ଧରିତ୍ରୀ ପ୍ରଭାବ: ୮୬ ଜେଲର ଭିତ୍ତିଭୂମି ପାଇଁ ୫୦କୋଟି ମଞ୍ଜୁର

ଭୁବନେଶ୍ୱର,୨୯ା୬(ବ୍ୟୁରୋ): ରାଜ୍ୟରେ ଅଧିକାଂଶ ଜେଲ୍‌ରେ ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ କରୋନା ସଂକ୍ରମଣ ଆଶଙ୍କା ରହିଛି। ଇତିମଧ୍ୟରେ ୩ ଜେଲ୍‌ରୁ ୧୦ କଏଦୀ ଆକ୍ରାନ୍ତ ହୋଇଛନ୍ତି। ବାସ୍ତବ ସ୍ଥିତିକୁ ନେଇ ଗତ ୨୫ ତାରିଖରେ ଧରିତ୍ରୀରେ ଏକ ଅନୁସନ୍ଧାନ ମୂଳକ ଖବର ‘ଜେଲରେ ବିସ୍ଫୋରକ ରୂପ ନେବ କରୋନା’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏହି ଆଧାରରେ ୮୬ ଜେଲର ଅନ୍ତେବାସୀ ଓ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ପାଣ୍ଠିରୁ ଅର୍ଗାନାଇଜ୍‌ ବର୍ଜ୍ୟବସ୍ତୁ ରୂପାନ୍ତରକାରୀ ମେଶିନ, ଶୁଖିଲା ସଫେଇ ମେଶିନି, ଭାକ୍ୟୁମ୍‌ କ୍ଲିନର ଓ ଫ୍ଲୋର୍‌ ସ୍କ୍ରବର ଭଳି ଉପକରଣ କିଣିବାରେ ବିନିଯୋଗ ହେବ। ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, ୫୦ କୋଟିର ପ୍ରଥମ ବିନିଯୋଗ ଭାବେ ୫ଟି ସର୍କଲ ଜେଲରେ ଅର୍ଗାନାଇଜ୍‌ ବର୍ଜ୍ୟବସ୍ତୁ ରୁପାନ୍ତରୀକାରୀ ମେଶିନ ଏବଂ ଶୁଖିଲା ସଫେଇ ଉପକରଣ ଯୋଗାଇ ଦିଆଯିବ। କର୍ମଚାରୀଙ୍କ କ୍ୱାର୍ଟର୍ସ ପାଇଁ ମଧ୍ୟ ପାଣ୍ଠି ଖର୍ଚ୍ଚ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମାଲ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨।୪(ବ୍ୟୁରୋ): ପୂର୍ବତଟ ରେଳପଥ ୨୦୧୯-୨୦ ଆର୍ଥିକ ବର୍ଷରେ ୨୦୦.୮୫ ମିଲିଅନ୍‌ ଟନ୍‌ ମାଲ୍‌ ପରିବହନ କରି ରେକର୍ଡ଼ କରିଛି। ପୂର୍ବ ଆର୍ଥିକବର୍ଷ ଅର୍ଥାତ୍‌ ୨୦୧୮-୧୯ରେ ପରିହବନ...

ତାଳଚେର ବିଧାୟକଙ୍କୁ କରୋନା

ଭୁବନେଶ୍ୱର,୧୩।୯(ବ୍ୟୁରୋ)-ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଟୁଇଟ କରି ସେ ସୂଚନା ଦେଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା...

ଓଡ଼ଗାଁ ତହସିଲ ହରିଡ଼ାବନ୍ଧ ଗ୍ରାମରେ ଅଗ୍ନିକାଣ୍ଡ: ୮ ବଖରା ପୋଡିଗଲା, ୨ ବଳଦ ଜୀବନ୍ତ ଦଗ୍ଧ

ଓଡ଼ଗାଁ,୨ା୭(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ତହସିଲ ଅନ୍ତର୍ଗତ ହରିଡ଼ାବନ୍ଧ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୪ ପରିବାରଙ୍କ ୮ ବଖରା ଜଳିଯାଇଛି ା...

ଜରୁରିକାଳୀନ ପରିସ୍ଥିତିକୁ କ୍ଷମା ଦିଆଯାଇପାରିବନି: ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୬।୬(ବ୍ୟୁରୋ): ୧୯୭୫ ଜୁନ ୨୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଦ୍ୱାରା ଦେଶରେ ଜାରି ଜରୁରିକାଳୀନ ପରିସ୍ଥିତିକୁ କେବେ କ୍ଷମା ଦିଆଯାଇପାରିବନି। ରାଜ୍ୟ ଭାଜପା...

ଶ୍ରୀମନ୍ଦିର ଖୋଲିବା ଦାବିରେ ବାଜିଲା ଘଣ୍ଟ

ପୁରୀ ଅଫିସ,୨୮।୧୦: ମହାମାରୀ କରୋନା ପାଇଁ ଦୀର୍ଘ ୭ ମାସରୁ ଊର୍ଦ୍ଧ୍ୱ ହେଲାଣି ଶ୍ରୀମନ୍ଦିର ସମେତ ରାଜ୍ୟର ଅନ୍ୟ ମନ୍ଦିରଗୁଡ଼ିକୁ ଭକ୍ତଙ୍କୁ ଛଡାଯାଉ ନାହିଁ। ଭକ୍ତଙ୍କ...

ଦିଶା ବୈଠକ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଗୁରୁତ୍ୱ

ନୟାଗଡ଼ ଅଫିସ/ଗଣିଆ (ଡି.ଏନ୍‌.ଏ.),୨୩ା୧: ନୟାଗଡ଼ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ଡାକବଙ୍ଗଳାଠାରେ ବୁଧବାର ଡିଷ୍ଟ୍ରିକ୍ଟ ଡେଭଲପ୍‌ମେଣ୍ଟ କୋ ଅର୍ଡ଼ିନେସନ୍‌ ଆଣ୍ଡ ମନିଟରିଂ କମିଟି (ଦିଶା) ବୈଠକ...

ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌:ଦ୍ୱିତୀୟ ଦିନରେ ମର୍ନିଂ କ୍ଲବ ବିଜୟୀ

ଭବାନୀପାଟଣା,୧୭।୯(ଡି.ଏନ.ଏ.) ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ଠାରେ କଳାହାଣ୍ଡି କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ର ୨ୟ ଦିବସ ସୋମବାର ମ୍ୟାଚ୍‌ରେ ମର୍ନିଂ...

ରାସ୍ତା ଜଗିବସିଛନ୍ତି ଯୁବକ

ମାଧପୁର, ୫ା୪- ଆଠମଲ୍ଲିକ ବ୍ଲକ କନ୍ଧପଡା ପଞ୍ଚାୟତ କନ୍ଧପଡା ଗ୍ରାମ ରାସ୍ତାରେ ଜଗି ରହିଛନ୍ତି କେତେଜଣ ଯୁବକ । ଗ୍ରାମବାସୀଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା...

Advertisement


Archives

Model This Week