Posted inଜାତୀୟ

ଗିରଫ ହେଲେ ଅଭିନେତ୍ରୀ ଲିନା ମାରିଆ ପଲ୍‌

ନୂଆଦିଲ୍ଲୀ,୬।୯: ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ଗିରଫ ହେବା ପରେ, ଏବେ ତାଙ୍କ ପ୍ରେମିକା ଅଭିନେତ୍ରୀ ଲିନା ମାରିଆ ପଲ୍‌ଙ୍କୁ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି। ମାରିଆଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଅଟକ ରଖି ଅଧିକ ତଦନ୍ତ ଚାଲିଛି। ଅଭିଯୁକ୍ତ ସୁକେଶଙ୍କୁ ଟଙ୍କା ଠକେଇରେ ଅଭିନେତ୍ରୀ ସାହାଯ୍ୟ କରୁଥିବା ତଦନ୍ତ ବେଳେ ଜଣାପଡ଼ିଛି।
ସୂଚନା ଅନୁସାରେ, ସୁକେଶ ନିଜକୁ ଆଇନ ମନ୍ତ୍ରାଣାଳୟର କର୍ମଚାରୀ କହି ବ୍ୟବସାୟୀ ଶିଭିନ୍ଦର ମୋହନ ସିଂଙ୍କ ସ୍ତ୍ରୀ ଅଦିତି ସିଂଙ୍କ ଠାରୁ ଟଙ୍କା ଠକିନେଇଥିଲେ। ଏଥିରେ ମାରିଆ ସହଯୋଗ କରିଥିବା ତାଙ୍କ କଲ ଲିଷ୍ଟରୁ ଜଣାପଡ଼ିଛି। ଏହି ମାମଲାରେ ପୂର୍ବରୁ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ପଚରାଉଚୁରା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରର ଦାନ ଅର୍ଥରେ ସରକାରୀ ହସ୍ପିଟାଲର ରୋଗୀଙ୍କୁ ଦିଆଯାଏ ୨ ବେଳା ଖାଦ୍ୟ

ମନ୍ଦିର କହିଲେ ବୁଝାଏ ଦାନ ଦକ୍ଷିଣା, ପୂଜାପାଠ ଆଦିକୁ। ହେଲେ ମହାରାଷ୍ଟ୍ର ପୁଣେର ଦଗଡୁ ସେଠ ହଲଓ୍ବାଇ ଗଣେଶ ମନ୍ଦିର ସବୁଠାରୁ ନିଆରା। କାରଣ ଭକ୍ତଙ୍କ...

ଉତ୍ତରାଖଣ୍ଡରେ କେଉଁ ହେଭିଓ୍ବେଟ୍‌ ନେତା ହାରିଲେ ଆଉ କିଏ ଜିତିଲେ ଜାଣନ୍ତୁ

ଡେରାଡୁନ,୧୦ା୩: ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳ ଆଜି ଅର୍ଥାତ୍‌ ମାର୍ଚ୍ଚ ୧୦ରେ ଗଣନା ଚାଲିଛି। ଏ ପର୍ଯ୍ୟନ୍ତ ଆସିଥିବା ଫଳାଫଳ ଏବଂ ଟ୍ରେଣ୍ଡରେ ପୁଣିଥରେ ଭାଜପା ସରକାର...

ଅର୍ଶ ସମସ୍ୟା ଦୂରକରେ ବାସି ଭାତ

ଭାତ ବଳିଗଲେ ବା ବାସି ହୋଇଗଲେ ଏହାକୁ ଅନେକ ଲୋକ ଫୋପାଡି ଦେଇଥାଆନ୍ତି। ହେଲେ ଏହା ଶରୀର ପାଇଁ ବେଶ୍‌ ଉପକାରୀ ବୋଲି ଗବେଷକମାନେ ମତ...

ମୂଲ୍ୟବାନ ଜିନିଷ ପରିବର୍ତ୍ତେ ଚୋରି ହେଉଛି ଗୋବର: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଚୋରି ବିଷୟରେ ଆମେ ଅନେକ ଖବର ଶୁଣିଛୁ। ଚୋରମାନେ ବିଶେକରି ସୁନା, ରୂପା ଅଳଙ୍କାର ଅବା ମୂଲ୍ୟବାନ ଜିନିଷ ଚୋରିକରି ନେଇଥାନ୍ତି। ତେଣୁ ଏପରି ଜିନିଷକୁ...

ତେଲ ଦର ବଢ଼ାଇ ୨୩ ଲକ୍ଷ କୋଟି ଆଦାୟ କରିଛନ୍ତି ସରକାର:ରାହୁଲ

ନୂଆଦିଲ୍ଲୀ,୨ା୯: ତେଲ ଏବଂ ଗ୍ୟାସ୍‌ର ଲଗାତର ଦରବୃଦ୍ଧିକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ବୁଧବାର ଟାର୍ଗେଟ କରିଛନ୍ତି। ଗତ ୭ ବର୍ଷରେ...

ମଧ୍ୟ ପ୍ରଦେଶର ୨୮ ଆସନରେ ଭାଜପା ଆଗରେ ୨୮ହଜାରରେ ସିନ୍ଧିଆ ପଛରେ

ଭୋପାଳ,୨୩।୫: ମଧ୍ୟପ୍ରଦେଶର ପ୍ରାୟ ୨୮ ଆସନରେ ଭାଜପା ଆଗରେ ଥିବା ବେଳେ ଏଠାକାର କଂଗ୍ରେସର ହେଭିଓ୍ବେଟ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ୨୮ ହଜାର ଭୋଟରେ ପଛରେ...

ଆର୍ଥିକ ସଙ୍କଟକୁ ନେଇ ମୋଦିଙ୍କୁ ଟାର୍ଗେଟ କଲେ ମମତା

ନୂଆଦିଲ୍ଲୀ,୨୧।୧୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବିନିବେଶକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଆର୍ଥିକ ସଙ୍କଟରୁ ରକ୍ଷା ପାଇବା ପାଇଁ ବିନିବେଶ କୌଣସି ସମାଧାନ...

ଭାରତୀୟ ଯବାନଙ୍କ ଅପହରଣ, ହତ୍ୟା ପଛରେ ଆତଙ୍କବାଦୀ

ଶ୍ରୀନଗର,୧୫।୩: ଜଣେ ଯବାନଙ୍କୁ ଅପହରଣ ଏବଂ ହତ୍ୟା ମାମଲା ଉପରୁ ପରଦା ହଟାଇଛି ଜମ୍ମୁ-କଶ୍ମୀର ପୋଲିସ। ଯବାନଙ୍କ ହତ୍ୟାକାରୀମାନେ ଅନ୍ୟ ଦୁଇଟି ଆକ୍ରମଣ ଘଟଣାରେ ସମ୍ପୃକ୍ତ...

Advertisement
Archives

Model This Week