Posted inଜାତୀୟ

୩୯ ମହିଳା ସେନା ଅଧିକାରୀଙ୍କୁ ସ୍ଥାୟୀ କମିଶନ

ନୂଆଦିଲ୍ଲୀ,୨୨।୧୦: ସୁପ୍ରିମକୋର୍ଟରେ ଏକ ଆଇନଗତ ଯୁଦ୍ଧରେ ଜିତିବା ପରେ ୩୯ ଜଣ ମହିଳା ସେନା ଅଧିକାରୀଙ୍କୁ ସ୍ଥାୟୀ କମିଶନ ମିଳିଛି। ସାତୋଟି କାର୍ଯ୍ୟ ଦିବସ ମଧ୍ୟରେ ସେମାନଙ୍କ ନୂତନ ସେବା ମାନ୍ୟତା ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବଞ୍ଚିତ ହୋଇଥିବା ମୋଟ ୭୧ ମହିଳା ସର୍ଟ ସର୍ଭିସ କମିଶନ ଅଧିକାରୀ ସ୍ଥାୟୀ ଆୟୋଗ ପାଇଁ ସୁପ୍ରିମକୋର୍ଟ ଯାଇଥିଲେ।
ସୂଚନା ଅନୁସାରେ, କେନ୍ଦ୍ର କୋର୍ଟଙ୍କୁ କହିଛନ୍ତି ୭୧ଜଣ ଅଧିକାରୀଙ୍କ ମଧ୍ୟରୁ ୩୯ଜଣ ସ୍ଥାୟୀ କମିଶନ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ୭ଜଣ ମେଡିକାଲରେ ଅଯୋଗ୍ୟ ଏବଂ ୨୫ଜଣ ବିଶୃଙ୍ଖଳାଗତ କାର୍ଯ୍ୟ ପାଇଁ ବାଦ୍‌ ପଡ଼ିଛନ୍ତି। ଏହା ପରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ୨୫ ଜଣ ସ୍ଥାୟୀ କମିଶନ ପାଇଁ ଯୋଗ୍ୟ ନୁହନ୍ତି। ଅକ୍ଟୋବର ୨ରେ କୌଣସି ଅଧିକାରୀଙ୍କୁ ସେବାରୁ ମୁକ୍ତ ନ କରିବାକୁ କୋର୍ଟ କହିଥିଲେ। ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି ହେବାକୁ ଥିବା ଜଷ୍ଟିସ ଡି.ଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ବି.ଭି ନାଗରଥନାଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଏହି ପ୍ରକ୍ରିୟା ଶେଷ କରିବାକୁ ସରକାରଙ୍କୁ ପ୍ରାୟ ତିନିମାସ ସମୟ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତଠାରୁ ଇଦ୍‌ ମିଠା ନେବାକୁ ମନାକଲା ପାକିସ୍ତାନ

ଅମୃତସର,୧୨।୮: ଚଳିତ ବର୍ଷ ସୋମବାର ଇଦ୍‌-ଉଲ୍‌-ଜୁହା ପାଳନ କରାଯାଉଥିବା ବେଳେ ଭାରତ-ପାକିସ୍ତାନ ସୀମାରେ ଥିବା ବିଏସ୍‌ଏଫ୍‌ ଯବାନ ପାକିସ୍ତାନ ସହ ମିଠା ଆଦାନ ପ୍ରଦାନ କରିବାକୁ...

ପୂର୍ବତନ ଅର୍ଥ ସଚିବଙ୍କ ଘରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ,୧୨।୧: ଭ୍ରଷ୍ଟାଚାର ମାମଲାରେ ସିବିଆଇ ଗୁରୁବାର ପୂର୍ବତନ ଅର୍ଥ ସଚିବ ଅରବିନ୍ଦ ମାୟାରାମଙ୍କ ବାସଭବନ ଉପରେ ଚଢ଼ାଉ କରିଛି। ଦିଲ୍ଲୀ ଏବଂ ଜୟପୁରରେ ଗତ ୬ଘଣ୍ଟାରୁ...

