ପଦ୍ମପୁରରେ ସବ୍‌ଜେଲ୍‌ରେ ପଶିଲା କରୋନା

ପଦ୍ମପୁର,୨୨।୫(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ସବ୍‌ଜେଲ୍‌ରେ ୮୩ଜଣ କଏଦୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜେଲ୍‌ରେ ମୋଟ ୧୨୫କଏଦୀଙ୍କ ସ୍ବାବ ଟେଷ୍ଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୩ଜଣଙ୍କ କରୋନା ପଜିଟିଭ୍‌ ବାହାରିଛି। ତେବେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କୁ ଆଇସୋଲେଶନ୍‌ରେ ରଖାଯାଇଛି। ଏନେଇ ଏସ୍‌ଡିଏମ୍‌ଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ପରିବାରର ୪ ସଦସ୍ୟ

ବ୍ରହ୍ମପୁର ଅଫିସ,୮ା୪-ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଭୁବନେଶ୍ୱରରେ ଅଧିକ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ...

ବିସ୍ଫୋରକ ଜବତ ଘଟଣା: ୨ କୋର୍ଟ ଚାଲାଣ

ଜୟପୁର,୯ା୩(ଡ଼ି.ଏନ୍‌.ଏ)- ଜୟପୁର ଟାଉନ୍‌ ଥାନା ପକ୍ଷରୁ ଗତ ସପ୍ତାହରେ ୫ଟନ୍‌ ବିସ୍ଫୋରକ ଜବତ ଘଟଣାରେ ହାଇଦ୍ରାବାଦର ୨ ଜାଲ୍‌ ବିକ୍ରେତା ରାଜି ରେଡ୍ଡୀ ଏବଂ ମହେଶ୍ୱର...

ସାଧାରଣତନ୍ତ୍ର ଦିବସରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ

ଫୁଲବାଣୀ ଅଫିସ,୨୬ା୧- ସାଧାରଣତନ୍ତ୍ର ଦିବସ ଅବସରରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ସ୍ଥାନୀୟ କରୋନେସନ ପଡିଆରେ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ ପ୍ରଶାସନ ଏକାଦଶ ଓ...

ଛାତ୍ରୀଙ୍କୁ ଅସଦାଚରଣ: ଶିକ୍ଷକ ଗିରଫ

ବନ୍ତ,୧୬।୨(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଏକ ବିଦ୍ୟାଳୟର ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରି...

ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୭ କରୋନା ଆକ୍ରାନ୍ତ: ମୋଟ ଆରୋଗ୍ୟ ସଂଖ୍ୟା ୧୮ ହଜାର ଟପିଲା

ଭୁବନେଶ୍ୱର,୯୨୮।୭(ବ୍ୟୁରୋ): ରାଜ୍ୟରେ ଆଉ ୬୮୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିରୁ ସର୍ବାଧିକ ୩୦୭ଜଣ ଗଞ୍ଜାମର ଅଛନ୍ତି। ଏହାଛଡ଼ା ଜଗତସିଂହପୁରରୁ ୫୯, ଭଦ୍ରକରୁ ୫୨, ନୟାଗଡ଼ରୁ...

ସିନ୍ଧିଆଙ୍କ ସହଯୋଗୀ କରୋନାରେ ପୀଡ଼ିତ

ଭୋପାଳ,୭।୭: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟସଭା ଏମ୍‌ପି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହଯୋଗୀ (ପି.ଏ.) ଅନୀଲ ମିଶ୍ରା ମଙ୍ଗଳବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଅନୀଲଙ୍କ...

ବିଦ୍ୟୁତ୍‌କାଟ ପ୍ରତିବାଦରେ ଧାରଣା

ଜଳେଶ୍ୱର, ୨।୨(ସ୍ବ.ପ୍ର.)-ବାଲେଶ୍ୱର ଜିଲାର ରାଇବଣିଆ ଅଞ୍ଚଳର ଶ୍ୟାମନଗର, କାଳିକ, ଖୁଆଡ, କଳମା ଓ ସର୍ଦ୍ଦାରବନ୍ଧ ପଞ୍ଚାୟତରେ ରାତ୍ରୀ ସମୟରେ ବିଦ୍ୟୁ୍‌ତ୍‌କାଟ ଯୋଗୁ ଅନ୍ଧାର ସୁଯୋଗ ଦେଇ...

ଓଲଟିଲା ପିକନିକ ବସ୍‌: ଜଣଙ୍କ ଜୀବନ ଗଲା, ୧୨ ଆହତ

ପାରଳାଖେମୁଣ୍ଡି,୧୮।୧(ଡି.ଏନ୍‌.ଏ): ରାୟଗଡା ଜିଲା କେନ୍ଦୁପଡା ଫାଣ୍ଡି ଅନ୍ତର୍ଗତ ଡୁମ୍ବଲାପଦର ବୁଲାଣିଆ ଘାଟିରେ ଏକ ପିକନିଜ ବସ୍‌ ଓଲଟିପଡିଛି। ଏହି ଦୁର୍ଘଟଣାରେ ୧୨ରୁ ଉଦ୍ଧର୍‌ବ ଆହତ ହୋଇଥିବା...

Advertisement


Archives

Model This Week