Posted inଖେଳ

୩ ବଲ୍‌ରେ ୩ ଉଇକେଟ୍‌ ଗଲା, କିନ୍ତୁ ଘୋଷଣା ହେଲାନି ହ୍ୟାଟ୍ରିକ୍‌: ଜାଣନ୍ତୁ କାହିଁକି

ମୁମ୍ବାଇ,୧୮।୫: ମୁମ୍ବାଇର ୱାଙ୍ଖେଡେଠାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଆଇପିଏଲର ୬୭ ତମ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚର କୌଣସି ବିଶେଷ ମହତ୍ତ୍ୱ ନ ଥିଲା। କାରଣ ମୁମ୍ବାଇ ଦଳ ପ୍ଲେ ଅଫ ଦୌଡ଼ରୁ ବାହାରେ ଥିଲା ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ସେଠାରେ ପହଞ୍ଚିବା ପ୍ରାୟ ଅସମ୍ଭବ ଥିଲା। କିନ୍ତୁ ଏହି ମ୍ୟାଚ ସମୟରେ ଏକ ମଜାଦାର ଘଟଣା ଘଟିଥିଲା। ମୁମ୍ବାଇ ଇଣ୍ଡିଆନ୍ସର ଫିଲ୍ଡିଂ ବେଳେ ୩ ବଲରେ ୩ଟି ଉଇକେଟ ଖସି ଯାଇଥିଲା। ଏହି ସମସ୍ତ ଉଇକେଟ୍‌ ନେବାରେ ଗୋଟିଏ ବୋଲରଙ୍କ ହାତ ଥିଲା। କିନ୍ତୁ ଏହା ହ୍ୟାଟ୍ରିକ ନ ଥିଲା।
ଏହି ଘଟଣା ମୁମ୍ବାଇ ଫିଲ୍ଡିଂ ସମୟରେ ଘଟିଥିଲା। ୧୬ ଓଭରର ଚତୁର୍ଥ ଏବଂ ପଞ୍ଚମ ବଲରେ ଦୁଇଟି ଉଇକେଟ ଖସିଥିଲା। ଲକ୍ଷ୍ନୌ ଅଧିନାୟକ କେ.ଏଲ ରାହୁଲ ପରବର୍ତ୍ତୀ ଓଭରର ପ୍ରଥମ ବଲରେ ଆଉଟ ହୋଇଥିଲେ। ଏହି ୩ଟି ଉଇକେଟରେ ମୁମ୍ବାଇର ଦ୍ରୁତ ବୋଲର ନୁଆନ ଥିଶାରାଙ୍କ ହାତ ଥିଲା। କିନ୍ତୁ କେବଳ ଗୋଟିଏ ପାର୍ଥକ୍ୟ ଥିଲା। ସେ ନିଜେ ୧୭ତମ ଓଭରରେ ଦୁଇଟି ଉଇକେଟ ନେଇଥିଲେ। ସେ ୧୮ତମ ଓଭରରେ ଏକ କ୍ୟାଚ ନେଇଥିଲେ ଏବଂ ଏହି ଉଇକେଟ ପୀୟୁଷ ଚାୱଲାଙ୍କ ନାମରେ ରହିଥିଲା। ଏହି ଉପାୟରେ ଲଗାତାର ତିନିଟି ଉଇକେଟ ତିନି ବଲରେ ପଡ଼ିଯାଇଥିଲେ ମଧ୍ୟ ହ୍ୟାଟ୍ରିକ ମିଳି ନ ଥିଲା। ତେବେ ଏହି ଦଳ ନିଶ୍ଚିତ ଭାବରେ ହ୍ୟାଟ୍ରିକ ହାସଲ କରିଛି।

https://x.com/IPL/status/1791499836677644600


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମଥର ଡରାଇବେ ବରୁଣ, ହାତରେ ଲାଗିଲା…

ମୁମ୍ବାଇ:ବଲିଉଡ ଅଭିନେତା ବରୁଣ ଧାୱନଙ୍କ ହାତରେ ଏବେ ଅନେକ ପ୍ରୋଜେକ୍ଟ ରହିଛି। ‘ଷ୍ଟୁଡେଣ୍ଟ ଅଫ ଦି ଇୟର୍‌’ ଜରିଆରେ ଅଭିନୟ ଜଗତରେ ପାଦ ଥାପିଥିବା ବରୁଣ ‘ବଦଲାପୁର’,…

WhatsApp ର ନୂଆ ଫିଚର୍‌: ପଢ଼ିବାକ୍ଷଣି ଗାଏବ ହୋଇଯିବ ଟେକ୍ସଟ ମେସେଜ, ନେଇପାରିବେନି ସ୍କ୍ରିନସଟ!

