୟବସ୍ଥା ତଥା ଆଇନ ଶୃଙ୍ଖଳାକୁ ଦୃଷ୍ଟିରୁ ରଖି ଲକ୍ଷ୍ନୌ ପ୍ରଶାସନ ପକ୍ଷରୁ ଅଖିଳେଶଙ୍କ ଘର ଚାରିପଟେ ବ୍ୟାରିକେଡ଼ିଂ କରାଯାଇଥିଲା। ତେବେ ଏହାକୁ ଅମାନ୍ୟ କରି ଅଖିଳେଶ ଘର ବାହାରେ ସୋମବାର ଧାରଣାରେ ବସିଥିଲେ। ତେବେ ପୋଲିସ ତାଙ୍କୁ ନିଜ ହେପାଜତ୍‌କୁ ନେଇଛି। ଏହାପରେ ତାଙ୍କୁ ଇକୋ ଗାର୍ଡେନରେ ଅଟକ ରଖାଯାଇଛି। ଅଖିଳେଶ ଯେପରି କନୌଜ ଯାତ୍ରା ନ କରିପାରିବେ ସେଥିପାଇଁ ପୋଲିସ ପକ୍ଷରୁ ତାଙ୍କର ଗାଡ଼ିକୁ ଜବତ କରାଯାଇଛି। ସମାଜବାଦୀ ପାର୍ଟି ଅନ୍ନାଦାତାଙ୍କ ଆନ୍ଦୋଳନକୁ ସମର୍ଥନ କରୁଥିବାରୁ ସରକାର ଜାଣିଶୁଣି ଦଳୀୟ କର୍ମକର୍ତ୍ତାଙ୍କୁ ଗିରଫ କରୁଥିବା ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଶିଶୁଙ୍କ ମଧ୍ୟରୁ ୮ଜଣ ମୁଖ ଗହ୍ବର ସଂକ୍ରମଣରେ ପୀଡ଼ିତ: ରିପୋର୍ଟ

ନୂଆଦିଲ୍ଲୀ,୩୦।୯: ଭାରତୀୟ ଶିଶୁ ଅଧିକ ମୁଖ ଗହ୍ବର ସଂକ୍ରମଣ ସମସ୍ୟାରେ ପୀଡ଼ିତ ରହିଛନ୍ତି। କାଣ୍ଟାର ଆଇଏମ୍‌ଆର୍‌ବିର ରାଷ୍ଟ୍ରୀୟ ଅଧ୍ୟୟନରୁ ଜଣାପଡ଼ିଛି ଯେ, ୧୦ଶିଶୁଙ୍କ ମଧ୍ୟରୁ ୮ଜଣଙ୍କର...

ଚରିତ୍ର ସଂହାର କରିବାରୁ କଂଗ୍ରେସରୁ ଇସ୍ତଫା ଦେଲେ ଫାରହା ନଇମ

ବଡାଉନ,୨୮ ।୧: କଂଗ୍ରେସର କଳି ଏବେ ପ୍ରାୟ ସବୁ ରାଜ୍ୟରେ ଦେଖିବାକୁ ମିଳିଲାଣି । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଘୋଷଣା କରାଯାଇଥିବା...

କଂଗ୍ରେସ ଉପରେ ବର୍ଷିଲେ ସ୍ମୃତି ଇରାନୀ, କହିଲେ ସେଙ୍ଗୋଲକୁ ‘ନେହେରୁଙ୍କ ବାଡି’ ଭାବରେ ରଖିଥିଲେ ଗାନ୍ଧୀ ପରିବାର

ନୂଆଦିଲ୍ଲୀ,୨୭।୫: ନୂଆ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅର୍ଥାତ୍‌ ଆସନ୍ତାକାଲି ଉଦ୍‌ଘାଟନ କରିବାକୁ ଯାଉଛନ୍ତି। ବିରୋଧୀ ଉଦଘାଟନୀ ସମାରୋହକୁ ବର୍ଜନ କରିଛନ୍ତି। ତେବେ...

ଅତିକ୍ରମଣ ହଟାଇବାକୁ ଆସିଥିବା ଅଧିକାରୀଙ୍କୁ ବିରୋଧ କରି ନିଜକୁୁ ଘରେ ବନ୍ଦ କରି ନିଆଁ ଲଗାଇଲେ ମହିଳା…

ଗାଜିଆବାଦ,୧୫।୧୧ : ଗାଜିଆବାଦର ଖୋଡା ଅଞ୍ଚଳରେ ଦୁଇଜଣ ମହିଳା ଅତିକ୍ରମଣ ହଟାଇବାକୁ ଆସିଥିବା ଅଧିକାରୀଙ୍କୁ ବିରୋଧ କରି ନିଜକୁୁ ଘରର ଗୋଟିଏ କୋଠରୀରେ ତାଲା ପକାଇ...

ଆଇନ ମନ୍ତ୍ରୀଙ୍କଠାରୁ ଦାୟିତ୍ୱ ଛଡ଼ାଇ ନେଲେ ନୀତୀଶ…

ପାଟନା,୩୧।୮ : ବିହାରରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅପହରଣ ଅଭିଯୋଗରେ ଘେରି ରହିଥିବା କାର୍ତ୍ତିକେୟ ସିଂଙ୍କ ଠାରୁ ଆଇନ ମନ୍ତ୍ରଣାଳୟର...

ମଣିପୁରରେ ହୋଇନି ଧାର୍ମିକ ହିଂସା, ଆମେରିକାର ଥିଙ୍କ୍‌ ଟ୍ୟାଙ୍କ୍‌ କହିଲା ହିଂସାର କାରଣ

ଓ୍ବାଶିଂଟନ୍‌,୨୫।୮: ମଣିପୁରରେ ଧାର୍ମିକ ହିଂସା ହେବାର କୌଣସି ପ୍ରମାଣ ନାହିଁ। ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି ଆମେରିକାର ଥିଙ୍କ ଟ୍ୟାଙ୍କ। ରିପୋର୍ଟରେ ଦର୍ଶାଯାଇଛି ଯେ...

ରାଜସ୍ଥାନ ବିଧାନସଭାରେ ସିଏଏ ବିରୋଧୀ ପ୍ରସ୍ତାବ ଗୃହୀତ

ଜୟପୁର,୨୬ା୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ରାଜସ୍ଥାନ ବିଧାନସଭାରେ ଶନିବାର ଧ୍ୱନିମତରେ ପ୍ରସ୍ତାବ ଗୃହୀତ ହୋଇଛି। ଭାଜପା ପକ୍ଷରୁ ଏଭଳି ପ୍ରକ୍ରିୟାକୁ ବିରୋଧ କରାଯାଇ...

ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭାଗଓ୍ବନ୍ତ ମାନ

ଚଣ୍ଡିଗଡ,୧୬।୩: ପଞ୍ଜାବର ୧୮ତମ ମୁଖ୍ୟମନ୍ତ୍ରୀ ଭାବରେ ଆମ ଆଦମୀ ଦଳର ନେତା ଭାଗଓ୍ବନ୍ତ ମାନ ବୁଧବାର ଶପଥ ନେଇଛନ୍ତି। ଶହୀଦ ଭଗତ ସିଂଙ୍କ ଜନ୍ମସ୍ଥାନ ଖଟକର...

Advertisement
Archives

Model This Week