ଗାଁକୁ ଫେରିଲେ ଗୋଟିଏ ପରିବାର

ପିପିଲି,୯।୯(ଡି.ଏନ୍‌.ଏ.): ପିପିଲି ବ୍ଲକ ଅନ୍ତର୍ଗତ ଚନ୍ଦ୍ରାଦେଇପୁର ବ୍ରାହ୍ମଣଶାସନ ଗ୍ରାମରେ ନାଲି ପିମ୍ପୁଡ଼ି ଆତଙ୍କରେ ୩ ପରିବାର ଗାଁ ଛାଡିଥିଲେ। ସେଥିମଧ୍ୟରୁ ଗୁରୁବାର ଗୋଟେ ପରିବାର ଗ୍ରାମକୁ ଫେରି ଆସିଛନ୍ତି। ନାଲି ପିମ୍ପୁଡ଼ିଙ୍କ ଆତଙ୍କ ଟିକେ କମିଥିବାବେଳେ ଲୋକଙ୍କ ମନରୁ ଭୟ ଦୂର ହୋଇନାହିଁ। ଗତ ୫ ତାରିଖରେ ପିପିଲି ବିଡିଓ ରଶ୍ମିତା ନାଥଙ୍କ ନେତୃତ୍ୱରେ ୨ଟି ଟିମ୍‌ ଗ୍ରାମକୁ ଯାଇ ନାଲି ପିମ୍ପୁଡ଼ିକୁ ଘଉଡାଇବାକୁ ଗ୍ରାମର ରାସ୍ତା ଏବଂ ଲୋକଙ୍କ ଘର ସମ୍ମୁଖରେ ଔଷଧ ସିଞ୍ଚନ କରିଥିଲେ। ଏହାପରେ ପିମ୍ପୁଡ଼ିଙ୍କ ଆତଙ୍କ କିଛି ମାତ୍ରାରେ କମିଥିବା ଜଣାପଡିଛି। ଔଷଧ ସିଞ୍ଚନ ପରଦିନ ବର୍ଷା ଫଳରେ ଔଷଧ ଧୋଇ ହୋଇଯାଇଥିବାରୁ ଗ୍ରାମରେ ଆଉଥରେ ଔଷଧ ସିଞ୍ଚନ ପାଇଁ ୱାର୍ଡ ସଭ୍ୟ ରାଜ ପ୍ରସାଦ ଦାଶ ପ୍ରଶାସନ ପାଖରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିବାସୀ ସମ୍ପ୍ରଦାୟ ଲୋକଙ୍କ ଯାଯାବର ଜୀବନଜୀବିକାର ମାଧ୍ୟମ ହୋଇଛି ମହୁ, ଝୁଣା ସଂଗ୍ରହ

ଗଣିଆ,୨୮ା୫(ସନ୍ତୋଷ କୁମାର ପ୍ରଧାନ)- ଇତିହାସ କହେ ଆଦିମ ଯୁଗରେ ମଣିଷ ଯାଯାବର ଜୀବନଯାପନ ବିତାଉଥିଲା। ଖାଦ୍ୟ ଅନ୍ବେଷଣ ପାଇଁ ଗୋଟିଏ ଯାଗାରୁ ଅନ୍ୟ ଯାଗାକୁ ଘୂରିବୁଲୁଥିଲା।...

ଡିଭାଇଡରକୁ ବେଆଇନ ଭାବେ ଭାଙ୍ଗି ଚଳପ୍ରଚଳ

ଡେରାବିଶ,୫।୭(ସ୍ବ.ପ୍ର.): ଚଣ୍ଡିଖୋଲଠାରୁ ପାରାଦୀପ ଯାଏ ଯାଇଥିବା ୫୩ ନଂ. (କ) ଜାତୀୟ ରାଜପଥର ଡେରାବିଶ ବ୍ଲକ ପଞ୍ଚୁପାଣ୍ଡବଠାରୁ ଅଁଳାବାଙ୍କ ମଧ୍ୟରେ ରାଜପଥରେ ଥିବା ଡିଭାଇଡରକୁ ବ୍ୟବସାୟ...

