ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦେଲେ ୮ କରୋନା ଯୋଦ୍ଧା

ଛତ୍ରପୁର,୧୫ା୭(ଡି.ଏନ୍‌.ଏ.) : କରୋନାରୁ ସୁସ୍ଥ ହୋଇ ଗଞ୍ଜାମ ଜିଲାରେ ୮ କରୋନା ଯୋଦ୍ଧା ପୁଣି ନିଜ କାର୍ଯ୍ୟରେ ମଙ୍ଗଳବାର ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରେ ବିଡିଓ, ସହକାରୀ ଯନ୍ତ୍ରୀ, ମାର୍କେଟିଂ ଇନ୍ସପେକ୍ଟର, ପଞ୍ଚାୟତ ନିର୍ବାହୀ ଅଧିକାରୀ, ୪ ପୋଲିସ ଅଧିକାରୀ ଓ କର୍ମଚାରୀ ଅଛନ୍ତି। ୪ ପୋଲିସ କରୋନା ଯୋଦ୍ଧା ସମସ୍ତଙ୍କ ପାଇଁ ହିରୋ ପାଲଟି ଯାଇଥିବା ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ କହିଛନ୍ତି। ଏଥିସହ କରୋନା ଯୋଦ୍ଧା ତଥା ସ୍ବର୍ଗତ ଗୋଲକ ଚନ୍ଦ୍ର ନାୟକଙ୍କ ଉଦ୍ଦେଶ୍ୟରେ ଏକ ଶୋକସଭା ଏସ୍‌ପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଗଞ୍ଜାମ ଏସ୍‌ପି ଓ ଅନ୍ୟ ପୋଲିସ ଅଧିକାରୀ ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିଥିଲେ। ସେହିପରି ୪ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ କରୋନାକୁ ହରାଇ ସୁସ୍ଥ ହୋଇ ପୁଣି ନିଜ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଜନସାଧାରଣଙ୍କ ସେବା ପାଇଁ ଥିବା ତାଙ୍କର ଦୃଢ଼ ପ୍ରତିଜ୍ଞା ଓ ଉତ୍ସର୍ଗକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଟିଇଟି ପ୍ରଶ୍ନପତ୍ରରେ ତ୍ରୁଟି ଘଟଣା: ପୁନଃ ମୂଲ୍ୟାୟନ ଅର୍ଥ କମ୍‌ ପାଇଁ ଦାବି

କଟକ ଅଫିସ, ୧୨।୧୦: ପ୍ରଶ୍ନପତ୍ର ତ୍ରୁଟି ଲାଗି ୨୦୧୮ରେ ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ(ଓଟିଇଟି)କୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବାତିଲ କରି ଦିଆଯାଇଥିଲା। ସେହିପରି...

ପମ୍ପ ହାଉସରେ ପଶି ହାତଗୋଡ଼ ବାନ୍ଧି ଲୁଟିନେଲେ

କାମାକ୍ଷାନଗର, ୧୭।୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ରେକୁଳାଠାରେ ଥିବା ଜନସ୍ବାସ୍ଥ୍ୟ ବିଭାଗର ପମ୍ପ ହାଉସରେ ସୋମବାର ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତ ପଶିଥିଲେ । ଡ୍ରାଇଭରଙ୍କୁ ମାରଣାସ୍ତ୍ର...

CORONAVIRUS UPDATE: ଆଜି ଚିହ୍ନଟ ହେଲେ ୫୯୫ ଆକ୍ରାନ୍ତ; ମୋଟ ସଂଖ୍ୟା ୧୩,୧୨୧କୁ ବୃଦ୍ଧି

ଭୁବନେଶ୍ୱର,୧୨।୭(ବ୍ୟୁରୋ): ରାଜ୍ୟରେ ରବିବାର ୫୯୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରୁ ୩୯୪ କ୍ୱାରାଣ୍ଟାଇନ୍‌ କେସ୍‌ ଥିବା ବେଳେ ୨୦୧ ଲୋକାଲ କେସ୍‌ ରହିଛି।...

କୋଇଲା ବୋଝେଇ ଟ୍ରେନ୍‌ରୁ ବାହାରିଲା ଅଜଣା ମୃତଦେହ: ପୋଲିସର ତଦନ୍ତ ଜାରି

ବଅଁରପାଳ,୩୦ା୫(ଡି.ଏନ୍‌.ଏ.): ଶନିବାର ସକାଳେ ଅନୁଗୋଳ ଜିଲା ତାଳଚେର କୋଇଲା ଖଣିରୁ ନାଲ୍‌କୋ ସିପିପି ପ୍ଲାଣ୍ଟକୁ ଆସିଥିବା କୋଇଲା ବୋଝେଇ ଟ୍ରେନରେ ଏକ ଅଜଣା ମୃତହେହ ଦେଖିବାକୁ...

ଗଜପତି, ଗଞ୍ଜାମରେ ସବୁଠୁ କମ୍‌ ବର୍ଷା

ବ୍ରହ୍ମପୁର ଅଫିସ୍‌,୧୪ା୮-ଉତ୍ତର-ପଶ୍ଚିିମ ବଙ୍ଗୋପସାଗରରେ ଦେଖା ଦେଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହୋଇଛି। କିନ୍ତୁ ରାଜ୍ୟର ଅନ୍ୟ ଜିଲାଗୁଡ଼ିକ ତୁଳନାରେ ଦକ୍ଷିଣ ଓଡ଼ିଶାର ଦୁଇଟି...

କରୋନା ଯୋଦ୍ଧାଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର

ଭୋପାଳ,୧୪।୫: କରୋନା ଭାଇରସ୍‌ ମହାମାରୀ ଭିତରେ ନିଜ ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ କରି ଲୋକଙ୍କ ପାଖରେ ଖବର ପହଞ୍ଚାଉଥିବା ସାମ୍ବାଦିକଙ୍କ ଚିନ୍ତା ଏବେ...

ବନ ବିଭାଗ ପକ୍ଷରୁ ଚଢ଼ାଉ: ବାର୍‌ହା ମାଂସ ଜବତ

ସୋର/ଔପଦା, ୧୩ା୧୨(ଡି.ଏନ.ଏ.): ସୋର ଥାନା ଅଧୀନ ଔପଦା ରେଞ୍ଜ ଖୁଣ୍ଟାପାଟଣା ବିଟ୍‌ ବାଘଆମ୍ପୁଡା ଜଙ୍ଗଲରେ ଶୁକ୍ରବାର ପୂର୍ବାହ୍ନରେ ବନବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଉଥିବା ବେଳେ ବାର୍‌ହା...

ସେଲୁନରୁ ବ୍ୟାପିଲା ସଂକ୍ରମଣ: ଗୋଟିଏ ଗାଁର ୬ ଜଣ ପଜିଟିଭ!

ଇନ୍ଦୋର୨୫।୪: ମଧ୍ୟପ୍ରଦେଶର ଖରଗୌନ ଜିଲାରେ ଶୁକ୍ରବାର ଏକାସହ ୯ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଯାଇଥିଲା। ଏମାନଙ୍କ ମଧ୍ୟରୁ...

Advertisement


Archives

Model This Week