











ଆଜି କର୍ମକ୍ଷେତ୍ରରେ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ। ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ପାରିବାରିକ ଜୀବନରେ ଝଡ଼ ସୃଷ୍ଟିହେବାର ଆଶଙ୍କା ରହିଛି। ଯେତେ ଭଲ କାମ କଲେ ମଧ୍ୟ ସେମାନେ ପ୍ରଶଂସା ପାଇବା କଷ୍ଟକର ହୋଇପାରେ। ଉତ୍ତର ଭାଦ୍ରବ ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ଚଳିତ ପରିସ୍ଥିତିକୁ ନଜର ଦେଇ କାମ କରିବା ଭଲ ହେବ।

