Posted inଜାତୀୟ

୬ ମାସ ହେଲା ନାବାଳିକାଙ୍କୁ ବଳାତ୍କାର କରୁଥିଲେ ୫ ଯୁବକ

ଚେନ୍ନାଇ, ୧୩ା୪- ଗତ ୬ ମାସ ହେଲା ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଡରାଇ ଧମକାଇ ବଳାତ୍କାର କରୁଥିଲେ ୫ ଯୁବକ। ତାମିଲନାଡୁର କୁଡ଼ାଲୋରରୁ ଆସିଛି ଏଭଳି ଅଭିଯୋଗ। ପୀଡ଼ିତାଙ୍କ ବାପା ଚେନ୍ନାଇରେ କାମ କରୁଥିବାରୁ ସେ ସମ୍ପର୍କୀୟଙ୍କ ଘରେ ରହୁଥିଲେ। ସେଠାରେ ୫ ଜଣ ଯୁବକ ତାଙ୍କୁ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଅଭିଯୋଗ ହେବା ପରେ ଏନ୍‌. ଧିନା (୨୧), ଏସ୍‌. ବିଘ୍ନେସ (୧୯), ଭି. ହଂସ୍ତରାଜ (୨୧)ଙ୍କୁ ଗିରଫ କରାଯାଇଛି।

ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। ସମ୍ପର୍କୀୟ ଖରାପ ସ୍ବାସ୍ଥ୍ୟ କାରଣ ପଚାରିବାରୁ ପୀଡ଼ିତା ଘଟଣା ସମ୍ପର୍କରେ ପ୍ରକାଶ କରିଥିଲେ। ଥାନାରେ ମାମଲା ଦାୟର ହେବା ପରେ ପୋକ୍ସ ଆଇନ ଅନୁଯାୟୀ, ୩ ଜଣଙ୍କୁ ଗିରଫ କରାଯାଇଛି। ଫେରାର ଥିବା ଦୁଇ ଅଭିଯୁକ୍ତଙ୍କ ପାଇଁ ଜାରି କରାଯାଇଛି ଲୁକ୍‌ ଆଉଟ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଗୃହ ବାହାରେ ଭାଜପା ବିଧାୟକଙ୍କ ଅଲଗା ମୌସୁମୀ ଅଧିବେଶନ: ନିଲମ୍ବନକୁ କରାଯାଉଛି ବିରୋଧ

ମୁମ୍ବାଇ,୬ ।୭: ମହାରାଷ୍ଟ୍ର ବିଧାନସଭାରେ ସୋମବାର ବାଚସ୍ପତି ଭାରତୀୟ ଜନତା ପାର୍ଟି(ଭାଜପା)ର ୧୨ ବିଧାୟକଙ୍କୁ ଗାଳି-ଗୁଲଜ ଓ ଅସମ୍ମାନ କରିବା ଅଭିଯୋଗରେ ଏକ ବର୍ଷ ପାଇଁ...

ଏକ ରାଷ୍ଟ୍ର-ଏକ ପଞ୍ଜିକରଣ, ୮ ରୋପ୍‌ ଓ୍ବେ,ଆରବିଆଇରେ ଡିଜିଟାଲ କରେନ୍ସି ବ୍ଲକ୍‌ ଚେନ୍‌, ମହିଳାଙ୍କ ପାଇଁ ପୋଷଣ-୨.୦…

ନୂଆଦିଲ୍ଲୀ, ୧।୨ : ଦେଶରେ ଏକ ରାଷ୍ଟ୍ର, ଏକ ପଞ୍ଜିକରଣ ନୀତି ପ୍ରଣୟନ କରାଯିବ। ରାଜ୍ୟମାନଙ୍କୁ ୧ ଲକ୍ଷ କୋଟି ଟଙ୍କା ଦିଆଯିବ। ମହିଳାମାନଙ୍କ ପାଇଁ...

ପଞ୍ଜାବ ସରକାରରେ ଏକମାତ୍ର ମହିଳା ମନ୍ତ୍ରୀ ନିର୍ବାଚନ ପ୍ରଚାର ସମୟରେ କରୁଥିଲେ ଜନତାଙ୍କ ସେବା

ଚଣ୍ଡିଗଡ଼,୧୯ ।୩: ପଞ୍ଜାବ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରେ ରହିଛନ୍ତି ଏକମାତ୍ର ମହିଳା ମନ୍ତ୍ରୀ ଡାକ୍ତର ବଲଜିତ କୌର । ବଲଜିତ ପେଶାରେ ଜଣେ ଡାକ୍ତର ହୋଇଥିବା...

ଇ-ବର୍ଜ୍ୟ ଆକଳନ ଲାଗି ବ୍ୟବସ୍ଥା ନାହିଁ: ଭର୍ତ୍ତୃହରିଙ୍କ ପ୍ରଶ୍ନରେ ପରିବେଶ ମନ୍ତ୍ରୀଙ୍କ ଉତ୍ତର

ନୂଆଦିଲ୍ଲୀ,୨୩ା୬: ଦେଶରେ ଇ-ବର୍ଜ୍ୟ ବିପଜ୍ଜନକ ଭାବେ ବୃଦ୍ଧି ପାଉଥିବା ଜାତିସଂଘ ରିପୋର୍ଟରେ ସତର୍କ କରାଇଦିଆଯିବା ସତ୍ତ୍ୱେ ଏହାର ଆକଳନ ପାଇଁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କୌଣସି...

ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇକୁ ଗୁପ୍ତ ସୂଚନା ହେଇ ହାଲ୍ କର୍ମଚାରୀ ଗିରଫ

ନାସିକ,୯ ।୧୦: ମହାରାଷ୍ଟ୍ରର ଆଣ୍ଟି ଟେରୋରିଜମ ସ୍କାଡ(ଏଟିଏସ୍‌)କୁ ଶୁକ୍ରବାର ଏକ ବଡ ସଫଳତା ମିଳିଛି । ଏଟିଏସ୍ ଦ୍ୱାରା ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ(ଏଚ୍‌ଏଏଲ୍‌) ନାସିକ ୟୁନିଟର...

ତାମିଲ ଫିଲ୍ମ ଅଭିନେତା ବାଲା ସିଂଙ୍କ ପରଲୋକ

ଚେନ୍ନାଇ,୨୭।୧୧: ତାମିଲ ଫିଲ୍ମ ଅଭିନେତା ବାଲା ସିଂ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ୬୭ ବର୍ଷ ବୟସ ହୋଇଥିଲା। ଗତ କିଛିଦିନ ହେବ ଜ୍ୱରରେ...

ମୋଦି-ଶାହଙ୍କ ମଧ୍ୟରେ ଲାଗିଛି ବିବାଦ; ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ: ଭୂପେଶ ବଘେଲା

ରାୟପୁର,୧୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ), ରାଷ୍ଟ୍ରୀୟ ନାଗରିକତ୍ୱ...

ଦିଦିଙ୍କ ମନରେ ନାହିଁ ମମତା; ଗରିବଙ୍କୁ ଅଧିକ ଗରିବ କରୁଛନ୍ତି: ମୋଦି

କୋଲକତା, ୨୦।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗରେ ଏକ ନିର୍ବାଚନୀ ସଭାରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ଦିଦିଙ୍କ...

Advertisement
Archives

Model This Week