ଭାରତରେ ଚତୁର୍ଥ ମୁଣ୍ଡନେଲା କରୋନା: ସଂକ୍ରମିତଙ୍କ ସଂଖ୍ୟା ୧୭୩କୁ ବୃଦ୍ଧି

ନୂଆଦିଲ୍ଲୀ, ୧୯।୩ : ପ୍ରାଣଘାତୀ କରୋନା ଭାଇରସ୍‌ କ୍ରମଶଃ ଉଗ୍ରରୂପ ଧାରଣ କରିବାରେ ଲାଗିଛି। ଗୁରୁବାର ଏହା ଆଉ ଏକ ମୁଣ୍ଡ ଗଡ଼ାଇ ଥିବାବେଳେ ମୃତ୍ୟୁସଂଖ୍ୟା...

ଏନ୍‌ଏସ୍‌ଓ ସହ କୌଣସି ଦେଣନେଣ ହୋଇନି

ନୂଆଦିଲ୍ଲୀ, ୧୦ା୮: ଇସ୍ରାଏଲର ଏନ୍‌ଏସ୍‌ଓ ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ ସ୍ପାଏଓ୍ବେର ପେଗାସସ୍‌କୁୁ କେନ୍ଦ୍ର ସରକାର କିଣି ଏହା ମାଧ୍ୟମରେ ଗୁପ୍ତଚରଗିରି କରିଥିବା ଅଭିଯୋଗର ତଦନ୍ତ ଦାବିରେ...

ଉମେଶ ପାଲଙ୍କ ହତ୍ୟାକାଣ୍ଡର କାର୍ଯ୍ୟାନୁଷ୍ଠାନ ନେଲା ୟୁପି ପୋଲିସ: ଅତିକଙ୍କ ସହଯୋଗୀଙ୍କୁ ଏନ୍‌କାଉଣ୍ଟର

ପ୍ରୟାଗରାଜ,୨୭।୨: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଉମେଶ ପାଲ ଓ ତାଙ୍କ ଗନ୍‌ ମ୍ୟାନଙ୍କୁ ଦିନ ଦ୍ୱିପ୍ରହରରେ ହତ୍ୟା କରିବା ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଉକ୍ତ...

ଏୟାର ଇଣ୍ଡିଆ କମ୍ପାନୀ ଉପରେ ଲାଗିଲା ୩୦ ଲକ୍ଷ ଜରିମାନା

ନୂଆଦିଲ୍ଲୀ,୨୦।୧: ବିମାନରେ ଜଣେ ମହିଳାଙ୍କ ଉପରେ ପରିସ୍ରା କରିବା ଅଭିଯୋଗରେ ଡିଡିସିଏ ଏୟାର ଇଣ୍ଡିଆ କମ୍ପାନୀ ଉପରେ ୩୦ ଲକ୍ଷ ଟଙ୍କା ଜରିମାନା ଲଗାଇଛି। ଏଥିସହ...

ମଦ ନୀତି ମାମଲାରେ ସମୀର ମହେନ୍ଦ୍ରୁ ଗିରଫ: ଏବେ ସିସୋଡିଆଙ୍କ ପାଳି, ଏଏପିର ଆଶଙ୍କା

ନୂଆଦିଲ୍ଲୀ,୨୮।୯: ଦିଲ୍ଲୀର ମଦ ନୀତି ମାମଲାରେ ବ୍ୟବସାୟୀ ସମୀର ମହେନ୍ଦ୍ରୁଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବୁଧବାର ଗିରଫ କରିଛି। ସେ ଇଣ୍ଡୋ ସ୍ପିରିଟ୍ସର ଏମ୍‌ଡି। ନିକଟରେ ସମୀରଙ୍କ...

ଆଣ୍ଡାମାନକୁ ସାମୁଦ୍ରିକ ଓଏଫ୍‌ସି ସଂଯୋଗ

ନୂଆଦିଲ୍ଲୀ, ୧୧।୮(ଆଇଏଏନ୍‌ଏସ୍‌): ଚେନ୍ନାଇରୁ ପୋର୍ଟ ବ୍ଲେୟାରକୁ ସଂଯୋଗ କରୁଥିବା ସାମୁଦ୍ରିକ ଅପ୍ଟିକାଲ ଫାଇବର କେବୁଲ (ଓଏଫ୍‌ସି)କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଉଦ୍‌ଘାଟନ କରିଛନ୍ତି। ଏହି...

Advertisement
Archives

Model This Week