ଛାତ୍ର ସଭାପତି ପାଇଁ ଗଞ୍ଜାମ ସହରର ଛାତ୍ର ସଂଗଠନକାରୀ ମନୋଜ ପ୍ରଧାନଙ୍କ ନାଁ ଆଗରେ ଥିବା କୁହାଯାଉଛି l ବିଜୁ ଜନତା ଦଳରେ ମନୋଜଙ୍କ ଦବ୍ଦବା ଏବେବି ରହିଛି। ଯୁବ ସଭାପତି ପଦବୀ ଲବିରେ ଏନେକ ଯୁବକ ଥିଲେ ମଧ୍ୟ ନିରଞ୍ଜନ ପରିଡା (ନିର ଭାଇ)ଙ୍କ ନାଁ ଆଗରେ ଥିବା ଆଲୋଚନା ହେଉଛି । ତତ୍ସହ ନୀଳାଞ୍ଚଳ ବାରିକି, ରଙ୍କ ପଲାଇଙ୍କ ନାଁ ମଧ୍ୟ ଯୁବ ସଭାପତି ତାଲିକାରେ ଥିବା ରହିଛନ୍ତି। ହେଲେ ଦଳର ସୁପ୍ରିମୋ କାହାକୁ ଭରସା କରିବେ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ।