ହାଟ୍ସଆପ (WhatsApp) ରେ ଆମେ ଅନେକ ସମୟରେ ଏପରି କିଛି ସୂଚନା କାହାକୁ ପଠାଇଥାଉ, ଯାହା ଆମେ ଚାହୁଁନଥାଉ ଯେ ତାହା ତାଙ୍କ ଚାଟ୍‌ରେ ଅଧିକ ସମୟ…

ଭାରତ-ଆମେରିକା ଟ୍ରେଡ୍‌ ଡିଲ୍‌ ନେଇ ଜୟଶଙ୍କରଙ୍କ ବଡ଼ ଘୋଷଣା, ଅଧିକାଂଶ ପ୍ରସଙ୍ଗରେ….

ନୂଆଦିଲ୍ଲୀ,୧୪।୧୧: ଭାରତ ଓ ଆମେରିକା ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ବାଣିଜ୍ୟ ଚୁକ୍ତି (ଟ୍ରେଡ୍‌ ଡିଲ୍‌) ଖୁବ୍‌ଶୀଘ୍ର ଚୂଡ଼ାନ୍ତ ହେବା ଆଶା ରହିଛି । ଏହି ଚୁକ୍ତି…

ଭାରତ ଆଗରେ ବିଶାଳ ଟାର୍ଗେଟ ରଖିଲା ପାକିସ୍ତାନ, ଏତିକି ରନ୍‌ କଲେ ମିଳିବ ଏସିଆ କପ ଟ୍ରଫି

ନୂଆଦିଲ୍ଲୀ,୧୪।୧୧: ଅଣ୍ଡର-୧୯ ଏସିଆ କପ ୨୦୨୬ର ଫାଇନାଲ ମୁକାବିଲା ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୯ ଉଇକେଟ୍‌ ହରାଇ ୩୩୭…

ମାସେ ତଳେ ସାଙ୍ଗଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ ସାଙ୍ଗ, ଆଜି ଅଭିଯୁକ୍ତଙ୍କୁ…

ସମ୍ବଲପୁର,୧୪ା୧୧(ପ୍ରମୋଦ ବହିଦାର): ମାସେ ତଳୁ ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିଛି ସମ୍ବଲପୁର ପୋଲିସ। ମଦ ପିଇବା ସମୟରେ ହୋଇଥିବା ବଚସାରୁ ଜଣେ…

ଚାଚା ନେହେରୁଙ୍କ ଜନ୍ମଦିନରେ ଉତ୍ସବମୁଖର ପାଟଣାର୩ ବିଦ୍ୟାଳ

ପାଟଣା, ୧୪/୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଗୋପୀନାଥ ନାରାୟଣ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ପାଟଣା…

ପ୍ରଥମ ମ୍ୟାଚରେ ଫେଲ୍‌ ମାରିଲେ ବୈଭବ, ଛକା-ଚୌକା ବର୍ଷା କଲେ ସୂର୍ଯ୍ୟକୁମାର, ଫ୍ୟାନ୍ସ ତାଜୁବ

ନୂଆଦିଲ୍ଲୀ,୧୪।୧୧: ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟ୍ରଫିର ଧମାକାଦାର ଆରମ୍ଭ ହୋଇଛି। ଆଜି ସୂର୍ଯ୍ୟକୁମାର ଯାଦବଙ୍କଠାରୁ ଆରମ୍ଭ କରି ବୈଭବ ସୂର୍ଯ୍ୟବଂଶୀ ଓ ଶିବମ ଦୁବେଙ୍କ ଭଳି…

ରାଜ୍ୟରେ ଆରମ୍ଭ ହେଲା ପିଏମ୍‌ ଆବାସ ବଣ୍ଟନ: ବଲାଙ୍ଗୀରରୁ ଶୁଭାରମ୍ଭ

ବଲାଙ୍ଗୀର,୧୪।୧୧(ସୁନୀଲ ମହାନ୍ତି ): ରାଜ୍ୟରେ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ ଆବାସ) ଅଧୀନରେ ଗୃହ ବଣ୍ଟନ ପ୍ରକ୍ରିୟା। ବଲାଙ୍ଗିରରେ ଆୟୋଜିତ ଏକ ରାଜ୍ୟସ୍ତରୀୟ ମେଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?