ବାଉଁଶ ଦେଉଛି ସୁରକ୍ଷା

ଚମ୍ପୁଆ,୧ା୧୧(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଚମ୍ପୁଆ ଗାନ୍ଧୀଛକଠାରେ ଥିବା ମାର୍କେଟ କମ୍ପ୍ଲେକ୍ସ ଅସୁରକ୍ଷିତ ଅବସ୍ଥାରେ ରହିଛି। ଉପର ମହଲାର ସୁରକ୍ଷା ବାଡ଼ ଭାଙ୍ଗିଯାଇଥିବା ବେଳେ ସାହାରା ପାଇଁ...

ବଜ୍ରପାତରେ ୨ ଜୀବନ ଗଲା

ଶଙ୍କରାଖୋଲ(ଡି.ଏନ୍‌.ଏ.)/ଫିରିଙ୍ଗିଆ,୨ା୬- କନ୍ଧମାଳ ଜିଲାରେ ସୋମବାର ଅପରାହ୍ନରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ଚକାପାଦ ଥାନା...

ଇଣ୍ଡିଆନ୍‌ ଆଇଡଲ୍‌-୧୧ରେ ଓଡ଼ିଶା ଝିଅ ଚେଲ୍‌ସି

ଭୁବନେଶ୍ୱର, ୭ା୧୦(ବ୍ୟୁରୋ): ପୁଣି ଜାତୀୟସ୍ତରୀୟ ରିଆଲିଟି ଶୋ’ରେ ଆସିବେ ଓଡ଼ିଆ ଝିଅ ଚେଲ୍‌ସି ବେଉରା। ସୋନି ଟିଭି ପକ୍ଷରୁ ପ୍ରସାରିତ ଇଣ୍ଡିଆନ୍‌ ଆଇଡଲ୍‌-୧୧ରେ ଚେଲ୍‌ସି ଭାଗ...

ଦୁଇ କିଡନୀ ହରାଇଛନ୍ତି ସାମ୍ବାଦିକ: ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ୨ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ସାମ୍ବାଦିକଙ୍କ ସ୍ବାସ୍ଥ୍ୟ ପାଇଁ ସ୍ବତନ୍ତ୍ର ସହାୟତା ପ୍ରଦାନ କରାଯାଉଛି। ଏହି କ୍ରମରେ ଶୁକ୍ରବାର ଢେଙ୍କାନାଳ ଜିଲାର ଜଣେ କର୍ମଜୀବୀ ସାମ୍ବାଦିକଙ୍କ...

ଅସହାୟ ୬ ଅନାଥ ଭଉଣୀ ଭାଇ

ବଡ଼ସାହି,୨୧ା୧୦(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡ଼ସାହି ମୁଖ୍ୟାଳୟଠାରୁ ମାତ୍ର ୫ କି.ମି. ଦୂର ବଳଭଦ୍ରପୁର ଗ୍ରାମରେ ଦୁଇ ପରିବାରର ୬ ଅନାଥ ପିଲା ଏବେ ଅସହାୟ ଅବସ୍ଥାରେ ଦିନ...

ଆହାର କେନ୍ଦ୍ରରେ ଟିକେଟ କାଟି ମଧ୍ୟାହ୍ନଭୋଜନ କଲେ ମନ୍ତ୍ରୀ ସୁଶାନ୍ତ ସିଂହ

ବରଗଡ଼ ଅଫିସ,୨୨।୮- ବରଗଡ଼ ସହରସ୍ଥିତ ଆହାର କେନ୍ଦ୍ରରେ ଗୁରୁବାର ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ମଧ୍ୟାହ୍ନଭୋଜନ କରିବା ଏଠାରେ ଚର୍ଚ୍ଚାର ବିଷୟ...

Advertisement
Archives

Model This Week