କମୁଛି ସଂକ୍ରମଣ: ଆଜି ରାଜ୍ୟରୁ ୩୮୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୯ା୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି। ଶୁକ୍ରବାର ରାଜ୍ୟରୁ ୩୮୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୪,୪୫୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୨୪ ଜଣ ଚିହ୍ନଟ ହୋଇଥିବା ବେଳେ ୧୬୧ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୫୮ ଜଣ ଶିଶୁ ବି ଅଛନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୮୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୩ ଏବଂ ସମ୍ବଲପୁରରୁ ୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ବାଲେଶ୍ୱରରୁ ୭, ବରଗଡ଼ ୧୫, ଭଦ୍ରକ ୨, ବଲାଙ୍ଗୀର ୨୦, ବୌଦ୍ଧ ୮, କଟକ ୧୦, ଦେବଗଡ଼ ୩, ଗଜପତି ୬, ଗଞ୍ଜାମ ୨, ଜଗତସିଂହପୁର ୧, ଯାଜପୁର ୬, ଝାରସୁଗୁଡ଼ା ୬, କଳାହାଣ୍ଡି ୧୭, କନ୍ଧମାଳ ୩, କେନ୍ଦ୍ରାପଡ଼ା ୪, କେନ୍ଦୁଝର ୭, କୋରାପୁଟ ୩, ମୟୂରଭଞ୍ଜ ୧୪, ନବରଙ୍ଗପୁର ୧୩, ନୟାଗଡ଼ ୧୧, ନୂଆପଡ଼ା ୧୩, ରାୟଗଡ଼ାରୁ ୩ ଏବଂ ସୋନପୁରରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୨୧।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୪,୪୫୪ରେ ପହଞ୍ଚିଥିବା ବେଳେ ୧୩,୧୨,୪୪୯ ଜଣ ସୁସ୍ଥ ହୋଇଛନ୍ତି। ୨୭୯୧ ଜଣ ଚିକିିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଓଡ଼ିଶା ଆସିବେ ଉପରାଷ୍ଟ୍ରପତି

ଭୁବନେଶ୍ୱର,୧୬।୧୧ (ରବିନାରାୟଣ ଜେନା): ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ ସୋମବାର ବିଧାନସଭାରେ ଗୃହର ସଦସ୍ୟମାନଙ୍କ ପାଇଁ ହେବାକୁ ଥିବା ଦିନିକିଆ ଓରିଏଣ୍ଟେଶନ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ। ଏଥିପାଇଁ…

ଆସିଆନ (ASEAN) ଶିଖର ସମ୍ମିଳନୀ ପାଇଁ ମନିଲାରେ ଏକତ୍ରିତ ହେବେ ବହୁ ନେତା, ଆଜି ଯାତ୍ରା କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ/ମନିଲା,୧୬।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ଗସ୍ତରେ ସୋମବାର (ନଭେମ୍ବର ୧୬) ଫିଲିପାଇନ୍ସର ରାଜଧାନୀ ମନିଲାରେ ପହଞ୍ଚିବେ। ନିଜ ଗସ୍ତ ସମୟରେ ସେ ବାର୍ଷିକ ଭାରତ-ଆସିଆନ…

ଏଇ ଭାରତରେ

ରାଜସ୍ଥାନ ଥର୍‌ ମରୁଭୂମିରେ ଓଟମାନେ ଖାଦ୍ୟ ପାଇଁ ଚାରଣ ଭୂମି ଉପରେ ନିର୍ଭର କରିଥାନ୍ତି। ଏହା ହ୍ରାସ ପାଇଲେ ଓଟ ପାଳନ କରିବା କଷ୍ଟକର ହୋଇଯିବ। ଏଣୁ…

ଶିକୁଳିରେ ଗଣମାଧ୍ୟମ

ଭାରତରେ ମୁକ୍ତ ଏବଂ ଉତ୍ତରଦାୟିତ୍ୱସମ୍ପନ୍ନ ଗଣମାଧ୍ୟମର ଭୂମିକା ଅବସରରେ ପ୍ରତିବର୍ଷ ନଭେମ୍ବର ୧୬ ତାରିଖରେ ଜାତୀୟ ପ୍ରେସ୍‌ ଦିବସ ପାଳନ କରାଯାଏ । ଏହି ଦିନଟି ପ୍ରେସ୍‌…

ଡିଜିଟାଲ ମୃଗତୃଷ୍ଣା ନା ପ୍ରଗତିର ଦ୍ବାର

ଭୁବନେଶ୍ୱର ଜଟଣୀଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ରିଜର୍ଭ ବ୍ୟାଙ୍କର ୧୬୯ କୋଟି ଟଙ୍କାର ଟାୟାର-୪ ଡାଟା ସେଣ୍ଟର ଓ ସାଇବର ପ୍ରଶିକ୍ଷଣ ଅନୁଷ୍ଠାନ ଏବଂ କଟକ ନରାଜର…

ନ୍ୟୁଜିଲ୍ୟାଣ୍ଡରେ ଶେଷଥର ପାଇଁ ନ ଚାହୁଁଥିବା ରେକର୍ଡ କଲେ ରୋହିତ ଶର୍ମା ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୬।୧୧: ଭାରତ ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ୩-୧ରେ ଜିତି ନେଇଛି। ସମ୍ଭବତଃ ଏହା ଥିଲା ଶେଷ ଥର ପାଇଁ, ଯେତେବେଳେ ରୋହିତ ଶର୍ମା ଏବଂ…

ବାତ୍ୟା ଆନ୍ଧ୍ର ଉପକୂଳ ମୁହାଁ ହେଲେ ବି ଓଡ଼ିଶା ଉପରେ ଦେଖାଇବ ପ୍ରଭାବ, ଆଜି ସନ୍ଧ୍ୟା ସୁଦ୍ଧା…

ଭୁବନେଶ୍ୱର, ୧୬ା୧୧ (ବନ୍ଦନା ସେଠୀ): ପୁଣି ଘାରିଲା ବାତ୍ୟା ଭୟ। ଇତିମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ଅଧିକ ଘନୀଭୂତ ହୋଇ ରବିବାର…

ଗାଡ଼ି ଜବତ କରିବାକୁ ଗୁଣ୍ଡା ବ୍ୟବହାର କରିପାରିବେନି ଫାଇନାନ୍ସ କମ୍ପାନୀ: ହାଇକୋର୍ଟ

ପ୍ରୟାଗରାଜ,୧୬ା୧୧(ପି.ଟି.): ଋଣ ପରିଶୋଧ କରୁ ନ ଥିବା କାରଣରୁ ଗାଡ଼ି ଜବତ କରିବା ପାଇଁ ଫାଇନାନ୍ସ କମ୍ପାନୀ ଗୁଣ୍ଡାଙ୍କୁ ବ୍ୟବହାର କରିପାରିବେ ନାହିଁ ଏବଂ ଚାପ ପକାଇବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?