ଟ୍ରୁଡୋଙ୍କ ଇସ୍ତଫା ପରେ ଆମେରିକା ସହ କାନାଡାର ମିଶ୍ରଣ ପାଇଁ ଟ୍ରମ୍ପ୍‌ଙ୍କ ଆହ୍ବାନ

ଓ୍ବାଶିଂଟନ,୮।୧: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ସୋମବାର ଇସ୍ତଫା ଦେଇଥିଲେ। ଏହାର କିଛି ଘଣ୍ଟା ପରେ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କାନାଡକୁ ୫୧ତମ ରାଜ୍ୟ ଭାବେ ଆମେରିକାରେ ମିଶ୍ରଣ ପାଇଁ ଆହ୍ବାନ ଦେଇଛନ୍ତି। ନୂଆ ନେତା ନିର୍ବାଚିତ ହେବା ପର୍ଯ୍ୟନ୍ତ ଟ୍ରୁଡୋ ପ୍ରଧାନମନ୍ତ୍ରୀ ପଦରେ ରହିବେ। ୭୮ ବର୍ଷୀୟ ଟ୍ରମ୍ପ୍‌ଙ୍କର ପୂର୍ବ ପାଳି (୨୦୧୭-୨୧) ପ୍ରଶାସନରେ ମଧ୍ୟ ଟ୍ରୁଡୋଙ୍କ ସହ ଭଲ ସମ୍ପର୍କ ନ ଥିଲା। ଗତ ନଭେମ୍ବର ୫ରେ ଟ୍ରମ୍ପ୍‌ ପୁନର୍ବାର ଆମେରିକା ରାଷ୍ଟ୍ରପତି ନିର୍ବାଚିତ ହେବା ପରେ କାନାଡାକୁ ଆମେରିକାରେ ସାମିଲ କରିବା ପାଇଁ କହିଥିଲେ। ଏହା ପରେ ସେ ସାମାଜିକ ଗଣମାଧ୍ୟରେ ଏହି କଥାକୁ ବାରମ୍ବାର ଦୋହରାଇଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ଆମେରିକୀୟ ନାଗରିକ ହେବା ସହଜ ନୁହେଁ, ଜାଣନ୍ତୁ ଟ୍ରମ୍ପ ପରିବର୍ତ୍ତନ କରିଥିବା ଜନ୍ମଗତ ନାଗରିକତା ଆଇନ କ’ଣ? ପ୍ରଭାବିତ ହେବେ…

ଓ୍ବାଶିଂଟନ,୨୧।୧: ନାଗରିକତା ପ୍ରଦାନ ପାଇଁ ପ୍ରତ୍ୟେକ ଦେଶର ନିଜସ୍ବ ଆଇନ ରହିଛି। ବାହାରୁ ଆସୁଥିବା ବ୍ୟକ୍ତି କେବେ ଏବଂ କିପରି ନାଗରିକତା ପାଇବେ ତାହା ସେହି...

ରିସର୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ୬୬ଜଣ ଜୀବନ୍ତ ଦଗ୍ଧ

ଅଙ୍କରା,୨୧।୧: ତୁର୍କୀର ଏକ ରିସର୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଅତି କମରେ ୬୬ ଜଣ ପୋଡ଼ିହୋଇ ମୃତ୍ୟୁବରଣ କରିଛନ୍ତି। ଏଥିସହ ୫୧ଜଣ ଆହତ...

ଦାୟିତ୍ୱ ନେବା ପରେ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା ଦେଲେ ଜଣେ ଭାରତୀୟ, ଆମେରିକାରେ ଚହଳ

ଓ୍ବାଶିଂଟନ୍‌,୨୧।୧:ଆମେରିକୀୟ ରାଜନୀତିରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଭାରତୀୟ ବଂଶୋଦ୍ଭବ ବିବେକ ରାମସ୍ବାମୀ। ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣର କିଛି ଘଣ୍ଟା ମଧ୍ୟରେ, ବିବେକ ଘୋଷଣା...

ଟ୍ରମ୍ପ କଲେ ହୁଙ୍କାର, ଥରହର ଦିଲ୍ଲୀ! ଏବେ ବନ୍ଧୁତା ନା ଶତ୍ରୁତା?

ନୂଆଦିଲ୍ଲୀ,୨୧।୧:ଆରମ୍ଭ ହେଲା ହ୍‌ାଇଟ ହାଉସରେ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ ଇନିଂସ। ଆମେରିକା ଦଖଲ କରି ରାଷ୍ଟ୍ରପତି ଗାଦି ସମ୍ଭାଳିଲେ ଟ୍ରମ୍ପ। କିନ୍ତୁ ଶପଥ ନେଉ ନେଉ...

ଦାୟିତ୍ୱ ନେଉ ନେଉ ଧମକ ଦେଲେ ଟ୍ରମ୍ପ, ଥରିଲେ ଦୁଇ ମହାଶକ୍ତି! ଭିଡିଓ କଲ୍‌ରେ କଥା ହେଲେ…

ଓ୍ବାଶିଂଟନ୍‌,୨୧।୧: ଡୋନାଲ୍ଡ ଟ୍ରମ୍ପ କ୍ଷମତା ଗ୍ରହଣ କରିବା ମାତ୍ରେ ସାରା ବିଶ୍ୱରେ ଚହଳ ପଡିଛି। କାରଣ ଶପଥ ଗ୍ରହଣ ପରେ ସେ ଏମିତି କିଛି ନିଷ୍ପତ୍ତି...

ରାଷ୍ଟ୍ରପତି ହେବା ପରେ ଚକିତ କଲା ଭଳି ୫ ବଡ଼ ନିଷ୍ପତ୍ତି ନେଲେ ଟ୍ରମ୍ପ, ସାରା ବିଶ୍ୱକୁ ଥରାଇଦେଲା..

ଓ୍ବାଶିଂଟନ୍‌,୨୧।୧: ସୋମବାର ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହା ସହିତ ସେ ଚାରି ବର୍ଷ ପରେ ଦ୍ୱିତୀୟ ଥର...

ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ସଭିଙ୍କ ଦୃଷ୍ଟି ଆକର୍ଷଣ କଲେ ୧୭ ବର୍ଷୀୟା କାଇ ଟ୍ରମ୍ପ

ଓ୍ବାଶିଂଟନ,୨୧।୧: ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ। ଟ୍ରମ୍ପ କ୍ୟାପିଟାଲ ହିଲ ଭିତରେ ଥିବା ରୋଟୁଣ୍ଡା ହଲରେ ଶପଥ ଗ୍ରହଣ...

ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୬ ମୃତ

ଅଙ୍କାରା,୨୧।୧: ଉତ୍ତର-ପଶ୍ଚିମ ତୁର୍କୀର କାର୍ଟାଲକାୟା ସ୍କି ରିସର୍ଟ ହୋଟେଲରେ ଅଗ୍ନିକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୧ ଜଣ ଆହତ ହୋଇଛନ୍ତି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri