Posted inଜାତୀୟ

୨ ଅଲ୍‌ କାଏଦା ସନ୍ଦିଗ୍ଧ ଗିରଫ, ପ୍ରେସର କୁକର ବୋମା ଜବତ…

ଲକ୍ଷ୍ନୌ,୧୧।୭: ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଆତଙ୍କବାଦୀ ସଂଗଠନର ୨ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ସ୍ଥାନୀୟ କାକୋରି ଅଞ୍ଚଳରୁ ସନ୍ଦିଗ୍ଧମାନଙ୍କୁ ଏଟିଏସ୍‌ ଟିମ୍‌ ଗିରଫ କରିଛି। ସେମାନଙ୍କଠାରୁ ପ୍ରେସର କୁକର ବୋମା ସହିତ ଅନ୍ୟ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସେମାନେ କୌଣସି ବଡ଼ ଧରଣର ଷଡ଼ଯନ୍ତ୍ର କରୁଥିବା ଆଶଙ୍କା କରାଯାଉଛି। ଏନେଇ ଏଟିଏସ୍‌ ପକ୍ଷରୁ ପଚରା ଉଚରା ଜାରି ରହିଛି। ଗିରଫ ହୋଇଥିବା ଜଣେ ସନ୍ଦିଗ୍ଧଙ୍କ ନାମ ଶହିଦ୍‌। ତାଙ୍କର ଏକ ଗ୍ୟାରେଜ୍‌ ଥିବା ଏଟିଏସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ୨-୩ ଦିନ ମଧ୍ୟରେ ସେମାନେ କୌଣସି ବଡ଼ ଧରଣର ବିସ୍ଫୋରଣ କରିବାର ଯୋଜନା କରୁଥିବା ଏଟିଏସ୍‌ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୟ ରାଉତଙ୍କ ସ୍ତ୍ରୀଙ୍କୁ ଇଡିର ସମନ

ମୁମ୍ବାଇ,୨୭।୧୨: ଶିବସେନା ନେତା ତଥା ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତଙ୍କ ସ୍ତ୍ରୀ ବର୍ଷା ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ନୋଟିସ ପଠାଯାଇଛି। ପିଏମସି...

ଏନ୍‌ଆର୍‌ସି ବିରୋଧରେ ପ୍ରସ୍ତାବ ଆଣିବେ ମମତା ସରକାର

କୋଲକତା,୪।୯: ଏନ୍‌ଆର୍‌ସି ବିରୋଧରେ ପଶ୍ଚିମବଙ୍ଗ ମମତା ବାନାର୍ଜୀ ସରକାର ଖୁବ୍‌ ଶୀଘ୍ର ଏକ ପ୍ରସ୍ତାବ ଆଣିବାକୁ ଯାଉଛନ୍ତି। ଚଳିତ ସପ୍ତାହରେ ଏହି ପ୍ରସ୍ତାବ ଅଣାଯିବାର ଯୋଜନା...

ଦେଶର ଗୋଟିଏ ବି ଜିଲାରେ ନାହିଁ କରୋନାର ୟେଲୋ ଆଲର୍ଟ

ନୂଆଦିଲ୍ଲୀ,୩ ।୧: ଦେଶର କୌଣସି ଗୋଟିଏ ବି ଜିଲାରେ କରୋନାର ୟେଲୋ ଆଲର୍ଟ ନାହିଁ । ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସାପ୍ତାହିକ ସମିକ୍ଷା ରିପୋର୍ଟରୁ...

ଆଗେଇଛନ୍ତି ଥରୁର

ଥିରୁଭାନନ୍ତପୁରମ,୨୩।୫: ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର କେରଳର ଥିରୁଭାନନ୍ତପୁରମ ଆସନରୁ ପାଖାପାଖି ୧୩ ହଜାର ଭୋଟରେ ଆଗୁଆ ଥିବା ଜଣାପଡିଛି। ସାରା ଦେଶରେ ଦେଖିବାକୁ...

ଜାତୀୟସଙ୍ଗୀତ ପରିବେଷଣବେଳେ ବସିରହିଲେ ଜର୍ମାନ ଚାନ୍‌ସେଲର୍‌

ନୂଆଦିଲ୍ଲୀ,୧।୧୧:ଜର୍ମାନୀ ଚାନ୍‌ସେଲର୍‌ ଆଞ୍ଜେଲା ମର୍କେଲ ଭାରତ ଗସ୍ତରେ ଆସିଛି। ରାଷ୍ଟ୍ରପତି ଭବନରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଛି। ଏହି ଅବସରରେ ଭାରତୀୟ ଜାତୀୟସଙ୍ଗୀତ ପରିବେଷଣ କରାଯାଇଥିଲା।...

ତିହାର ଜେଲ୍‌ ଗଲେ ସେନଗର: ୭ ଅଗଷ୍ଟରେ ପରବର୍ତ୍ତି ଶୁଣାଣି

ନୂଆଦିଲ୍ଲୀ,୫।୮: ଉନ୍ନାଓ ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଭାଜପାର ବହିଷ୍କୃତ ବିଧାୟକ କୁଲଦୀପ ସିଂ ସେନଗର ସୋମବାର ଦିଲ୍ଲୀର ତିସ୍‌ ହଜାରି କୋର୍ଟରେ ହାଜର...

ଲକ୍‌ଡାଉନ୍‌ ହୋଇ ନ ଥିଲେ ଦେଶରେ ୪ ଲକ୍ଷରୁ ଅଧିକ ହୋଇଥାନ୍ତେ କରୋନା ସଂକ୍ରମିତ: ୩୪ ହଜାର ଟପିଥାନ୍ତା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୭।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଭାରତରେ ଲକ୍‌ଡାଉନ୍‌ ଜାରି ହୋଇଛି। ଯଦି ଲକ୍‌ଡାଉନ୍‌ ଘୋଷଣା ହୋଇ ନ ଥାନ୍ତା, ତେବେ ବର୍ତ୍ତମାନ ସୁଦ୍ଧା...

ନୂପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ କରିବା ପଡ଼ିଲା ମହଙ୍ଗା

ଭୋପାଳ,୧୫।୭: ମଧ୍ୟପ୍ରଦେଶର ସେହୋରରେ ନୂପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ କରିଥିବାରୁ ଜଣେ ଯୁବକଙ୍କୁ ହତ୍ୟା ଧମକ ମିଳିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ କୋତୱାଲୀ...

Advertisement
Archives

Model This Week